ବିଶେଷ ସୂତ୍ରରୁ ସୂଚନା – ଓଡିଶା ଆମ ଆଦମୀ ପାର୍ଟି ରେ ମିଶିବେ ଶତାଧିକ ବିଜେଡି ବିଜେପି କଂଗ୍ରେସ କର୍ମୀ

56,263

ଭୁବନେଶ୍ୱର : ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ସେମାନଙ୍କର କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି | ଏବେଠୁ ସମସ୍ତେ ତାଙ୍କର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଏକ ଗୁରୁତ୍ୱ ପୂର୍ଣ୍ଣ ସୂଚନା ଆମ ହାତରେ ହସ୍ତଗତ ହଇଛି | ବିଜେଡି ବିଜେପି କଂଗ୍ରେସ ର ବିଭିନ୍ନ ଅସନ୍ତୁଷ୍ଟ ବରିଷ୍ଠ ନେତା ଏବେ ଆମ ଆଦମୀ ପାର୍ଟି ମୁହାଁ ହୋଇଛନ୍ତି – ଦିଲ୍ଲୀ ନେତୃତ୍ୱ ସହ ଆଲୋଚନା କରୁଛନ୍ତି | ବିଜେପି ର ସାଂସଦ ବିଧାୟକ , କଂଗ୍ରେସ ର ବିଧାୟକ , ବିଜେଡି ର ବହୁ ବିଧାୟକ ଦଳ ଛାଡିବା ପାଇଁ ପ୍ରସ୍ତୁତି କରୁଛନ୍ତି | ପଂଜାବ ଗୋଆ ଭଳି ଓଡ଼ିଶାରେ ମଧ୍ୟ ଆମ ଆଦମୀ ପାର୍ଟି ର ପତିଆରା ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା | ଆମ ଆଦମୀ ପାର୍ଟି ର କାର୍ଯ୍ୟକ୍ରମ ଦେଖି ଶତାଧିକ ଯୁବ ଛାତ୍ର ଏଥିରେ ଯୋଡି ହେବ| ପାଇଁ ଇଛୁକ ଅଛନ୍ତି |

Leave A Reply
instagram türk takipçi - internetten para kazanma - instagram followers- PUBG Mobile - Youtube izlenme nasıl satın alınır