୫ ଜଣ ଏମିତି ଅଭିନେତ୍ରୀ ଯେଉଁମାନଙ୍କ ନାମ ବଲୀଉଡରୁ ଧୀରେ ଧୀରେ ଲିଭି ଯାଉଛି

0
Advertisement


ବଲୀଉଡରେ ବହୁତ ଅଭିନେତ୍ରୀ ଅଛନ୍ତି ଓ ସମସ୍ତେ ନିଜ ନିଜ କ୍ଷେତ୍ରରେ ବହୁତ ଭଲ ଅଟନ୍ତି । ସମସ୍ତଙ୍କ ଅଭିନୟ ଓ ସୁନ୍ଦରତା ବି ବହୁତ କମାଲ ଅଟେ । କିନ୍ତୁ ଏହି ପୋସ୍ଟରେ ଆମେ ଆପଣଙ୍କୁ ବଲୀଉଡର ଏମିତି ୫ ଜଣ ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବଲୀଉଡ ଇଣ୍ଡଷ୍ଟ୍ରିରୁ ଗାୟବ ହୋଇ ଯାଉଛନ୍ତି । ବର୍ତ୍ତମାନ ଲୋକମାନେ ସେମାନଙ୍କୁ ପ୍ରାୟତଃ ଭୁଲିବାକୁ ଲାଗିଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

୧. ଆୟଶା ଟାକିୟା

ଆୟଶା ଟାକିୟା ବହୁତ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । କିନ୍ତୁ ଆୟଶା ଟାକିୟାଙ୍କ ବଲୀଉଡ କ୍ୟାରିୟର ପ୍ରାୟତଃ ସମାପ୍ତ ହୋଇ ଯାଇଛି । ୯ ବର୍ଷ ପୂର୍ବେ ଆୟଶା ଟାକିୟାଙ୍କୁ ଶେଷଥର ଫିଲ୍ମ ‘ମୁଡ’ରେ ଦେଖାଯାଇଥିଲା । ଏହା ପରେ ସେ କୌଣସି ବି ଫିଲ୍ମରେ ନଜର ଆସି ନାହାନ୍ତି ।

୨. ସ୍ନେହା ଉଲ୍ଲାଲ

ସ୍ନେହା ଉଲ୍ଲାଲ ଶେଷ ଥର ୨୦୧୫ରେ ରିଲିଜ ହୋଇଥିବା ଫିଲ୍ମ ‘ବେଜୁବାନ ଇଶ୍କ’ରେ ନଜର ଆସିଥିଲେ । ସେ ଐଶ୍ୱର୍ୟା ରାୟଙ୍କ ଡୁପ୍ଳିକେଟ ବୋଲି ବି ଜଣା ଯାଆନ୍ତି । କିନ୍ତୁ କେବେ ବି ସେ ବଲୀଉଡର ଜଣେ ସଫଳ ଅଭିନେତ୍ରୀ ହୋଇ ପାରି ନାହାନ୍ତି । ଲୋକମାନେ ସ୍ନେହା ଉଲ୍ଲାଲଙ୍କୁ ପ୍ରାୟତଃ ଭୁଲି ଯାଇଛନ୍ତି ।

୩. ଅମୃତା ଅରୋଡ଼ା

ଅମୃତା ଅରୋଡ଼ାଙ୍କୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଥିଲେ । ସେ ନିଜର କଠିନ ପରିଶ୍ରମ ଦ୍ଵାରା ବଲୀଉଡରେ ଏକ ସଫଳ ଅଭିନେତ୍ରୀ ହୋଇଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କର କ୍ୟାରିୟର ବର୍ବାଦ ହେବାକୁ ଲାଗିଲା । ଅମୃତା ଅରୋଡ଼ାଙ୍କ କ୍ୟାରିୟର ପାଖାପାଖି ଖରାପ ହୋଇ ଯାଇଛି । ତାଙ୍କର ଚିହ୍ନ ବି ବଲୀଉଡରୁ ଜଲ୍ଦି ହିଁ ଲିଭିଯିବ ।

୪. ଅମୀଷା ପଟେଲ

ଅମୀଷା ପଟେଲ ନିଜର କ୍ୟାରିୟର ରେ ‘କହୋ  ନା ପ୍ୟାର ହୈ’ ଓ ‘ଗଦର’ ଭଳି ସୁପରହିଟ ଫିଲ୍ମରେ କାମ କରିଛନ୍ତି । ବର୍ଷ ୨୦୧୩ରେ ତାଙ୍କର ଫିଲ୍ମ ‘ଶର୍ଟକଟ ରୋମିୟୋ’ ରିଲିଜ ହୋଇଥିଲା ଯାହା ବକ୍ସ ଅଫିସରେ ଫ୍ଲପ ପ୍ରମାଣିତ ହେଲା । ଏହା ପରେ ଅମୀଷା ପଟେଲଙ୍କୁ କୌଣସି ବି ଫିଲ୍ମର ଅଫର ମିଳିଲା ନାହିଁ । ଅମୀଷା ପଟେଲଙ୍କ ନାମ ବି ବଲୀଉଡରୁ ଧୀରେ ଧୀରେ ଲିଭି ଯାଉଛି ।

୫. ବିପାଶା ବସୁ

ନିଜର ସୁନ୍ଦରତା ଓ ଭଲ ଅଭିନୟ ଦମରେ ବିପାଶା ବସୁ ବଲୀଉଡରେ ବହୁତ ସମୟ ପର୍ଯ୍ୟନ୍ତ ରାଜ କରିଛନ୍ତି । କିନ୍ତୁ ସେ ବହୁତ ସମୟ ହେବ ଫିଲ୍ମରେ ନଜର ଆସି ନାହାନ୍ତି । ବର୍ଷ ୨୦୦୫ରେ ତାଙ୍କର ଶେଷ ଫିଲ୍ମ ‘ଏଲୋନ’ ରିଲିଜ ହୋଇଥିଲା । ବର୍ତ୍ତମାନ ଏମିତି ଲାଗୁଛି କି ତାଙ୍କର ବଲୀଉଡ କ୍ୟାରିୟର ବି ସମାପ୍ତ ହୋଇ ଯାଇଛି ।

The post ୫ ଜଣ ଏମିତି ଅଭିନେତ୍ରୀ ଯେଉଁମାନଙ୍କ ନାମ ବଲୀଉଡରୁ ଧୀରେ ଧୀରେ ଲିଭି ଯାଉଛି appeared first on Odia News.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here