‌ଜାଣନ୍ତୁ କେଉଁ ଖାଦ୍ୟକୁ କେତେ ପରିମାଣରେ ଖାଇବେ

0
Advertisement


ଆଜିକାଲି ବିଭିନ୍ନ ପ୍ରକାରର ରୋଗବୈରାଗ ଓ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଥିବାରୁ ଲୋକେ ଦିନକୁ ଦିନ ବେଶି ବେଶି ଖାଦ୍ୟକୁ ନେଇ ସ‌େଚତନତା ଅବଲମ୍ବନ କରୁଛନ୍ତି। ଏମିତି ଅନେକ ଖାଦ୍ୟ ରହିଛି ଯାହାକୁ ଆମେ ଦେହ ପାଇଁ ସୁସ୍ଥକର ଭାବି ଅଧିକାଂଶ ସମୟରେ ଭକ୍ଷଣ କରିଥାଉ ତାହା କିନ୍ତୁ ଅସୁସ୍ଥକର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେସବୁ କ’ଣ।

ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି ବୋଲି ଆମେ ପ୍ରାୟ ସମସ୍ତେ ଜାଣନ୍ତି। ପ୍ରୋଟିନ୍‌ ସବୁ ମଣିଷଙ୍କ ଦେହ ପାଇଁ ଦରକାରୀ। ମାତ୍ର ଜାଣିରଖନ୍ତୁ ଯେ ଅଣ୍ଡା ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍‌ ମଧ୍ୟ ବଢ଼ିଥାଏ। ତେଣୁ ପରିମାଣ ଭିତରେ ଅଣ୍ଡା ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।

ଆପଣ ଆଲମଣ୍ଡ୍‌ ଯେତେ ପରିମାଣର ବି ଖାଇପାରନ୍ତି। ଏଥିରେ ଭିଟାମିନ୍‌ ଇ ରହିଛି। ଏହା ଓଜନ ହ୍ରାସ କରାଇବାରେ ବି ସହାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ଶକ୍ତି ଆସିଥାଏ।

Wikipedia

କଙ୍କଡ଼ା ଅଧିକାଂଶ ଲୋକଙ୍କର ପ୍ରିୟ ଆମୀଷ ଖାଦ୍ୟ ହୋଇଥାଏ। ମାତ୍ର ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି ଯେ କଙ୍କଡ଼ା ଖାଇବା ଦ୍ୱାରା ଶରୀରରେ ମୋଟାପା ବଢ଼ିଥାଏ।

କଫି ପିଇବା ଆଜିକାଲି ସମସ୍ତଙ୍କର ପ୍ରାୟ ଏକ ସଉକ। ମାତ୍ର ଡାକ୍ତମରମାନେ ପରାମର୍ଶ କରିଛନ୍ତି ଯେ କଫି ପିଇବା ସମୟରେ ଲେମ୍ବୁ ଚା’ ପିଇବା ଅଭ୍ୟାସ କରନ୍ତୁ। ଲେମ୍ବୁ ଚା’ ଶରୀର ପାଇଁ ଖୁବ୍‌ ଭଲ ହୋଇଥାଏ।

ଚକ୍‌ଲେଟ୍‌ରେ ଜଣାପଡୁ ନଥିଲେ ବି ପ୍ରବଳ ଫ୍ୟାଟ୍‌ ରହିଥାଏ। ଆପଣ ଯଦି ନିଜର ଓଜନ ହ୍ରାସ କରିବା ଲକ୍ଷରେ ଅଛନ୍ତି ତାହାଲେ ଆଦୌ ଚକ୍‌ଲେଟ୍‌ ଖାଆନ୍ତୁ ନାହିଁ।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here