ସୂର୍ଯ୍ୟ ମୁହାଁ ହେଲା ନାସାର ସୋଲାର ଅର୍ବିଟର: ୭ ବର୍ଷରେ ଅତିକ୍ରମ କରିବ ୪କୋଟି ୧୮ ଲକ୍ଷ କିମି

0
Advertisement


ଓ୍ବାଶିଂଟନ,୧୦।୨: ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ନାସା ପକ୍ଷରୁ ସୋମବାର ସୋଲାର ଅର୍ବିଟର ଉତ୍‌କ୍ଷେପଣ କରାଯାଇଛି। ଭାରତୀୟ ସମୟ ଅନୁସାରେ ପୂର୍ବାହ୍ନ ୯ଟା ୩୩ରେ ଏହା ଫ୍ଲୋରିଡ଼ା ସ୍ପେସ୍‌ ସେଣ୍ଟରରୁ ସୂର୍ଯ୍ୟ ମୁହାଁ ହୋଇ ଯାତ୍ରା ଆରମ୍ଭ କରିଛି। ଏହା ୭ ବର୍ଷରେ ୪ କୋଟି ୧୮ ଲକ୍ଷ କିମି ଦୂରତା ଅତିକ୍ରମ କରି ସୂର୍ଯ୍ୟ ପାଖରେ ପହଞ୍ଚିବ। ଅର୍ବିଟରକୁ ନେଇ ଯାଉଥିବା ମହାକାଶ ଯାନର ଓଜନ ୨ ଟନ୍‌ ରହିଛି। ଏହାକୁ ୟୁନାଇଟେଡ୍‌ ଲଞ୍ଚ୍‌ ଆଲାଏନ୍ସ୍‌ ଆଟଲାସ୍‌-ବି ରକେଟ ଦ୍ୱାରା ଉତ୍‌କ୍ଷେପଣ କରାଯାଇଛି।

The post ସୂର୍ଯ୍ୟ ମୁହାଁ ହେଲା ନାସାର ସୋଲାର ଅର୍ବିଟର: ୭ ବର୍ଷରେ ଅତିକ୍ରମ କରିବ ୪କୋଟି ୧୮ ଲକ୍ଷ କିମି appeared first on Dharitri Odia News.



Source link

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here