3 ଦିନ ସକାଳେ ଖାଲି ପେଟରେ ଖାଇ ଦିଅନ୍ତୁ ଗୋଟେ ପିଜୁଳିର ପତ୍ର, ମୂଳରୁ ଶେଷ ହେଇଯିବ ଏହି 10 ଭୟଙ୍କର ରୋଗ, ଏତେ ଫାଇଦା ମିଳିବ କି ଭାବିବି ନଥିବେ

0
Advertisement

ଆଜି ଆମେ ଜାଣିବା ପିଜୁଳି ପତ୍ର ଖାଇବା ଦ୍ଵାରା କେଉଁ ସବୁ ରୋଗ ଭଲ ହୋଇଯାଏ । ଆପଣମାନେ ଯଦି ସବୁଦିନ ସକାଳେ ପିଜୁଳି ପତ୍ରସେବନ କରିବେ ତେବେ ଭୟଙ୍କର ଠାରୁ ଭୟଙ୍କର ରୋଗ ଭଲ ହୋଇଯିବ । ପିଜୁଳି ପତ୍ର ଖାଇବା ଦ୍ଵାରା ଆପଣଙ୍କର ହଜମ ଶକ୍ତି ବି ବଢିଥାଏ । ପିଜୁଳି ପତ୍ରରେ ପ୍ରଚୁର ମାତ୍ରାରେ ଫାଇବର ଥାଏ ଯାହା ଆପଣଙ୍କର ପେଟକୁ ଭଲ ଭାବରେ ସଫା ରଖିଥାଏ । ଯାହାଦ୍ୱାରା କି କବ୍ଜ ଭଳି ରୋଗରୁ ମୁକ୍ତି ମିଳିଥାଏ ଓ ଆପଣଙ୍କ ସ୍ୱାସ୍ଥ୍ୟ ବି ଭଲ ରହିଥାଏ ।

ଯଦି ଆପଣ ସବୁଦିନ ଗୋଟିଏ ପିଜୁଳି ପତ୍ର ସେବନ କରିବେ ତେବେ ଆପଣଙ୍କର ପାଚନ ତନ୍ତ୍ର ସଠିକ ରୂପରେ କାମ କରିବ । ଯାହା ଦ୍ଵାରା କିଛି ରୋଗ ଆପଣଙ୍କୁ ହେବ ନାହିଁ । ପିଜୁଳି ପତ୍ର ଖାଇବା ଦ୍ଵାରା ଆପଣଙ୍କର ଶରୀରର ଇନଫ୍ଳାମେସନ କମ ହୋଇଯିବ ।

ଇନଫ୍ଳାମେସନ ଅର୍ଥ ଶରୀରର ବିଭିନ୍ନ ଅଂସ ଫୁଲିଯିବା । ତେଣୁ କରି ପିଜୁଳି ପତ୍ରକୁ ଖାଇ ଦ୍ଵାରା ଆପଣଙ୍କର ଶରୀରର ଫୁଲିବା ଅଂସ କମିଯିବ । ପୁଣି ପିଜୁଳି ପତ୍ରରେ ଆଣ୍ଟି ବ୍ୟକ୍ଟିରିଆ ଅଛି । ଯାହା ଦ୍ଵାରା ତିନୋଟି ଲାଭ ମିଳିବ । ପ୍ରଥମତଃ ଯଦି ଆପଣଙ୍କୁ ଛୋଟ ଛୋଟ ଇନଫେକସନ ହେଉଛି ତେବେ ତାହା ଠିକ ହୋଇଯିବ । କିନ୍ତୁ ଯଦି ଆପଣଙ୍କୁ ବଡ ଇନଫେକସନ ଅଛି ତେବେ ଆପଣଙ୍କୁ ଔଷଧ ଖାଇବାକୁ ପଡିପାରେ । ଯଦି ଆପଣଙ୍କର ପେଟର କିଛି ସମସ୍ୟା ଅଛି ତେବେ ପିଜୁଳି ପତ୍ରକୁ ପାଣିରେ ଫୁଟେଇ ପିଇବା ଉଚିତ ।

