ଆଜି ଆମେ ଆପଣ ମାନଙ୍କୁ ଭୁବନେଶ୍ୱର ରେ ଥିବା ଆଉ ଏକ ପୁରୁଣା କାର Showroom ବିଷୟରେ କହିବୁ ଯଉଠି ୫୦୦୦୦ ରୁ ଆରମ୍ଭ କରି ୫୦ ଲକ୍ଷ ଯାଏ ଗାଡି ମିଳି ପାରିବ ସହଜ ଋଣ ସହ . ସମସ୍ତ ଗାଡି ଗୁଡିକ ଭଲ କଣ୍ଡିସନ ରେ ଥିବା ସହ ପ୍ରତ୍ୟକ ଗାଡି ର ପ୍ରକୃତ ସଠିକ ସୂଚନା ମିଳିବ . ଆପଣ ନିଜେ ଟେଷ୍ଟ ଡ୍ରାଇଭି ରେ ଯାଇ ଦେଖି ପାରିବେ . ଏଠ ରେ ଆପଣ ୩୦୦୦୦ – ୫୦୦୦୦ ଟଙ୍କା ଦେଇ ମାସିକ ୫୦୦୦-୧୦୦୦୦ EMI ର୍ରେ ଗାଡି କିଣି ପାରିବେ | ଏହି କାର Showroom ଟି Sum ହସ୍ପିଟାଲ ପାଖ ରେ କାର ବଜ଼ାର ନାମରେ ପରିଚିତ .ଆସନ୍ତୁ ଦେଖିବା ଏଠାରେ କଣ କଣ Car କେତେ Price ରେ ଅଛି