ସଲମାନ ଖାନ ଙ୍କର ପ୍ରଥମ ପସନ୍ଦ ହେଉଛନ୍ତି ସାଉଥର ଏହି ସୁନ୍ଦରୀ ଅଭିନେତ୍ରୀ, ଦେଖିକି ଆପଣ ବି ହେଇଯିବେ ଦିୱାନା

0
Advertisement


ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ର ସବୁଠାରୁ ଅଧିକ ଲୋକପ୍ରିୟ ଅଭିନେତା ହେଉଛନ୍ତି ସଲ୍ମାନ ଖାଁ I ସେ ନିଜ ର ଫିଲ୍ମ କ୍ୟାରିୟର ରେ ଅନେକ ସୁନ୍ଦର ସୁନ୍ଦର ଫିଲ୍ମ କରିଛନ୍ତି I ଅନେକ ଅଭିନେତ୍ରୀ ଙ୍କ ସହ ସଲ୍ମାନ ଙ୍କ ର ନାମ ମଧ୍ୟ ଯୋଡି ହେଇଚି I କିନ୍ତୁ ଆଜିକା ସମୟ ରେ ମଧ୍ୟ ସଲ୍ମାନ ଅବିବାହିତ ହିଁ ରହିଛନ୍ତି I କିନ୍ତୁ ଆଜି ଆମେ ସାଉଥ ଇଣ୍ଡଷ୍ଟ୍ରି ର ଏପରି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛୁ ଯିଏ କି ସଲ୍ମାନ ଙ୍କ ର ପ୍ରଥମ ପସନ୍ଦ ଅଟନ୍ତି I

ଆଜି ଆମେ ଆପଣ ଙ୍କୁ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛୁ ତାଙ୍କୁ ସଲ୍ମାନ ବିବାହ କରିବା କୁ ଚାହୁଁଥିଲେ I ଏକ ସମୟ ଥିଲା ଯେଉଁ ସମୟ ରେ ସଲ୍ମାନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଅନୁଷ୍କା ସେଠୀ ଙ୍କୁ ପସନ୍ଦ କରିଥିଲେ I

ବିଗତ ଦିନ ରେ ଏକ ଇଣ୍ଟରଭିୟୁ ରେ ସଲ୍ମାନ ନିଜେ ଏହି କଥା କୁ ସ୍ୱୀକାର କରିଛନ୍ତି I ଏହି ଇଣ୍ଟରଭିୟୁ ରେ ସଲ୍ମାନ ଙ୍କୁ ପଚରାଯାଇଥିଲା ସାଉଥ ର କେଉଁ ଅଭିନେତ୍ରୀ ତାଙ୍କୁ ଅଧିକ ପସନ୍ଦ I ଉତ୍ତର ରେ ସଲ୍ମାନ ଅନୁଷ୍କା ସେଠୀ ଙ୍କ ର ନାମ ନେଇଥିଲେ I

ଅନୁଷ୍କା ସାଉଥ ର ସବୁଠାରୁ ଲୋକପ୍ରିୟ ଓ ସଫଳ ଅଭିନେତ୍ରୀ ଅଟନ୍ତି I ଅନୁଷ୍କା ବାହୁବଳୀ ସିରିଜ ର ଦୁଇଟି ଫିଲ୍ମ ରେ ବେଶ ସୁନ୍ଦର ଅଭିନୟ କରିଥିଲେ I କିନ୍ତୁ ଏହି ବର୍ଷ ଅନୁଷ୍କା ସେଠୀ ଙ୍କ ପାଖ ରେ କିଛି ଫିଲ୍ମ ନାହିଁ I ସଲ୍ମାନ ଆଗାମୀ ସମୟ ରେ ନିଜ ର ଫିଲ୍ମ ରାଧେ ର ସୁଟିଂ ରେ ବ୍ୟାଟ ରହିଛନ୍ତି ଯାହା କି ଏହି ବର୍ଷ ରିଲିଜ ହେବ I

The post ସଲମାନ ଖାନ ଙ୍କର ପ୍ରଥମ ପସନ୍ଦ ହେଉଛନ୍ତି ସାଉଥର ଏହି ସୁନ୍ଦରୀ ଅଭିନେତ୍ରୀ, ଦେଖିକି ଆପଣ ବି ହେଇଯିବେ ଦିୱାନା appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here