ୟୁପି ମହିଳାଙ୍କ ଅଭିଯୋଗ, ବିଜେପି ବିଧାୟକଙ୍କ ଦ୍ବାରା ମାସେ ଧରି ଦୁଷ୍କର୍ମର ଶିକାର

0
Advertisement


ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭଦୋହିରେ ଜଣେ ମହିଳା ବିଜେପି ବିଧାୟକ ରବିନ୍ଦ୍ରନାଥ ତ୍ରିପାଠୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବିଜେପି ବିଧାୟକ ରବିନ୍ଦ୍ରନାଥଙ୍କ ସମେତ ଅନ୍ୟ ୬ ଜଣଙ୍କ ଦ୍ବାରା ସେ ଲଗାତାର ମାସେ ପର୍ଯ୍ୟନ୍ତ ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନ ସମୟରେ ବିଧାୟକଙ୍କ ପୁତୁରା ତାଙ୍କୁ ଭଦୋହିର ଏକ ହୋଟେଲ୍‌ରେ ରଖିଥିଲା ଏବଂ ସେଠାରେ ସେ ବିଧାୟକ ଏବଂ ଅନ୍ୟ ୬ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ଅଭିଯୋଗ ହୋଇଛି।



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here