ସୁବ୍ରତ ହେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥୀ

0
Advertisement

ଭୁବନେଶ୍ୱର : ଢେଙ୍କାନାଳ ଲୋକସଭା ଯୁବ କଂଗ୍ରେସ ସଭାପତି ସୁବ୍ରତ ଗଡ଼ନାୟକ ହେବେ କଂଗ୍ରେସ ପାଲଲହଡା ବିଧାନସଭା ଆସନରେ ପାର୍ଥି | ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ମଣ୍ଡଳୀ | ଆଜି ରାଜ୍ୟ କଂଗ୍ରେସ ଭବନ ଠାରେ ହେଉଥିବା ସ୍କ୍ରିନିଙ୍ଗ କମିଟି ରେ ସମସ୍ତ କମିଟି ଏକାକୀ ସୁବ୍ରତ ଙ୍କୁ ଉକ୍ତ ନିର୍ବାଚନ ମଣ୍ଡଳୀ ରେ ପାର୍ଥି କରିବାକୁ ସୁପାରିଶ କରିଛନ୍ତି | ଉକ୍ତ ନିର୍ବାଚନ ମଣ୍ଡଳୀରୁ ଅନ୍ୟ କାହାକୁ ସୁପାରିସ କରା ନଯାଇ ଏକାକୀ ସୁବ୍ରତଙ୍କ ନାମ ପଠା ଯାଇଥିବାରୁ , ପାଲହଡାରେ ସୁବ୍ରତ କଂଗ୍ରେସର ପ୍ରାଥୀ ହେବ ପ୍ରାୟ ଏକ ପ୍ରକାରର ସୁନିଶ୍ଚିତ ହୋଇ ଯାଇଛି | ସୁବ୍ରତ ବହୁଦିନରୁ ଉକ୍ତ ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ କଂଗ୍ରେସ ସଙ୍ଗଠନକୁ ସୁଦୃଡ କରି ଆସୁଥିଲେ | ଏହି କଥା ପ୍ରକଟ ହେବ ପରେ ପାଲଲହଡା ନିର୍ବାଚନ ମଣ୍ଡଳୀ ରେ ବହୁ ଲୋକ ଉତ୍ସାହିତ ହୋଇଛନ୍ତି , ସୁବ୍ରତ ଗଡ଼ନାୟକ ଏହି ସମ୍ବାଦ ପାଇ ପାଳଲହଡାର ସମସ୍ତ ବ୍ଲକ କଂଗ୍ରେସ ସଭାପତି ଏବଂ ସମସ୍ତ କଂଗ୍ରେସ କର୍ମକର୍ତା ଙ୍କୁ କୃତଜ୍ଞତା ଜଣାଇଛନ୍ତି |

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here