WWEର ଅଣ୍ଡରଟେକର ଙ୍କର ପତ୍ନୀଙ୍କର ସୁନ୍ଦରତା ଆଗରେ ଫେଲ ମାରିବେ ବଡ ବଡ ହିରୋଇନ, ଦେଖିଲେ ନିଜେ ଜାଣି ପାରିବେ… ହେଇଯିବେ ଦିୱାନା

0
Advertisement

ଦେଶ ବିଦେଶ ରେ ଅନେକ ଲୋକେ ରେର୍ସଲିଂ ଦେଖିବା ର ସଉକିନ ଅଟନ୍ତି | ଅଧିକାଂଶ ପୁଅମାନେ ଏହି ରେସଲିଙ୍ଗ ଦେଖିବକୁ ପସନ୍ଦ କରିଥାନ୍ତି | ଡବ୍ଲୁ ଡବ୍ଲୁ ଇ ଏକ ଲୋକପ୍ରିୟ ବିଭାଗ ଅଟେ | ଏଠାରେ ରେସଲର ମାନେ ନିଜ ର ବାହୁବଳ ର ପରିଚୟ ଦେଇଥାନ୍ତି | ତେବେ ଆଜି ଆମେ ଏହି WWE ର ଏପରି ଜଣେ ମହାବଳ ଙ୍କ ବିଷୟ ରେ କହିବା କୁ ଯାଉଛୁ ଯାହା ଙ୍କ ର ନାମ ଶୁଣିଲେ ହିଁ ଅନେକ ରେର୍ସଲର ଖେଳ ମୈଦାନ ରୁ ପଛ ଘୁଞ୍ଚା ଦେଇଥାନ୍ତି | ତାଙ୍କ ନାମ ହେଉଛି ଅଣ୍ଡରଟେକର |

ସାରା ବିଶ୍ୱ ର ଲୋକେ ଅଣ୍ଡରଟେକର ଙ୍କୁ ବେଶ ଭଲ ଭାବ ରେ ଜାଣିଛନ୍ତି | ଅନେକ ସମୟ ରେ ଅଣ୍ଡରଟେକର ରିଙ୍ଗର ମୈଦାନ କୁ ମଧ୍ୟ ଆସିଥାନ୍ତି ଓ ନିଜ ବାହୁବଳ ର ପରାକାଷ୍ଠା ଦେଖାଇଥାନ୍ତି | ଡବ୍ଲୁ ଡବ୍ଲୁ ଇ ର ମେନ ଇଭେଣ୍ଟ ରେସଲମେଣୀୟ 34 କିଛି ଦିନ ତଳେ ଆୟୋଜିତ ହେଇଥିଲା | ମାତ୍ର 3 ମିନିଟ ରେ ହିଁ ଅଣ୍ଡରଟେକର ଜନସିନା ଙ୍କୁ ପରାସ୍ତ କରିଥିଲେ ଓ ବିଜେତା ହେଇଥିଲେ |

ଅଣ୍ଡରଟେକର ଙ୍କର ପ୍ରଫେସନାଲ ଲାଇଫ ବିଷୟ ରେ ସମସ୍ତେ ଜାଣିଛନ୍ତି | କିନ୍ତୁ ଆଜି ଆମେ ଅଣ୍ଡରଟେକର ଙ୍କ ର ବ୍ୟକ୍ତିଗତ ଜୀବନ ବିଷୟ ରେ କିଛି କହିବା କୁ ଯାଉଛୁ | ଅଣ୍ଡରଟେକର ଙ୍କ ର ବାସ୍ତବ ନାମ ମାର୍କ ବିଲିଯମ କେଲବେ ଅଟେ | ଅଣ୍ଡରଟେକର ଙ୍କ ର ଜନ୍ମ ତାରିଖ 24 ମାର୍ଚ୍ଚ ଅଟେ ବର୍ତମାନ ସେ 53 ବର୍ଷ ବୟସ ର ଅଟନ୍ତି | ରେଶଲିଙ୍ଗ ଛଡା ଅଣ୍ଡରଟେକର ବାସ୍କେଟବଲ ଖେଳାଳି ଙ୍କୁ ଟ୍ରେନିଂ ଦେଇଥାନ୍ତି |

ଅଣ୍ଡରଟେକର 3 ଗୋଟି ବିବାହ କରିଛନ୍ତି | ପ୍ରଥମ ବିବାହ 1989 ରେ ଯୋଡି ନାମ ଜଣେ ମହିଳା ଙ୍କୁ କରିଥିଲେ | ତାଙ୍କ ର ଏକ ପୁଅ ଅଛି ଯାହା ଙ୍କ ନାମ ଗୂଂନେର ଭିନସେଣ୍ଟ ଅଟେ | ଏହା ପରେ ଦୁହେଁ 1999 ରେ ପରସ୍ପର ଠାରୁ ଅଲଗା ହେଇଯାଇଥିଲେ | ଏହା ପରେ ଅଣ୍ଡରଟେକର ସାରା ନାମ ଜଣେ ମହିଳା ଙ୍କୁ 2001 ରେ ଦ୍ୱିତୀୟ ବିବାହ କରିଥିଲେ | ଦ୍ୱିତୀୟ ପତ୍ନୀ ଙ୍କ ଠାରୁ 2 ଗୋଟି ଝିଅ ଜନ୍ମ ହେଇଥିଲା କିନ୍ତୁ ସେ ମଧ୍ୟ 2007 ରେ ତାଙ୍କ ଠାରୁ ଅଲଗା ହେଇଯାଇଥିଲେ |

ଏହା ପରେ ଅଣ୍ଡରଟେକର 2010 ରେ ମିଶେଲ ମେକୁଳ ନାମ ଜଣେ ମହିଳା ଙ୍କୁ ବିବାହ କରିଥିଲେ | ମିଶେଲ ନିଜେ ଜଣେ ରେସଲର ଥିଲେ | ବର୍ତମାନ ସେ ରେସଲି ରୁ ଦୁରେଇ ଅଛନ୍ତି ଓ ନିଜ ର ତାଙ୍କ ର ପୁତ୍ର ସନ୍ତାନ ମଧ୍ୟ ରହିଛି | ପୁଅ ର ଜନ୍ମ 12 ଅଗଷ୍ଟ 2011 ରେ ହେଇଥିଲା | ସେ ଏକ ସନ୍ତାନ ର ମା ହେଇ ମଧ୍ୟ ଆଜି ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି|

The post WWEର ଅଣ୍ଡରଟେକର ଙ୍କର ପତ୍ନୀଙ୍କର ସୁନ୍ଦରତା ଆଗରେ ଫେଲ ମାରିବେ ବଡ ବଡ ହିରୋଇନ, ଦେଖିଲେ ନିଜେ ଜାଣି ପାରିବେ… ହେଇଯିବେ ଦିୱାନା appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //odianews24.info/andara-tekara-patnikara-samnakre-fela/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here