୩୦୦୦ କୋଟି ଟଙ୍କାର ମାଲିକ ଏହି ଅଭିନେତା, ନିଜ ବୋହୁଙ୍କ ସାଙ୍ଗରେ ମଧ୍ୟ କରି ସାରିଛନ୍ତି ରୋମାନ୍ସ, କିଛି ଦିନ ହେବ ହେଇଛି ପୁଅର ବିବାହ …

0
Advertisement


ଫିଲ୍ମରେ କଳାକାରଙ୍କୁ ଫିଲ୍ମର କାହାଣୀ ଅନୁସାରେ କାମ କରିବାକୁ ପଡିଥାଏ | କିଛି କଳାକାର ଙ୍କ ର ସମ୍ପର୍କ ବାସ୍ତବ ଜୀବନ ରେ କିନ୍ତୁ ଭିର୍ନ ହେଇଥାଏ | ହେଲେ ଏହି କଳାକାର ଙ୍କୁ ଫିଲ୍ମ ପରଦା ରେ କିଛି ଅନ୍ୟ ସମ୍ପର୍କ ରେ ଯୋଡି ହେବାକୁ ପଡିଥାଏ | କିନ୍ତୁ ଆଉ କିଛି କଳାକାର ଫିଲ୍ମ ରେ ସମ୍ପର୍କ ବାନ୍ଧିଥାନ୍ତି କିନ୍ତୁ ପୂର୍ବ ରୁ ତାଙ୍କ ର ମଧ୍ୟ ରେ କୌଣସି ବି ସମ୍ପର୍କ ନ ଥାଏ | ବିଗତ ଦିନ ରେ ଏହିପରି ଏକ ଆଶ୍ଚଯ୍ୟକର ଘଟଣା ଦେଖିବାକୁ ମିଳିଛି ବାସ୍ତବ ଜୀବନ ରେ ଶଶୁର ଯିଏ କି ଫିଲ୍ମ ରେ ନିଜ ର ହିଁ ବୋହୁ ଙ୍କ ସହ ରୋମାନ୍ସ କରିଛନ୍ତି |

ଶଶୁର ବୋହୁ ଙ୍କ ସହ କରିଛନ୍ତି ରୋମାନ୍ସ
ନାଗାର୍ଜୁନ ନାମ ରେ ସାଉଥ ର ସୁପରଷ୍ଟାର ବେଶ ଲୋକପ୍ରିୟ ଅଟନ୍ତି I ନାଗାର୍ଜୁନ ଙ୍କ ର ପୁଅ ଙ୍କ ର ନାମ ଚୈତନ୍ୟ ଅଟେ I ସେ ମଧ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଜଣେ ସୁପରିଚିତ କଳାକାର ଅଟନ୍ତି I ସେ ସାଉଥ ର ଅଭିନେତା ସାମଂଥ ପ୍ରଭୁ ଙ୍କ ସହ ବିବାହ କରିଛନ୍ତି I ଏହି ଦୁଇ ଯୋଡି ସାଉଥ ରେ ଅନେକ ଫିଲ୍ମ ରେ କାମ କରିଛନ୍ତି I କିନ୍ତୁ ଏକ ଫିଲ୍ମ ତାଙ୍କ ପାରିବାର ପାଁଇ ସ୍ପେଶାଲ ଥିଲା I ଏହି ଫିଲ୍ମ ମନାମ 2014 ରେ ରିଲିଜ ହେଇଥିଲା ଏବଂ ଏଥିରେ ତାଙ୍କ ପୁରା ପରିବାର ଥିଲେ I ଫିଲ୍ମ ରେ ନାଗାର୍ଜୁନ , ବୋହୁ ସାମଂଥ , ଝିଅ ନାଗା , ଓ ନଗେଶ୍ୱରବ ମୁଖ୍ୟ ଭୂମିକା ରେ ଥିଲେ I ଏହି ଫିଲ୍ମ କୁ ବିକ୍ରମ କେ କୁଆଁର ନିର୍ଦେଶନା ଦେଇଥିଲେ I ଏବଂ ପ୍ରଡ୍ୟୁସର ନିଜେ ଅକ୍କିନେନି ପରିବାର ଥିଲା I

