IIT ଛାତ୍ର ଙ୍କର କମାଲ…. ଏବେ ଠିଆ ହେଇକି ଶୌଚ କରିପାରିବେ ମହିଳାମାନେ-ମୁଲ୍ୟ ମାତ୍ର ୧୦ ଟଙ୍କା

0
Advertisement

ସାରା ଦୁନିଆ ରେ 20 ନଭେମ୍ବର ରେ ୱାର୍ଲଡ ଟୟଲେଟ ଦିବସ ପାଳନ କରା ଯାଇଥାଏ | ତେବେ ଆଜି ଆମେ ଏପରି ଏକ ଉଦ୍ଭାବନ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା ମହିଳାମାନେ ଶୌଚ କରିବାରେ ଆଉ କିଛି ବି ସମସ୍ୟା ହେବ ନାହିଁ | ‘stand and pee’ ଡିଭାଇସକୁ ଜଣେ ||T ଛାତ୍ର ଦୀଲ୍ଲିର ଉଦ୍ଭାବନ କରିଛନ୍ତି |

Sanfe ଅର୍ଥାତ San|tat|on for female ନାମ ଏହି ଡିଭାଇସ ଯାହା ଦ୍ୱାରା ମହିଳାମାନେ ଅପରିଷ୍କାର ଥିବା ଟୟଲେଟ ରେ ଠିଆ ହେଇ କି ବି ଶୌଚ କରିପାରିବେ | ଥରେ ମାତ୍ର ବ୍ୟବହାର ହେଇପାରିବ ଏହି ଡିଭାଇସ | ଏହା ର ମୂଲ୍ୟ ମାତ୍ର 10 ଟଙ୍କା #StandUpForYourself କ୍ୟାମ୍ପେନ ସହ ଏହା କୁ ଲଞ୍ଚ କରାଯାଇଛି | ଏବଂ ମହିଳା ମାନେ ଏହା କୁ ଅଧିକ ମାତ୍ରା ବି କିଣିବାର ଦେଖିବାକୁ ମିଳିଛି |

ୟୁରିନାରୀ ଟେଷ୍ଟ ଇନଫେକ୍ସନ ପରି ମହିଳା ଙ୍କ ର ଏପରି ସମସ୍ୟା ପାଁଇ ଏହି ଡିଭାଇସ ବେଶ ଲାଭଦାୟକ ଅଟେ | ପବ୍ଲିକ ବାଥରୁମ ବ୍ୟବହାର କରୁଥିବା ପ୍ରତୋକ ମହିଳା ଙ୍କ ମଧ୍ୟ ରୁ 50% ପ୍ରତିସଦ ମହିଳା ଇନଫେକ୍ସନ ର ଶିକାର ହେଇଥାନ୍ତି | ତେଣୁ ||T ଛାତ୍ର ଙ୍କ ର ଏହି ଡିଭାଇସ ଦ୍ୱାରା ଠିଆ ହେଇକି ବି ମହିଳାମାନେ ଶୌଚ କରିପାରିବେ |

ଏବଂ ମହିଳାମାନେ ଅଧିକ ସମୟ ଟୟଲେଟ ଅଟକାଇ ରଖିବା ରୁ ବି ମୁକ୍ତି ପାଇପାରିବେ | ତେଣୁ ମହିଳା ଙ୍କୁ ସଫାସୁତର ବାଥରୁମ ଖୋଜିବା ର କୌଣସି ଆବଶ୍ୟକତା ରହିବ ନାହିଁ | ଗର୍ଭବତୀ ମହିଳା , ଦିବ୍ୟାଙ୍ଗ ଓ ରୋଗୀ ମହିଳା ଙ୍କ ପାଁଇ ଏହା ବିଶେଷ ଲାଭକାରୀ ଅଟେ |

The post IIT ଛାତ୍ର ଙ୍କର କମାଲ…. ଏବେ ଠିଆ ହେଇକି ଶୌଚ କରିପାରିବେ ମହିଳାମାନେ-ମୁଲ୍ୟ ମାତ୍ର ୧୦ ଟଙ୍କା appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/chatra-tiari-kale-epari-jinisha/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here