୧୦ ମିନିଟରେ ପେଟ ହେଇଯିବ ପୁରା ଖାଲି, ସବୁ ମୈଲା ହୋଇଯିବ ସଫା, ବାସ ଥରେ ଆପଣାନ୍ତୁ ଏହି ଘରୋଇ ଉପାୟ

0
Advertisement


ଆମ ଶରୀରର ଅଧିକାଂଶ ରୋଗର କାରଣ ଆମର ପେଟ ହେଇଥାଏ I ଯଦି ଆମେ ଆମ ଆମର ପେଟକୁ ସଫା ରଖିବା ତେବେ ଆମ ଶରୀର କୁ କୌଣସି ବି ପ୍ରକାର ର ରୋଗ ଛୁଇଁ ବି ପାରିବ ନାହିଁ I ଖରାପ ଖାଦ୍ୟ ଖାଇବା ଦ୍ଵାରା ଆମ ପେଟ ଖରାପ ହେଇଥାଏ ଓ ସ୍ଵାସ୍ତ୍ୟ ମଧ୍ୟ ଖରାପ ହେଇଥାଏ | ଯାହା ଦ୍ୱାରା ଆମ ଶରୀରରେ ମାନ୍ଦା ଓ ପେଟ ଦରଜ ପରି ସମସ୍ୟା ମଧ୍ୟ ଦେଖିବା କୁ ମିଳିଥାଏ | ଯଦି ଆପଣ ଖାଦ୍ୟ ରେ ଅଧିକ ତେଲ , ଅଧିକ ମସଲା ଓ ଅଧିକ ଲଙ୍କା ର ବ୍ୟବହାର କରୁଛନ୍ତି ତେବେ ଆପଣ ଙ୍କର ପେଟରେ ଗ୍ୟାସ, ଏସିଡିଟି ଆଦି ବଡ ବଡ ସମସ୍ୟା ଦେଖିବାକୁ ମିଳିଥାଏ | ତେବେ ଆଜି ଆମେ ଆପଣଙ୍କୁ ପେଟ ଓ ଅନ୍ତ ଭିତରେ ଥିବା ମଇଳା କୁ ସଫା କରିବାର ଏକ ଘରୋଇ ଉପଚାର ବିଷୟ ରେ କହିବାକୁ ଯାଉଛୁ ଯାହା କି ଆପଣ ଙ୍କ ପାଁଇ ଲାଭକାରୀ ଅଟେ I

ପ୍ରତୋକ ଦିନ ସକାଳୁ ଅଧା ଲେମ୍ବୁ ଓ ଏକ ଚାମଚ ମହୁକୁ ଅଳ୍ପ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ I ଏହି ମିଶ୍ରଣ ର ସେବନ କରିବାର ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ବି ଖାଆନ୍ତୁ ନାହିଁ | ପ୍ରତୋକ ଦିନ ଆପଣ ସକାଳୁ ଖାଲି ପେଟ ରେ ସେଓ ର ସେବନ କରିପାରିବେ I ଏହା ଦ୍ୱାରା ମଧ୍ୟ ପେଟ ସଫା ହେଇଥାଏ I ପ୍ରତୋକ ଦିନ 3 ରୁ 4 ଲିଟର ପାଣି ପିଅନ୍ତୁ I ପାଣି ଆମ ଶରୀରରେ ଥିବା ହାନିକାରକ ଓ ବିଷାକ୍ତ ତତ୍ୱକୁ ନଷ୍ଟ କାଇଦେଇଥାଏ ସେଥି ପାଇଁ ଆପଣ ଦିନରେ ଯେତେ ଅଧିକ ସମ୍ଭବ ପାଣି ପିଅନ୍ତୁ |

ସପ୍ତାହରେ ଗୋଟେ ଦିନ କଞ୍ଚା ପନିପରିବାର ରସର ସେବନ ବି କରିବା ପାଇଁ ଚେଷ୍ଟା କରନ୍ତୁ | ଯେପରି କି ଆପଣ ଗାଜର ଓ ଟମାଟର ସେବନ ବି କରିପାରିବେ I ଏହାର ସେବନ ଦ୍ୱାରା ଆମ ଶରୀରର ଟକ୍ସିନ ଶରୀରରୁ ବାହାରିଯାଇଥାଏ ଓ ଆମେ ନିରୋଗ ରହିଥାଉ I ଏହିପରି ଉପାୟ କୁ ଆପଣେଇ ଆପଣ ନିରୋଗ ରହିପାରିବେ I

ଏହି ସବୁ ଉପାୟ ଦ୍ଵାରା ଆପଣ 10 ମିନିଟରେ ପେଟକୁ ସଫା କରିପାରିବେ | ଏବଂ ସବୁବେଳେ ନିରୋଗ ରହିପାରିବେ |

The post ୧୦ ମିନିଟରେ ପେଟ ହେଇଯିବ ପୁରା ଖାଲି, ସବୁ ମୈଲା ହୋଇଯିବ ସଫା, ବାସ ଥରେ ଆପଣାନ୍ତୁ ଏହି ଘରୋଇ ଉପାୟ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here