ଆପଣ ଜାଣି ଆଶ୍ଚଯ୍ୟ ହେବେ କି ନାଗାର୍ଜୁନ ଓ ସାମଂଥ ଅନେକ ଫିଲ୍ମ ରେ ଏକାଠି କାମ କରିଛନ୍ତି I ଫିଲ୍ମ ରାଜୁ ଗଢି ଗଢି 2 ରେ ଦୁହେଁ ଏକାଠି ଥିଲେ I ନାଗାର୍ଜୁନ ଙ୍କ ର ପୁଅ ଚେତନୟା ଓ ସାମଂଥ ବିଗତ 10 ବର୍ଷ ହେବ ପରସ୍ପର ସହ ପ୍ରେମ ସମ୍ବନ୍ଧ ରେ ଅଛନ୍ତି I ଏବଂ ଦୀର୍ଘ 10 ବର୍ଷ ର ପ୍ରେମ ସମ୍ବନ୍ଧ ପରେ ଦୁହେଁ 2017 ରେ ବିବାହ ବନ୍ଧନ ରେ ବାନ୍ଧି ହେଇଥିଲେ I ଉଭୟ ଙ୍କ ର ସାକ୍ଷ୍ୟାତ 2009 ରେ ଫିଲ୍ମ ମାୟା ଚେଶ୍ଵବ ରେ ହେଇଥିଲା I ସାଉଥ ର ସବୁଠାରୁ ଧନୀ ପରିବାର ମଧ୍ୟ ନାଗାର୍ଜୁନ ଙ୍କ ପରିବାର ରହିଥାଏ I ଏକ ରିପୋର୍ଟ ଅନୁସାରେ ନାଗାର୍ଜୁନ ଙ୍କ ର ମୋଟ ସମ୍ପତି 3000 କୋଟି ର ଅଟେ I

ଏହି ବଲିଉଡ ଫିଲ୍ମ ରେ କରିଛନ୍ତି କାମ
ନାଗାର୍ଜୁନ ବଲିଉଡ ରେ କିଛି ଫିଲ୍ମ ରେ ମଧ୍ୟ କାମ କରିଛନ୍ତି I 1990 ରେ ଆସିଥିବା ରାମଗୋପାଳ ବର୍ମା ଙ୍କ ର ଫିଲ୍ମ “ଶିବା” ରେ ନାଗାର୍ଜୁନ କାମ କରିଛନ୍ତି ଏହା ପରେ 1992 ରେ ଫିଲ୍ମ “ଖୁଦା ଗବାହ” ରେ , ଫିଲ୍ମ “ଦ୍ରୋହି” , 1995 ରେ ଆସିଥିବା ଫିଲ୍ମ କ୍ରି”ମିନାଲ” 1998 ରେ ଆସିଥିବା ଫିଲ୍ମ “ଜକ୍ଷ୍ମୀ” , 2002 ରେ ଆସିଥିବା ଫିଲ୍ମ “ଅଗ୍ନି ବର୍ଷା” ଓ 2003 ରେ ଆସିଥିବା ଫିଲ୍ମ “LOC” ରେ ମଧ୍ୟ ସେ ଅଭିନୟ କରିଥିଲେ I

The post ୩୦୦୦ କୋଟି ଟଙ୍କାର ମାଲିକ ଏହି ଅଭିନେତା, ନିଜ ବୋହୁଙ୍କ ସାଙ୍ଗରେ ମଧ୍ୟ କରି ସାରିଛନ୍ତି ରୋମାନ୍ସ, କିଛି ଦିନ ହେବ ହେଇଛି ପୁଅର ବିବାହ … appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here