ପୁଣି ପିଜୁଳି ପତ୍ରକୁ ଖାଇବା ଦ୍ଵାରା ଆପଣ ନିଜର ସୁଗାରର ଲେବୁଲକୁ ବି କମ କରି ପାରିବେ । ଯାହା ଦ୍ଵାରା ଆପଣ ନିଜର ଓଜୋନକୁ ଠିକ ମାତ୍ରାରେ ରଖିପାରିବେ । ଯଦି ପେଟ ଖରାପ ହୋଇ ଯାଉଛି ତେବେ ଦୁଇଟି ପିଜୁଳି ପତ୍ର ଖାଇବା ଦ୍ଵାରା ଆପଣଙ୍କ ପେଟ ଠିକ ହୋଇଯିବ । ଏହାକୁ ଆପଣ କେବଳ ଚୋବେଇ ଖାଇବେ କିମ୍ବା ଆପଣ ପିଜୁଳି ପତ୍ରକୁ ଚାହା କରି ମଧ୍ୟ ଖାଇ ପାରିବେ । ଯଦି ଆପଣ ପିଜୁଳି ପତ୍ରକୁ ସବୁଦିନ ଖାଉଛନ୍ତି ତେବେ କ୍ୟାନ୍ସର ଭଳି ଭୟାନକ ରୋଗରୁ ମଧ୍ୟ ଆପଣ ରକ୍ଷା ପାଇ ପାରିବେ ।

ଏହି ପତ୍ରରେ ଲାଇକୋପୀନ ଭଳି ରୋଗ ପ୍ରତିଷେଧକ ଶକ୍ତି ଥାଏ । ଏହା ଦ୍ଵାରା ବିଭିନ୍ଣ ପ୍ରକାର କ୍ୟାନ୍ସର ରୋଗ ଭଲ ହୋଇଥାଏ । ପିଜୁଳି ପତ୍ରକୁ ଚାହା କରି ପିଇଲେ ଡାଇବେଟିସ ରୋଗରୁ ବି ମୁକ୍ତି ମିଳିଥାଏ  । ଡେଙ୍ଗୁ ସମୟରେ ଏହାକୁ ଖାଇଲେ ଏହି ରୋଗ ଭଲ ହୋଇଥାଏ । ପିଜୁଳି ପତ୍ର ଖାଇଲେ କାସ, ଛିଙ୍କ ଭଳି ରୋଗରୁ ବି ମୁକ୍ତି ମିଳିଥାଏ । ପିଜୁଳି ପତ୍ରରେ ଭିଟାମିନ C ର ମାତ୍ରା ଅଧିକ ଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବି ପ୍ରଚୁର ମାତ୍ରାରେ ଥାଏ । ପିଜୁଳି ପତ୍ର ଗଳାର ଇନଫେକସନରୁ ମଧ୍ୟ ମୁକ୍ତି ମିଳିଥାଏ ।

ପିଜୁଳି ପତ୍ରର ହୃଦ ରୋଗକୁ ବି ଭଲ କରିଥାଏ । ଏହି ପତ୍ର ଦ୍ଵାରା କୋଲେଷ୍ଟାରେଲ ଓ ବ୍ଲଡ ପ୍ରେସର ମଧ୍ୟ ନିୟନ୍ତ୍ରଣ ରହିଥାଏ । ପିଜୁଳି ପତ୍ରରେ ଭିଟାମିନ A ପ୍ରଚୁର ମାତ୍ରାରେ ଥାଏ । ପିଜୁଳି ପତ୍ର ଖାଇଲେ ଆଖି ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଏଥିରେ ଭିଟାମିନ E ଥାଏ । ଯାହା ପିଜୁଳି ପତ୍ରକୁ ଚୋବାଇ ଖାଇବା ଦ୍ଵାରା ଆପଣଙ୍କ ଦାନ୍ତ ମାଢି ଶକ୍ତ ହୋଇଥାଏ ଓ ଏହା ଦ୍ଵାରା ମୁହଁରେ ଗନ୍ଧ ବି ହୋଇ ନ ଥାଏ, ଦାନ୍ତ ରେ ପୋକ ମଧ୍ୟ ଲାଗି ନ ଥାଏ । ଏଥିପାଇଁ ସବୁଦିନ ସକାଳେ ଗୋଟିଏ ପିଜୁଳି ପତ୍ରକୁ ଚୋବାଇ ଖାଆନ୍ତୁ ଏବଂ ଉସୁମ ପାଣି ପିଅନ୍ତୁ । ଏହା ଫଳରେ ଏହି ପରି ଅନେକ ଭୟଙ୍କର ରୋଗ ଭଲ ହୋଇଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

The post 3 ଦିନ ସକାଳେ ଖାଲି ପେଟରେ ଖାଇ ଦିଅନ୍ତୁ ଗୋଟେ ପିଜୁଳିର ପତ୍ର, ମୂଳରୁ ଶେଷ ହେଇଯିବ ଏହି 10 ଭୟଙ୍କର ରୋଗ, ଏତେ ଫାଇଦା ମିଳିବ କି ଭାବିବି ନଥିବେ appeared first on Odia News.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //headlines9.com/tini-dina-sakale-khali-petare-pijuli-patra/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here