ନୂଆଦିଲ୍ଲୀ,୧୯-୩: ସେବା ଯୋଗାଣକୁ ପୁଣି ଥରେ ଶୁଭାରମ୍ଭ କରାଯାଇଥିବା ୟେସ୍ ବ୍ୟାଙ୍କ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଫଳରେ ଗ୍ରାହକମାନେ ବ୍ୟାଙ୍କର ବିଭିନ୍ନ ସେବା ପୂର୍ବବତ ଲାଭ କରିପାରିବେ। ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ସେବା ଉପଲବ୍ଧ ହେବ ବୋଲି ବ୍ୟାଙ୍କ ପକ୍ଷରୁ ଏକ ଟୁଇଟରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୫ରେ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କ ଉପରେ ଉଠାଣ କଟକଣା ଲଗାଇଥିଲା। ଗ୍ରାହକମାନେ ଏପ୍ରିଲ ୩ ଯାଏ କେବଳ ୫୦ ହଜାର ଟଙ୍କା ଯାଏ ଉଠାଣ ନେଇ ନିୟମ ରହିଥିଲା।
The post ୟେସ୍ ବ୍ୟାଙ୍କରେ ପୁଣି ସେବା ଆରମ୍ଭ appeared first on Dharitri Odia News.
Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

