ଓଡିଶା ପ୍ରଦେଶ କଂଗ୍ରେସ ର ସଭାପତି ନିରଞ୍ଜନ ପଟନାୟକ ବର୍ତମାନ ନିଜ ଛାଇକୁ ଭୟ କଲେଣି . କିଛିଦିନ ତଳେ ରାଜ୍ୟ ମିଡ଼ିଆ ତାଲିକା ତାଙ୍କର ଜଣେ ନିକଟତର କର୍ମୀଙ୍କ ଦ୍ୱାରା ପ୍ରଘଟ ହୋଇଯାଇଥିଲା . ସେଥିପାଇଁ ତାଙ୍କୁ ସାରା ରାଜ୍ୟର କଂଗ୍ରେସ କର୍ମୀ ସମାଲୋଚନା କରିଥିଲେ . ମାତ୍ର ଆଜି ନିରଞ୍ଜନ ନୂତନ ଜିଲା ସଭାପତି କରିବା ପାଇଁ ଦେଇଥିବା ଏକ ତାଲିକା ପୁଣି ପ୍ରଘଟ ହୋଇଯାଇଛି . ଏଥିପାଇଁ ସାରା ରାଜ୍ୟ ରେ କଂଗ୍ରେସ କର୍ମୀ ପୁଣି ସମାଲୋଚନା କରିବା ଆରମ୍ଭ କରିଦେଲେଣି . ବାଜା ଭିତରେ ରହି ବାଜକୁ କାଟୁଥିବା ମୂଷାଟି କିଏ ତାହା ନିରଞ୍ଜନ ଖୋଜି ଖୋଜି ନୟାନ୍ତ ହେଲେଣି. କର୍ମୀ ଆଲୋଚନା ଆରମ୍ଭ କଲେଣି କି ନିରଞ୍ଜନକଂ ପାଖରେ ଥିଲା ଲୋକ ନିରଞ୍ଜନକୁଂ ଭରସା କରିପାରୁନାହାନ୍ତି ସେଥିପାଇଁ ଅନ୍ୟ ନେତାଙ୍କୁ ଖୁସି କରିବାକୁ ନିରଞ୍ଜନକଂ କଥା ଲିକ କରୁଛନ୍ତି . ତଥ୍ୟ ଆନୁସାୟୀ ଏହିପରି ବାରମ୍ବାର ନିଜ ତଥ୍ୟ ଲିକ ହେବ କାରଣରୁ ନିରଞ୍ଜନ ନନ୍ଦନ କୁଆଡେ ଏକ ବିଶ୍ଵସ୍ଥ ଦଳ ତିଆରି କରିବା ଆରମ୍ଭ କରିଦେଲେଣି .ନିର୍ବାଚନ ସାରିବାର ବର୍ଷେ ପୂରିଯାଇଥିଲେ ମଧ୍ୟ ଜିଲା ଓ ରାଜ୍ୟ କମିଟି ଘୋଷଣା ନ କରିପାରିବା ଯୋଗୁ ଜାତୀୟ କମିଟି ର ନିରଞ୍ଜନକଂ ପ୍ରତି ଟିକେହେଲେ ଭରସା କରୁନଥିବା କର୍ମୀମଧ୍ୟରେ ଚର୍ଚା ହେଉଥିବା ଜଣାପଡୁଛି . ନାମ ଗୋପନ ରଖିବା ସର୍ତ ରେ ଦିଲ୍ଲୀର ଏକ ବିଶିଷ୍ଟ କଂଗ୍ରେସ ନେତା କହିଛନ୍ତି ଯେ ଓଡ଼ିଶାରେ ଖୁବ ଶୀଘ୍ର ନୂତନ ରାଜ୍ୟ ସଭାପତି ନିଯୁକ୍ତ କରାଯିବାପରେ ରାଜ୍ୟ ଓ ଜିଲ୍ଲା କମିଟି ଗଠନ କରାଯିବ .
DCC Orissa new team..
(1)Mayurbhanj-Hemanta Das
(2)Baleswsr-Sanjib Giri
(3)Bhadrak-Nalini Mohanty
(4)Jajpur-Subhendu Mohanty
(5)Kendrapara-Chinmya Behura/Gyanadev Behura
(6)Jagatsinghpur-Natbar Barik
(7)Puri-Biswa Bhusan Das/Ajit Mangaraj
(8)Cuttack Sadar-Manas Choudhuri
(9)Cuttack City-Mohmad Moquim
(10)Khurda-Janakibhallab pattanaik
(11)Bhubaneswar-Biswajit Das(Jitu)
(12)Nayagarh-Mili panda
(13) Angul-Biplab jena
(14)Koraput-Minakshi Bahinipati
(15)Nabrangpur-Muna Tripathy
(16)Rayagada-Durga panda
(17 )Ganjam- Ramesh Jena
(18)Kandhamal-Manoj Acharya
(19)Gajpati-Dasarathi Gamango
(20)Malkangiri-Gobinda patra
(21)Kalahandi-Bharat Bemal
(22)Nuapada-Adhiraj panigrahi
(23)Bolangir-Dillip Behera
(24)Subarnapur-Binod patra
(25)Boudh-Nabkishore Mishra
(26)Sambalpur-Asaf Ali Khan
(27)Jharsugada-Mahendra Nayak
(28)Sundargarh-Rajan Ekka
(29)Rourkela-Biren Senapati
(30)Kenjhor-Alok Mishra
(31)Debgarh-Umakanta sahoo
(32)Bargarh-Nipan Das
(33)Dhenkanal-Naven chandra Narayan das


Hi my loved one! I want to say that this post is amazing, nice written and come with approximately all vital infos. I’d like to look more posts like this.