ସବୁଠାରୁ ଅଧିକ ଇନକମ ଟ୍ୟାକ୍ସ ଦେଇଥାନ୍ତି ଏହି ଭାରତୀୟ ଖେଳାଳି ମାନେ, ଜାଣନ୍ତୁ ବିରାଟ କୋହଲି କେତେ ଟଙ୍କା ଦେଇଥାନ୍ତି

0
Advertisement


ଆଜିକା ସମୟ ରେ ଦୁନିଆ ରେ ଲୋକ ଙ୍କ ର ସବୁଠାରୁ ଅଧିକ ପସନ୍ଦିତା ଖେଳ ହେଉଛି କ୍ରିକେଟ ଖେଳ I ଲୋକେ କ୍ରିକେଟ ଖେଳ କୁ ଅଧିକ ପସନ୍ଦ କରିଥାନ୍ତି I ଆଜି ଆମେ ଏପରି କିଛି ଭାରତୀୟ ଟିମ ର ଖେଳାଳି ଙ୍କ ବିଷୟ ରେ କହିବା କୁ ଯାଉଛେ ଯେଉଁମାନେ ସବୁଠାରୁ ଅଧିକ ଇନକମ ଟ୍ୟାକ୍ସ ଦେଇଥାନ୍ତି I

1.ମହେନ୍ଦ୍ର ସିଂ ଧୋନି
ଏହି ଲିଷ୍ଟ ରେ ସର୍ବ ପ୍ରଥମ ନାମ ହେଉଛି ଭାରତୀୟ କ୍ରିକେଟ ଟିମ ର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି I

ବିଗତ ଦିନ ରେ ମହେନ୍ଦ୍ର ସିଂ ଧୋନି ଭାରତୀୟ ରାଷ୍ଟ୍ରୀୟ ଟିମ ର ଜଣେ ସଫଳ କ୍ୟାପଟେନ ରୂପେ ନିଜ ର ଦାଇତ୍ୱ ନିର୍ବାହ କରିଛନ୍ତି I ସେ ଅନେକ ଦାମୀ କମ୍ପାନୀ ର ବ୍ରାଂଡ଼ ଆମ୍ବାସଡର ଅଟନ୍ତି I ବିଗତ ବର୍ଷ ମହେନ୍ଦ୍ର ସିଂ ଧୋନି 48 କୋଟି ଟଙ୍କା ଟ୍ୟାକ୍ସ ଆକାର ରେ ଦେଇଥିଲେ I

2.ବିରାଟ କୋହଲି
ଏହି ଲିଷ୍ଟ ରେ ଆଗାମୀ ନାମ ହେଉଛି ବର୍ତମାନ ର ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି ଙ୍କ ର I ପୁରା ଦୁନିଆ ରେ ବିରାଟ କୋହଲି ଅନେକ ସୁନାମ ଅର୍ଜନ କରିଛନ୍ତି I ଆଜିକା ସମୟ ରେ ବିରାଟ କୋହଲି ଜଣେ ଷ୍ଟାର ସେଲିବ୍ରେଟି ଅଟନ୍ତି I

କ୍ରିକେଟ ଖେଳ ଛଡା ବିରାଟ କୋହଲି ଅନେକ କମ୍ପାନୀ ଯେପରି କି – ବୁଷ୍ଟ , କୋଲଗେଲ – ପାମୋଲିଭ , ହର୍ବଲଲାଇଫ , ଏମଆରଏଫ , ନୀତେଶ ଆସେଟ୍ସ , ଟିବିଏସ ମୋଟର ଓ ସ୍ପୋର୍ଟ୍ସ କମ୍ପାନୀ ରେ ପୁମା ପରି କମ୍ପାନୀ ର ବିଜ୍ଞାପନ କରିଥିଲେ I ବିଗତ ଦିନ ରେ ବିରାଟ କୋହଲି ଏକ 100 କୋଟି ଟଙ୍କା ର ପ୍ରୋଜେକ୍ଟ ରେ ସାଇଁନ କରିଛନ୍ତି I ବିଗତ ବର୍ଷ ବିରାଟ କୋହଲି 42 କୋଟି ଟଙ୍କା ର ଟ୍ୟାକ୍ସ ଜମା କରିଛନ୍ତି I

3.ସଚିନ ତେନ୍ଦୁଲକର
ଏହି ଶୁଚି ରେ ଶେଷ ନାମ ହେଉଛି ସଚିନ ତେନ୍ଦୁଲକର ଙ୍କ ର I ସଚିନ ତେନ୍ଦୁଲକର ଙ୍କୁ ଲୋକେ କ୍ରିକେଟ ର ଭଗବାନ ବୋଲି ମଧ୍ୟ କହିଥାନ୍ତି I ସଚିନ ତେନ୍ଦୁଲକର ଅନେକ ବଡ଼ ବଡ଼ କମ୍ପାନୀ ର ବ୍ରାଂଡ଼ ଆମ୍ବାସଡର ଅଟନ୍ତି I ସେ ବିଗତ ବର୍ଷ 19 କୋଟି ଟଙ୍କା ର ଇନକମ ଟ୍ୟାକ୍ସ ଦେଇଛନ୍ତି I

The post ସବୁଠାରୁ ଅଧିକ ଇନକମ ଟ୍ୟାକ୍ସ ଦେଇଥାନ୍ତି ଏହି ଭାରତୀୟ ଖେଳାଳି ମାନେ, ଜାଣନ୍ତୁ ବିରାଟ କୋହଲି କେତେ ଟଙ୍କା ଦେଇଥାନ୍ତି appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here