୭ ବର୍ଷ ହେବ ସବୁଦିନ ତ୍ରିରଙ୍ଗାକୁ ସଲ୍ୟୁଟ ମାରିବାକୁ ଆସୁଥିଲେ ଏହି ବ୍ୟକ୍ତି, ପୋଲିସ କରିଲା ପଚାର ଉଚରା ତ ସତ୍ୟତା ଜାଣି ଉଡ଼ିଗଲା ହୋସ

0
Advertisement


ବିଗତ ଦିନ ରେ ରାଷ୍ଟ୍ରୀୟ ଗୀତ ଓ ତ୍ରିରଙ୍ଗା ପତାକା କୁ ନେଇ ଲୋକ ଙ୍କ ର ମଧ୍ୟ ରେ ସଂମାନ ବୃଦ୍ଧି କରିବା କୁ ନେଇ , ସୁପ୍ରିମ କୋର୍ଟ ଏହି ନିର୍ଦେଶ ଜାରି କରିଛି କି ପ୍ରତୋକ ଫିଲ୍ମ ହଲ ରେ ଫିଲ୍ମ ଆରମ୍ଭ ସମୟ ରେ ପ୍ରଥମେ ରାଷ୍ଟ୍ରୀୟଗାନ କରାଯିବ ଓ ପ୍ରତୋକ ଲୋକେ ସେହି ସମୟ ରେ ଠିଆ ହେବେ I ଏହା ଦ୍ୱାରା ପ୍ରତୋକ ଲୋକ ଙ୍କ ର ମନ ରେ ରାଷ୍ଟ୍ରି ପ୍ରୀତି ଭାବନା ଜାଗ୍ରତ କରିହେବ I

କମିବାରେ ଲାଗିଛି ରାଷ୍ଟ୍ରୀୟ ଗୀତ ଓ ରାଷ୍ଟ୍ରପ୍ରୀତି
ଆମେ ଏପରି ଅନେକ ମାମଲା ଶୁଣିବାକୁ ଓ ଦେଖିବା କୁ ମିଲିଛୁ କି ଅନେକ ସ୍ଥାନ ରେ ଦେଶବାସୀ ରାଷ୍ଟ୍ରୀୟ ଗୀତ ସମୟ ରେ ଏହା ର ଅପମାନ କରିଥାନ୍ତି I ଆଜିକା ସମୟ ରେ ତ୍ରିରଙ୍ଗା ସମୁଖ ରେ ମୁଣ୍ଡ ନୁଆଁଇବା ର ପରମ୍ପରା ଆଉ ନାହିଁ I ଲୋକେ ଆଜିକା ସମୟ ରେ ଏପରି କରିବା କୁ ପସନ୍ଦ କରୁନାହାନ୍ତି I

ଆଜିକା ସମୟ ରେ କେଉଁଠାରେ ଯଦି ରାଷ୍ଟ୍ରୀୟଗୀତ ବାଜୁଥିବ ତେବେ ଠିଆ ହୁଅନ୍ତି ନାହିଁ କି ସଂମାନ କରନ୍ତି ନାହିଁ I ଆଉ କିଛି ଲୋକେ ଯଦି ସେ ସମୟ ରେ ଠିଆ ହେଇଥାନ୍ତି ତେବେ ଲୋକେ ତାଙ୍କୁ ମଧ୍ୟ ଅଣଦେଖା କରିଥାନ୍ତି I କିନ୍ତୁ ଆଜି ଜଣେ ବ୍ୟକ୍ତି ଯିଏ କି ପ୍ରତୋକ ଦିନ ତ୍ରିରଙ୍ଗା କୁ ସଲ୍ୟୁଟ କରୁଛନ୍ତି I

7 ବର୍ଷ ହେବ ପ୍ରତୋକ ଦିନ ତ୍ରିରଙ୍ଗା କୁ ସଂମାନ କରୁଛନ୍ତି
ଆଜି ଆମେ ଯେଉଁ ବ୍ୟକ୍ତି ଙ୍କ ର ବିଷୟ ରେ କହିବା କୁ ଯାଉଛୁ ସେ ବିଗତ 7 ବର୍ଷ ହେବ ପ୍ରତୋକ ଦିନ ତ୍ରିରଙ୍ଗା କୁ ସଲ୍ୟୁଟ କରୁଛନ୍ତି I ସେ ପ୍ରତୋକ ଦିନ ବିଧ୍ୱଂଭବନ ଗେଟ ସାମ୍ନା ରେ ଭାରତୀୟ ପତାକା କୁ ସଂମାନ କରିଥାନ୍ତି I ଏହି ବ୍ୟକ୍ତି ପ୍ରତୋକ ଦିନ ସକାଳ 9.30 ମିନିଟ ସମୟ ରେ ସେହି ବାଟ ଦେଇ ଯାଇଥାନ୍ତି ଓ ସଲ୍ୟୁଟ କରିଥାନ୍ତି I ଏହି ବ୍ୟକ୍ତି ଙ୍କୁ ଲୋକେ ବଙ୍ଗାଳି ବାବା ମଧ୍ୟ କହିଥାନ୍ତି I ଏହି ବ୍ୟକ୍ତି ଙ୍କ ର ଅସଲ ନାମ ହୀରାଲାଲ ଅଟେ I ତାଙ୍କ କହିବା ଅନୁସାରେ ଆମେ ବହୁତ କଷ୍ଟ ରେ ସ୍ୱାଧୀନତା ପାଇଁଚେ I ହୀରାଲାଲ ଙ୍କ ର ମନ ର ଏହି ବିଚାର ଏକ ଫିଲ୍ମ ଦେଖିବା ସମୟ ରେ ମନ କୁ ଆସିଥିଲା I

ହାୱଡା ର ଏକ ଛୋଟ ଗ୍ରାମ ରେ ରହୁଛନ୍ତି ହୀରାଲାଲ I 2010 ମସିହା ରୁ ସେ ତ୍ରିରଙ୍ଗା କୁ ସଂମାନ କରି ଆସୁଛନ୍ତି I ତେବେ ପ୍ରତୋକ ଦିନ ଏହି ବ୍ୟକ୍ତି ଙ୍କୁ ଏପରି କରିବା ର ଦେଖି ସେଠାରେ ଜଣେ ପୋଲିସ କର୍ମୀ ବେଶ ଆଶ୍ଚଯ୍ୟ ଏବଂ ଏହା ର କାରଣ ଜାଣିବା ପରେ ପୋଲିସ ଅଧିକାରୀ ମଧ୍ୟ ବେଶ ଆଶ୍ଚଯ୍ୟ ହେଇଥିଲେ I

The post ୭ ବର୍ଷ ହେବ ସବୁଦିନ ତ୍ରିରଙ୍ଗାକୁ ସଲ୍ୟୁଟ ମାରିବାକୁ ଆସୁଥିଲେ ଏହି ବ୍ୟକ୍ତି, ପୋଲିସ କରିଲା ପଚାର ଉଚରା ତ ସତ୍ୟତା ଜାଣି ଉଡ଼ିଗଲା ହୋସ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here