IPL ଆରମ୍ଭ ହେବା ପୁର୍ବରୁ ଘୋଷିତ ହେଲା ମୁମ୍ବାଇ ଇଣ୍ଡିଆନ ଖେଳାଳି ଙ୍କର ଦରମା ଲିଷ୍ଟ, ରୋହିତଙ୍କୁ ମିଳୁଛି ଏତିକି, ହାର୍ଦିକ ଙ୍କର ଦରମା ଶୁଣିଲେ …

0
Advertisement


ଇଣ୍ଡିଆନ ପ୍ରିମିୟର ଲିଗ ଭାରତ ର ଏକ ପ୍ରମୁଖ 20-20 କ୍ରିକେଟ ଲିଗ ଅଟେ I ଏହି ଲିଗ ରେ ଭାରତ ର 8 ଗୋଟି ଅଲଗା ଅଲଗା ସହର ର କ୍ରିକେଟ ଟିମ ମାନେ ପ୍ରତିନିଧିତ୍ୱ କରିଥାନ୍ତି I ଏହି ଲିଗ ର ସ୍ଥାପନା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ 2008 ରେ କରିଥିଲା I

IPL 2020 ର ଆରମ୍ଭ ହେବାକୁ କ୍ରିକେଟ ପ୍ରେମୀ ମାନେ ଚାହିଁ ରହିଛନ୍ତି I ଆଗାମୀ ମାସ ଅର୍ଥାତ 29 ମାର୍ଚ୍ଚ ରେ IPL ସିଜନ 13ର ପ୍ରଥମ ମ୍ୟାଚ ଆୟୋଜିତ ହେବ I ଏହା ର ପ୍ରଥମ ମ୍ୟାଚ ମୁମ୍ବାଇ ଇଂଡିଆନ୍ସ ଓ ଚେନାଇ ସୁପର କିଙ୍ଗସ ମଧ୍ୟ ରେ ଆୟୋଜିତ ହେବ I ତେବେ ଆଜି ଆମେ ଆଲୋଚନା କରିବା ମୁମ୍ବାଇ ଇଂଡିଆନ୍ସ ଖେଳାଳି ଙ୍କ ର ଦରମା ବିଷୟ ରେ I

ମୁମ୍ବାଇ ଇଂଡିଆନ୍ସ ଖେଳାଳି ଙ୍କ ର ନୂଆ ଦରମା ଶୁଚି ଜାରି ହେଇଚି I ରୋହିତ ଶର୍ମା ମୁମ୍ବାଇ ଇଂଡିଆନ୍ସ ଟିମ ର ସବୁଠାରୁ ଦାମୀ ଖେଳାଳି ଅଟନ୍ତି I ତାଙ୍କୁ 15 କୋଟି ଟଙ୍କା ଦରମା ଦିଆ ଯିବ I ଏକ ରିପୋର୍ଟ ଅନୁସାରେ ମୁମ୍ବାଇ ଇଂଡିଆନ୍ସ ର ମାଲକିନ , ରୋହିତ ଶର୍ମା ଙ୍କୁ 20 କୋଟି ଦରମା ଦେବାକୁ ଧାର୍ଯ୍ୟ କରିଛନ୍ତି I କିନ୍ତୁ ରୋହିତ ଶର୍ମା ମନା କରିଥିଲେ I ଏବଂ କହିଥିଲେ ମୋତେ ଏତେ ଟଙ୍କା ଦିଆ ଗଲେ ଟିମ ର ସନ୍ତୁଳନ ଖରାପ ହେବ I

ମୁମ୍ବାଇ ଇଂଡିଆନ୍ସ ଟିମ ର ପ୍ରିନ୍ସ ବଲବନ୍ତ ରାୟ , ଦିଗବିଜୟ ଦେଶମୁଖ , ମହସୀନ ଖାଁ , ସୌରଭ ତିୱାରୀ , ନାଥନ କୁଳତାର , କ୍ରିସ ଲିନ ଙ୍କ ପରି ଖେଳାଳିଙ୍କ ର ଚୟନ ହେଇଚି I ମୁମ୍ବାଇ ଇଂଡିଆନ୍ସ ଟିମ ରେ 18 ଜଣ ଖେଳାଳି ଙ୍କୁ ସାମିଲ କରିଛି I

ହାର୍ଦିକ ପାଣ୍ଡିଆ ମୁମ୍ବାଇ ଇଂଡିଆନ୍ସ ଟିମ ର ଦ୍ୱିତୀୟ ସବୁଠାରୁ ଦାମୀ ଖେଳାଳି ଅଟନ୍ତି ଯାହା ଙ୍କୁ 11 କୋଟି ଟଙ୍କା ଦରମା ମିଳିବ I ସେହିପରି ନାଥନ ଙ୍କ ର ଦରମା 8 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି I ଦିଗବିଜୟ ଦେଶମୁଖ ଙ୍କୁ ମୁମ୍ବାଇ ଇଂଡିଆନ୍ସ ଟିମ 20 ଲକ୍ଷ ମୂଲ୍ୟ ରେ କିଣିଛି I

The post IPL ଆରମ୍ଭ ହେବା ପୁର୍ବରୁ ଘୋଷିତ ହେଲା ମୁମ୍ବାଇ ଇଣ୍ଡିଆନ ଖେଳାଳି ଙ୍କର ଦରମା ଲିଷ୍ଟ, ରୋହିତଙ୍କୁ ମିଳୁଛି ଏତିକି, ହାର୍ଦିକ ଙ୍କର ଦରମା ଶୁଣିଲେ … appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here