ନବୀନ ନିବାସରୁ ଆସିଲା ଫୋନ କଲ : ଜଣାନ୍ତୁ କଉମାନେ ହେବେ ମନ୍ତ୍ରୀ

0
Advertisement

ଚଳିତ ସାଧାରଣ ନିର୍ବାଚନ ରେ ବିଜେଡି ଦଳ ବହୁମତ ହାସଲ କରିଥିବାବେଳେ ଏବେ ମନ୍ତ୍ରୀପଦ ପାଇଁ ଅଙ୍କ କସା ଜୋର ଧରିଛି ଦଳୀୟ ମାହୋଲରେ | ଏଥିପାଇଁ ନେତାମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ଛାଡି ଡେରା ପକେଇଛନ୍ତି ରାଜଧାନୀ ଭୁବନେଶ୍ଵରରେ | ସମସ୍ତ କଳ୍ପନା ଜଳ୍ପନାର ଅନ୍ତ କାଲି ଚୂଡାନ୍ତ ହେବାକୁ ଥିବାବେଳେ,ଆଜି ଏହାର ଆଭାସ ମିଳିଛି ଫୋନ କଲ ଦ୍ୱାରା କିଛି ନେତାଙ୍କୁ |

ସେମାନଙ୍କ ମଧ୍ୟରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ପ୍ରତାପ ଜେନା ,ଏକାମ୍ର -ଅଶୋକ ପଣ୍ଡା ,ଭଟଲି- ସୁଶାନ୍ତ ସିଂହ ,ଟିଟିଲାଗଡ଼ – ଟୁକୁନି ସାହୁ ,ଝାରସୁଗଡା- ନବକିଶୋର ଦାସ ,ନିମାପଡା -ସମୀର ଦାସ,ଫୁଲବାଣୀ -ପଦ୍ମନାଭ ବେହେରା ,ଜୁନାଗଡ଼ – ଦିବ୍ୟଶଙ୍କର ମିଶ୍ର ,ଭଞ୍ଜନଗର -ବିକ୍ରମ କେଶରୀ ଆରୁଖ ,ସୋନପୁର- ନିରଞ୍ଜନ ପୂଜାରୀ, ବିଷମ କଟକ -ଜଗନ୍ନାଥ ସରକା, ଅତାବିରା- ସ୍ନେହାଙ୍ଗିନୀ ଛୁରିଆ ,ଦିଗପହଣ୍ଡି -ସୂର୍ଯ୍ୟ ପାତ୍ରଙ୍କୁ ନବୀନ ନିବାସରୁ ଫୋନ କଲ ଆସିଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଅଛି |

ଏହି ବିଧାୟକମାନେ ଏକରକମର ମନ୍ତ୍ରୀ ହେବା ସୁନିଶ୍ଚିତ ହେବା ବୋଲି ଜଣାପଡିଛି , କାଲି ଶପଥ ପାଠ ଉତ୍ସବ ଥିବାବେଳେ ଏମାନଙ୍କର ମନ୍ତ୍ରୀ ହେବା କେତେ ସୁନିଶ୍ଚିତ ଏହା କାଲିର ପଦବଣ୍ଟନ ସୁନିଶ୍ଚିତ ହୋଇଯିବ |

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here