ସୋନୁ ସୁଦଙ୍କୁ ମିଳିଲା ଗରିବ ଲୋକଙ୍କୁ ସାହାଯ୍ୟ କରିବାର ଫଳ, ମିଳିଲା ଏହି ବଡ ଅଫର … କର୍ମ ଫଳ ନିଶ୍ଚୟ ମିଳେ

0
Advertisement

ଆଜିକା ସମୟରେ ସୋନୁ ସୁଦ ଅନେକ ବଡ଼ ଷ୍ଟାର ହେଇ ସାରିଛନ୍ତି | ଗୋଟେ ସମୟରେ ଲୋକମାନେ ସୋନୁ ସୁଦଙ୍କୁ ଅତି ନିକଟରୁ ଜାଣି ନ ଥିଲେ କିନ୍ତୁ ଆଜିକା ସମୟ ରେ ସାରା ଦେଶ ର ଅଗଣିତ ଜନତା ସୋନୁ ସୁଦ ଙ୍କୁ ବେଶ ଭଲ ଭାବ ରେ ଯାଣିଯାଇଛନ୍ତି | ସୋନୁ ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କ ଘରକୁ ନିଜ ଖର୍ଚ୍ଚରେ ପହଞ୍ଚାଇ ଯାହା ହାସଲ କରିଛନ୍ତି ଏହା ତାଙ୍କୁ ଆହୁରି ବଡ ଷ୍ଟାର ଓ ଲୋକଙ୍କ ହୃଦୟ ଷ୍ଟାର କରିଦେଇଛି | କୁହାଯାଏ ଯଦି ଆପଣ କାହାର ଭଲ କରନ୍ତି ତେବେ ସେହି ଭଲ କାମ ପୁଣି ଆପଣଙ୍କ ପାଖକୁ ଲେଉଟିକି ଆସେ |

ଏପରି କିଛି ସୋନୁ ସୁଦଙ୍କ ସହ ବି ହେଇଚି | ଆପଣ ପେପ୍ସି କମ୍ପାନୀର ନା ତ ଶୁଣି ଥିବେ ଯାହା ଦୁନିଆର ସବୁଠୁ ବଡ ସଫ୍ଟ ଡ୍ରିଂକ୍ସ କମ୍ପାନୀ ଅଟେ | ପେପ୍ସି କମ୍ପାନୀ ବର୍ତମାନ ସୋନୁ ସୁଦ ଙ୍କର ଲୋକପ୍ରିୟତା କୁ ଦେଖି ତାଙ୍କୁ ଏକ ଇନ୍ଷ୍ଟଗ୍ରାମ କ୍ୟାପ୍ସନ ପାଁଇ ସାଇନ କାଇଦେଇଛନ୍ତି |

ଏହି କ୍ୟାମ୍ପେନରେ ସୋନୁ ସୁଦ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟ ମାଧ୍ୟମ ରେ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବେ | କିପରି ଲୋକେ ସୋସିଆଲ ଡିଷ୍ଟାନ୍ସ ନିୟମ ପାଳନ କରିବେ ଏହା ସେ ପ୍ରଚାର କରିଛନ୍ତି | ଅନେକ ସମୟ କମ୍ପାନୀ ନିଜ ବ୍ରାଂଡ଼ କୁ ମଧ୍ୟ ବଡ଼ ବଡ଼ ଷ୍ଟାର ଙ୍କ ସହ ମିଶାଇ ପ୍ରମୋସନ କରିଥାଏ | ଏହା ଦ୍ୱାରା ଷ୍ଟାର କୁ ବି ପଇସା ମିଳେ ଓ ବ୍ରାଣ୍ଡ ଭେଲ୍ୟୁ ମିଳିଥାଏ ଓ କମ୍ପାନୀ ମାନଙ୍କୁ ଗ୍ରାହକ ମାନଙ୍କର ଆକର୍ଷଣ ବି ମିଳେ |

ବର୍ତମାନ ସୁଦ୍ଧା ଏହିପରି ବିଜ୍ଞାପନରେ ଦିସା ପଟାନି , ଟାଇଗର ସରାଫ ଓ ସଲ୍ମାନ ଖାନଙ୍କୁ ମିଳିଥିଲା | ତେବେ ଏଥର କିନ୍ତୁ ସୋନୁ ସୁଦ ଙ୍କୁ ଏହି କାମ ମିଳିଛି | ତେବେ ବର୍ତମାନ ସମୟ ରେ ବଡ଼ ବଡ଼ କମ୍ପାନୀ ଙ୍କ ନଜର ରେ ସୋନୁ ସୁଦ ଆସିଛନ୍ତି, କାରଣ କମ୍ପାନୀ ମାନେ ବୁଝି ଯାଇଛନ୍ତି ଲୋକମାନଙ୍କ ନଜାରରେ ଏବେ ସେ ରିୟଲ ହିରୋ |

The post ସୋନୁ ସୁଦଙ୍କୁ ମିଳିଲା ଗରିବ ଲୋକଙ୍କୁ ସାହାଯ୍ୟ କରିବାର ଫଳ, ମିଳିଲା ଏହି ବଡ ଅଫର … କର୍ମ ଫଳ ନିଶ୍ଚୟ ମିଳେ appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here