୧୭ ବର୍ଷର ଯୁବକଙ୍କୁ ମହିଳା ଜଣଙ୍କ ଘରେ ବନ୍ଧ କରିକି ୨୦ ଦିନ ପର୍ଯ୍ୟନ୍ତ ତାଙ୍କ ସସହ କରିଚାଲିଲେ ଏପରି କାମ, ପୁରା ଘଟଣା ଆପଣଙ୍କ ଛାତି ଥରାଇ ଦେବ …

0
Advertisement

ଜଣେ ନବବିବାହିତ ସାମାନ୍ୟ ଯୌନ ସୁଖ ପ୍ରାପ୍ତି ପାଁଇ ଏତେ ପାଗଳ ହେଇଯାଇଥାନ୍ତି ଆପଣ ବି ଚିନ୍ତା କରି ନ ଥିବେ | ନିଜ ର ଅଭିଜାତ୍ୟ କୁ ଭୁଲିକି ଜଣେ ମହିଳା ଏକ 17 ବର୍ଷ ର ଯୁବକ ଙ୍କୁ ଘରେ ବନ୍ଧକ ରଖି 20 ଦିନ ପର୍ଯ୍ୟନ୍ତ ତାଙ୍କ ସହ ସମ୍ବନ୍ଧ ରଖଥିଲେ |

ଯୁବକ ଙ୍କ ସହ ମହିଳା ପ୍ରାୟ 20 ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ ରଖିଥିଲେ ଏବଂ ବର୍ତମାନ ଆରୋପି ମହିଳା ଙ୍କୁ ଗିରଫ କରାଯାଇଛି | ଓ ପିଲାଟି କୁ ଉଦ୍ଧାର କରାଯାଇଛି | ମହିଳା ଙ୍କ କହିବା ଅନୁସାରେ ସେମାନେ ପରସ୍ପର କୁ ପ୍ରେମ କରନ୍ତି ଏବଂ ମହିଳା ଙ୍କ ର ପତି ମିନେରାଲ ୱାଟର ସପ୍ଲାଇ କରନ୍ତି | ମହିଳା ଙ୍କ ର କୌଣସି ସନ୍ତାନ ନ ଥିଲେ ଏବଂ ମହିଳା ଅଚାନକ ହିଁ ଘରୁ ଚାଲିଯାଇଥିଲେ | ଏହି ବାବଦ ରେ ତାଙ୍କ ପତି ଥାନା ରେ ଅଭିଯୋଗ ଆଣିଥିଲେ | ଏବଂ ଥାନା ରେ ମହିଳା ଙ୍କ ର ଦିଆ ଯାଇଥିବା ଫୋଟୋ କୁ ଆଧାର କରି ତଦନ୍ତ ଆରମ୍ଭ ହେଇଥିଲା |

କିଛି ସୁରାଗ ମିଳିବା ମାତ୍ରେ ସଂଗେ ସଂଗେ ସେଠାରେ ଥିବା ବସ ଷ୍ଟାଣ୍ଡ ର ସିସି ଟିଭି ଫୁଟେଜ ଯାଞ୍ଚ କରିଥିଲେ ତ ମହିଳା ତାମିଲନାଡୁ ର ଏକ ବସ ରେ ବସିଥିବା ର ସୁରାଗ ମିଳିଥିଲା | ଏବଂ 13 ନଭେମ୍ବର ରେ ମହିଳା ମହାବେଲିପୁରମ ବାସ ରେ ବସି ତାମିଲନାଡୁ ଯାଇଥିଲେ ଏବଂ ଜଣେ ଯୁବକ ଙ୍କୁ ମଧ୍ୟ ସେ କିଡ୍ନାପ କରି ନେଇଥିଲେ | ମହିଳା ଙ୍କ ଉପରେ ବର୍ତମାନ ପୋସ୍କ ଆକ୍ଟ ଲାଗିଛି |

The post ୧୭ ବର୍ଷର ଯୁବକଙ୍କୁ ମହିଳା ଜଣଙ୍କ ଘରେ ବନ୍ଧ କରିକି ୨୦ ଦିନ ପର୍ଯ୍ୟନ୍ତ ତାଙ୍କ ସସହ କରିଚାଲିଲେ ଏପରି କାମ, ପୁରା ଘଟଣା ଆପଣଙ୍କ ଛାତି ଥରାଇ ଦେବ … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/satara-barshara-jubaka-saha-emane/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here