ଆତଙ୍କବାଦୀ ହମ୍‌ଲାରେ ସହିଦ୍ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ସିଂହଦ୍ୱାରରେ ଦୀପଦାନ I

0
Advertisement

ଜମ୍ମୁ କାଶ୍ମିରରେ ଆତଙ୍କବାଦୀ ହମ୍‌ଲାରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ପାଇଁ ଶ୍ରୀମନ୍ଦିର ସିଂହଦ୍ୱାରରେ ଦୀପଦାନ କରାଯାଇଛି । ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ସହିଦ ହୋଇଥିବା ୩୭ଜଣ ଭାରତୀୟ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରାଯିବା ସହ ସାମୂହିକ ଦୀପଦାନ କରାଯାଇଛି ।

book mechanic

ଜୈଶ-ଇ-ମହମ୍ମଦ ପକ୍ଷରୁ ହୋଇଥିବା ଏହି ହମ୍‌ଲାକୁ ଶ୍ରୀ ଜଗନ୍ନାଥ ସେନା ତୀବ୍ର ନିନ୍ଦା କରିଛି । ସର୍ଜିକାଲ ଷ୍ଟ୍ରାଇକ ହେବା ସହ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବା ପାଇଁ ସେନା ପକ୍ଷରୁ ଦାବି ହୋଇଛି ।

 

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here