୨୫ ବର୍ଷୀୟ ଏହି ଯୁବତୀ ୨ ଘଣ୍ଟା ମଧ୍ୟରେ ରଖିଲେ ୩ ଜଣ ପୁରୁଷଙ୍କ ସହ ସମ୍ବନ୍ଧ, ତଥାପି ମନ ଖୁସି ହେଲେ ନାହିଁ ଆଉ କରିଦେଲେ ଏହି କାଣ୍ଡ..

0
Advertisement

25 ବର୍ଷୀୟ ଏହି ମହିଳା 2 ଘଣ୍ଟା ମଧ୍ୟ ରେ 3 ଜଣ ପୁରୁଷ ଙ୍କ ସହ ସମ୍ବନ୍ଧ ରଖି ସନ୍ତୁଷ୍ଟ ହେଇ ନ ଥିଲେ ଓ ଶେଷରେ ନିଜ ସହ ଏପରି କାଣ୍ଡ କରିଦେଇଥିଲେ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ |

ଯୁବତୀ ଜଣଙ୍କ ଯେତେବଳେ ଏପରି କାଣ୍ଡ କରିଥିଲେ ସେ ସେହି ସମୟରେ 2 ମାସର ଗର୍ଭବତୀ ବି ଥିଲେ ଏବଂ ଲିଭ ଇନ ସମ୍ପର୍କ ରେ ଥିଲେ | ପୋଲିସର ସୂଚନା ମୁତାବିକ ସୁଖଲିଆ ରେ ଏକ ଫ୍ଲାଟ ରେ ରାଣୀ ସୁନହରେ ଓ ଆତଙ୍କୀ ଶର୍ମାଙ୍କ ସହ ଲିଭ ଇନ ରିଲେସନ ରେ ରହୁଥିଲେ | ସକାଳ 11 ଟା ରେ ଅଙ୍କିତ କବାଟ ବାଡେଇଥିଲେ କିନ୍ତୁ ସେ କବାଟ ଖୋଲି ନ ଥିଲେ ବାଧ୍ୟ ହେଇ ସେ କବାଟ ଭାଙ୍ଗିଥିଲେ |

ଏହି ସମୟ ରେ ସେ ଦେଖିବାକୁ ପାଇଥିଲେ କି ରାନୀ ରାଶିରେ ଝୁଲୁଛି, ସେ ତାଙ୍କ ସାଙ୍ଗ ସନ୍ତୋଷ ଙ୍କୁ ଫୋନ କରିଥିଲେ ଏବଂ ରାନୀ ଙ୍କର ଭଉଣୀ ନେହା ବି ସେଠାରେ ପହଞ୍ଚିଥିଲା| ଏବଂ ସେ ସମୟ ପର୍ଯ୍ୟନ୍ତ ରାନୀ ଙ୍କର ମୃତ୍ୟୁ ହେଇଯାଇଥିଲା | ଏହା ପରେ ଅଙ୍କିତ ହିରନଗର ଥାନାରେ ପହଞ୍ଚିଥିଲା|

ଘରେ ପ୍ରତି କୋଣ ରେ ମଦ ବୋତଲ, ଚିଲମ , ସିଗାରେଟ ସହ ଅନେକ ଆପତ୍ତିଜନକ ସାମଗ୍ରୀ ବି ବରାମତ ହେଇଥିଲା | ଘଟଣା ସ୍ଥଳରେ ଫରେନସିକ ଟିମ ମଧ୍ୟ ପହଞ୍ଚିଥିଲା ଏବଂ କିଛି ଜରୁରୀ ଜିନିଷକୁ ବରାମତ କରିଥିଲା ଏକ ଜଳିଯାଇଥିବା ଫୋଟୋ ମଧ୍ୟ ବରାମତ କରିଥିଲା | ଏବଂ ସେଠାକାର ପଡୋଶୀ ଙ୍କ କହିବା ଅନୁସାରେ ଏଠାରେ 3.30 ରାତି ପର୍ଯ୍ୟନ୍ତ ସେଠାରେ ପାର୍ଟି ଚାଲୁଥିଲା ଏବଂ ଲୋକେ ଏହା ହିଁ ଆଶଙ୍କା କରୁଛନ୍ତି କି ରାତି ରେ ରାନୀ ଖୁବ ମଦ୍ୟପାନ କରିକି ଏପରି ଆତ୍ମହତ୍ୟା କରିଛନ୍ତି |

The post ୨୫ ବର୍ଷୀୟ ଏହି ଯୁବତୀ ୨ ଘଣ୍ଟା ମଧ୍ୟରେ ରଖିଲେ ୩ ଜଣ ପୁରୁଷଙ୍କ ସହ ସମ୍ବନ୍ଧ, ତଥାପି ମନ ଖୁସି ହେଲେ ନାହିଁ ଆଉ କରିଦେଲେ ଏହି କାଣ୍ଡ.. appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //odianews24.info/karidele-epari-akama-je-pura-sahara/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here