ଆମେ ଆଜି ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହାକୁ ପ୍ରୟୋଗ କରି ଆପଣ ପୁରା ଶରୀରରେ ଥିବା ସମସ୍ତ ରୋଗକୁ ମୂଳରୁ ଦୂର କରି ପାରିବେ । ଆପଣ ଏହି ଉପାୟକୁ ୨୧ ଦିନ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଶରୀର ସବୁ ରୋଗ ଠିକ ହୋଇଯିବ । ଯଦି ଆପଣଙ୍କୁ ଡାଇବେଟିସ ରୋଗ ଅଛି କିମ୍ବା ଆପଣ ନିଜର ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଜିନିଷକୁ ସବୁଦିନ ସେବନ କରିବା ଉଚିତ ।
ଯଦି ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମଯୋର ଅଛି କିମ୍ବା ଆପଣ ଏହି ଶକ୍ତିକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଆପଣ ସବୁ ଦିନ ଏହି ଜିନିଷ ଗୋଟିଏ ମୁଠାଏ ଖାଆନ୍ତୁ ଦେଖିବେ ଏହି ରୋଗ କିଛି ଦିନ ଭିତରେ ଭଲ ହୋଇଯିବ ଓ ଆପଣ ସୁସ୍ଥ ହୋଇଯିବେ ।
ଯଦି ଆପଣ ନିଜ କୋଲେଷ୍ଟ୍ରାଲ ମାତ୍ରାକୁ କମ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ୨୧ ଦିନ ଗୋଟିଏ ମୁଠା ଏହି ଜିନିଷକୁ ଖାଆନ୍ତୁ ତେବେ ଏଥିରୁ ମୁକ୍ତି ମିଳିବ । ଆପଣଙ୍କୁ କୌଣସି ହୃଦୟ ଜନିତ ରୋଗ ଅଛି ତେବେ ଏହି ଜିନିଷକୁ ଆପଣ ୨୧ ଦିନ ପର୍ଯ୍ୟନ୍ତ ଗୋଟିଏ ମୁଠାଏ ଖାଆନ୍ତୁ ଦେଖିବେ ଆପଣଙ୍କୁ ଏହି ରୋଗରୁ ଉପଶମ ମିଳିବ । ଆପଣଙ୍କୁ ଯଦି ନିଦ୍ରା ହୀନତା ରୋଗ ଅଛି ତେବେ ଏହି ଉପାୟକୁ ଅବଲମ୍ବନ କରନ୍ତୁ ।
କାରଣ ଏଥିରେ ଅଧିକ ମାତ୍ରାରେ ମଗ୍ନେସିୟମ ଅଛି । ହାଡର କମଜୋରିରୁ ମଧ୍ୟ ରକ୍ଷା ମିଳିଥାଏ କାରଣ ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ମିଳିଥାଏ । ଏହି ଜିନିଷ ସେବନ କରିବା ଦ୍ଵାରା ଗଣ୍ଠି ବିନ୍ଧା, ଆଣ୍ଠୁ ବିନ୍ଧା, ଅଣ୍ଟା ବିନ୍ଧା ସମସ୍ୟା ଥାଏ ତେବେ ଏଥିରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କର ଆଖି ସମସ୍ୟା କିମ୍ବା ଆଖିର ଦ୍ରୁଷ୍ଟି ଶକ୍ତି କମଜୋର ଅଛି ତେବେ ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କର ଆଖିର ଦ୍ରୁଷ୍ଟିଶକ୍ତି ବଢି ଥାଏ ।
ପେଟର କୋଣସି ରୋଗ ଯଦି ଅଛି କିମ୍ବା ହଜମ ଭଲ ଭାବରେ ହେଉ ନାହିଁ ତେବେ ବି ଏହି ଉପାୟକୁ କରି ପେଟର ଗ୍ୟାସ, କବଜ ଓ ହଜମ ଶକ୍ତି ଭଲ ହୋଇଥାଏ । ରକ୍ତ ହୀନତା ଦୂର ହୋଇଥାଏ ରକ୍ତ ଚାପ, ରକ୍ତ ଶର୍କରା ଆଦି ରୋଗରୁ ମୁକ୍ତି ମିଳିଥାଏ । ଯଦି ଏହି ଜିନିଷକୁ ୨୧ ଦିନ ପର୍ଯ୍ୟନ୍ତ ଗୋଟିଏ ମୁଠା ଖାନ୍ତି । ପେଟର ଚର୍ବି ଓ ମୋଟା ପଣକୁ ମଧ୍ୟ ଦୂର କରି ଥାଏ କାରଣ ଏଥିରେ ଫାଇବାରର ମାତ୍ର ଅଧିକ ଥାଏ । ତେବେ ଆସନ୍ତୁ ଏଥର ଜାଣିବା ଏହି ଜିନିଷଟି କଣ ଏହି ଜିନିଷଟି ହେଲା କଖାରୁର ମଞ୍ଜି ।
ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।
The post 3 ଦିନ ଗୋଟେ ମୁଠା ଖାଇ ଦିଅନ୍ତୁ ଏହି ଜିନିଷ, ପୁରା ଜୀବନ ସୁଗାର, କୋଲେଷ୍ଟ୍ରଲ, ମୋଟା ପଣ, ଅନିଦ୍ରା ଓ ହୃଦୟ ରୋଗ କେବେବି ହେବ ନାହିଁ appeared first on Odia News.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : //headlines9.com/health-tips-tini-dina-gote-mutha-kahidele/

