ଭୁବନେଶ୍ୱର ଗୋଟିଏ ଜାଗାରେ ସବୁ ଗାଡି – ୫୦୦୦୦ ରୁ ଆରମ୍ଭ

52

ଆଜି ଆମେ ଆପଣ ମାନଙ୍କୁ ଭୁବନେଶ୍ୱର ରେ ଥିବା ଆଉ ଏକ ପୁରୁଣା କାର Showroom ବିଷୟରେ କହିବୁ ଯଉଠି ୫୦୦୦୦ ରୁ ଆରମ୍ଭ କରି ୫୦ ଲକ୍ଷ ଯାଏ ଗାଡି ମିଳି ପାରିବ ସହଜ ଋଣ ସହ . ସମସ୍ତ ଗାଡି ଗୁଡିକ ଭଲ କଣ୍ଡିସନ ରେ ଥିବା ସହ ପ୍ରତ୍ୟକ ଗାଡି ର ପ୍ରକୃତ ସଠିକ ସୂଚନା ମିଳିବ . ଆପଣ ନିଜେ ଟେଷ୍ଟ ଡ୍ରାଇଭି ରେ ଯାଇ ଦେଖି ପାରିବେ . ଏଠ ରେ ଆପଣ ୩୦୦୦୦ – ୫୦୦୦୦ ଟଙ୍କା ଦେଇ ମାସିକ ୫୦୦୦-୧୦୦୦୦ EMI ର୍ରେ ଗାଡି କିଣି ପାରିବେ | ଏହି କାର Showroom ଟି Sum ହସ୍ପିଟାଲ ପାଖ ରେ କାର ବଜ଼ାର ନାମରେ ପରିଚିତ .ଆସନ୍ତୁ ଦେଖିବା ଏଠାରେ କଣ କଣ Car କେତେ Price ରେ ଅଛି

Leave A Reply
instagram türk takipçi - internetten para kazanma - instagram followers- PUBG Mobile - Youtube izlenme nasıl satın alınır