ବନ୍ଦ ଥିବା ଯାଏ ଗରିବ ଙ୍କ ସାଥି ସାଜିବ ଛାତ୍ର କଂଗ୍ରେସ – ଗରିବ ଶ୍ରମିକଙ୍କୁ ଖାଦ୍ୟ ବଣ୍ଟନ

0
Advertisement

ଭୁବନେଶ୍ୱର: ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଇତିଶ ପ୍ରଧାନ ଙ୍କ ନେତୃତ୍ୱ ରେ ୟୁଥ ଭଏସ ଓଡିଶା ଏବଂ ଛାତ୍ର କଂଗ୍ରେସ ର କର୍ମକର୍ତା ଙ୍କ ଦ୍ୱାରା ରେଳ ଷ୍ଟେସନ ରେ ଅଟକିଥିବା ଶ୍ରମିକ ମାନଙ୍କୁ ଚୁଡା ଚିନି କଦଳୀ ବିସ୍କୁଟ – ବଣ୍ଟନ କରାଯାଇଛି | କର୍ମକର୍ତା ମାନେ ଉକ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ ଦେବା ସହ ଯେତେ ଦିନ ଯାଏ ବନ୍ଦ ପାଳନ ହେବ ସେତେ ଦିନ ଯାଏ ଖାଦ୍ୟ ଯୋଗେଇ ଦେବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି ଏବଂ ସମସ୍ତଙ୍କ ମଧ୍ୟରେ ସତର୍କତା ର ବାର୍ତା ବାଣ୍ଟିଛନ୍ତି | ଛାତ୍ର କଂଗ୍ରେସ ମୁଖପାତ୍ର ସଞ୍ଜୟ ବାରିକ କହିଛନ୍ତି ଯଦି ଆପଣଙ୍କ ନଜରରେ କିଏ ଗରିବ ଶ୍ରମିକ , ଭିକାରି ଥାନ୍ତି ଆମକୁ ଜଣାନ୍ତୁ ଆମେ ତାଙ୍କ ପାଖରେ ଖାଦ୍ୟ ଯୋଗାଇବୁ | ଆମର ଛାତ୍ର କଂଗ୍ରେସ ର ବିଭିନ୍ନ କର୍ମକର୍ତା ବିଭିନ୍ନ ଜିଲ୍ଲାରେ କାମକରୁଛନ୍ତି ତାଙ୍କର ନାମ ନମ୍ବର ଆମ୍ଭେ ଆପଣଙ୍କ ପାଖେ ପହଞ୍ଚାଇ ଦବୁ | ଏହି କାର୍ଯ୍ୟକର୍ମ ରେ ଯୋଗ ଦେଇ ଥିଲେ ଇତିଶ ପ୍ରଧାନ , ଲୋକନାଥ ମହାରଥି , ସଞ୍ଜୟ ବାରିକ , ସଂକୁଣା କୁଅଁର , ବିପ୍ଳବ ପରିଡା , ଅହେମଦ ଖାଁ , ଜୟନ୍ତ ଜେନା

Student congress odisha

Itish pradhan odisha congress

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here