ସବୁଠାରୁ ବଡ଼ ଭବିଷ୍ୟବାଣୀ – ୨୦୨୦ ମସିହା ସଙ୍କଟ ର ବର୍ଷ, କିପରି ରହିବ ଆଗାମୀ ୬ ମାସ..

0
Advertisement

ଆଜି ପୁରା ଦେଶ କରୋନା ମହାମାରୀ କୁ ନେଇ ନାନା ସମସ୍ୟା ରହିଛି I ମାନବ ଜାତି ପାଁଇ ଏହା ବଡ଼ ସମସ୍ୟା ମଧ୍ୟ ସୃଷ୍ଟି କରିଛି I ଏହି କରୋନା ଦ୍ୱାରା ଅନେକ ଲୋକ ଙ୍କ ର ମୃତ୍ୟୁ ମଧ୍ୟ ହେଇଚି I

ଏହି ବର୍ଷ ର ପ୍ରଥମ ସୂର୍ଯ୍ୟଗ୍ରହଙ୍କ କିଛି ଦିନ ତଳେ ହିଁ ହେଇଥିଲା I ଜୋତିଷ ଶାସ୍ତ୍ର ର କହିବା ଅନୁସାରେ ଏହା ହିଁ ପୁରା ମାନବ ଜାତି ପାଁଇ ସମସ୍ୟା ର କାରଣ ରହିଥିଲା I

ଜୁନ ଅର୍ଥାତ ଆଗାମୀ ମାସ ରେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟଗ୍ରହଣ ହେବ I ତେବେ ଏହି ଚନ୍ଦ୍ରଗ୍ରହଣ ତୁଳନା ରେ ସୂର୍ଯ୍ୟଗ୍ରହଣ ଅଧିକ ମହତ୍ବପୂର୍ଣ ରହିବ I 21 ଜୁନ ରେ ହେବାକୁ ଥିବା ସୂର୍ଯ୍ୟଗ୍ରହଣ ମିଥୁନ ରାଶି ରେ ରହିବ I ଏହି ସମୟ ରେ 9 ଗୋଟିକ ରୁ 6 ଗୋଟି ଗ୍ରହ ଙ୍କ ର ବକ୍ର ଦୃଷ୍ଟି ରହିବ I

ଏହା ର ଅର୍ଥ ଅଧିକାଂଶ ଗ୍ରହ ବକ୍ର ସ୍ତିତି ରେ ରହିବେ I ଏହା କୌଣସି ସାମାନ୍ୟ ଘଟଣା ନୁହେଁ I ଏବଂ ଏହା ଭୟାନକ ପରିଣାମ ମଧ୍ୟ ଦେଇପାରେ I

ସୂର୍ଯ୍ୟ ଗ୍ରହଣ ର ପ୍ରଭାବ ଦୀର୍ଘ ସମୟ ରହିବ I ପ୍ରାୟ 6 ରୁ 7 ମାସ ଏପରି ରହିବ I ଏବଂ ନାନା ସମସ୍ୟା ଲାଗି ରହିବ 2021 ମସିହା ଜାନୁୟାରୀ ମାସ ପର୍ଯ୍ୟନ୍ତ ଏହା ର ସ୍ତିତି ଏହିପରି ରହିବ I ଅର୍ଥାତ ଆଗାମୀ ସମୟ ରେ ଏକ ବଡ଼ ପ୍ରାକୃତିକ ଦୁର୍ବିପାକ ଆସିପାରେ I

କିନ୍ତୁ ଚିନ୍ତା କରିବା ର କୌଣସି କାରଣ ନାହିଁ I ବର୍ତମାନ ସମୟ ରେ ଲୋକେ ପ୍ରଥମେ ନିଜ ର ସ୍ଵାସ୍ତ୍ୟ ପ୍ରତି ସଜାଗ ରହିବା ଜରୁରୀ ଅଟେ I ଆଗାମୀ ଦିନ ଗୁଡିକ ମଧ୍ୟ ମହତ୍ବପୂର୍ଣ ଅଟେ କାରଣ ଲକ ଡାଉନ ଖୋଲିବା ପରେ ଲୋକେ ସୋସିଆଲ ଡିଷ୍ଟାନ୍ସ ର ବିଶେଷ ଧ୍ୟାନ ଦେବେ ନାହିଁ I ଯାହା ଦ୍ୱାରା କରୋନା ମହାମାରୀ ବୃଦ୍ଧି ହେଇପାରେ I

ଜୋତିଷ ଶାସ୍ତ୍ର ଅନୁସାରେ ଭବିଷ୍ୟତ ରେ ଜଳ ବନ୍ୟା , ଭୂମିକମ୍ପ , ପରି ନାନା ଦୁର୍ବିପାକ ରେ ଧନ ହାନି ହେଇପାରେ I ତେଣୁ ଏପରି ସମୟ ରେ ନିଜ କୁ ସର୍ବଦା ସତର୍କ ରଖିବା ଜରୁରୀ ଅଟେ I

The post ସବୁଠାରୁ ବଡ଼ ଭବିଷ୍ୟବାଣୀ – ୨୦୨୦ ମସିହା ସଙ୍କଟ ର ବର୍ଷ, କିପରି ରହିବ ଆଗାମୀ ୬ ମାସ.. appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/basrhha-sankatara-barsha-kemiti-rahiba/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here