ସଞ୍ଜ ନଇଁଲେ ଖୋଜନ୍ତି ସୁନ୍ଦରୀ .. ସେଥିପାଇଁ ନାଁ ମାଉଁସ ଚୌଧୁରୀ … କରଙ୍ଗସ ର ଏହି ଭଦ୍ର ଲୋକ କିଏ ?

0

ସଞ୍ଜ ନଇଁଲେ ଖୋଜନ୍ତି ସୁନ୍ଦରୀ .. ସେଥିପାଇଁ ନାଁ ମାଉଁସ ଚୌଧୁରୀ … କରଙ୍ଗସ ର ଏହି ଭଦ୍ର ଲୋକ କିଏ ?

ବଜ୍ରକିଳା ରେ ସଦ୍ୟ ଷ୍ଟିଙ୍ଗ ଅପରେସନ କରି ପ୍ରକାଶ ପାଇଥିବା ଭୁବନେଶ୍ୱର କରଙ୍ଗସ ଗୁମାସ୍ତା ମାଉଁସ ଚୌଧୁରୀ କିଏ ବୋଲି କରଙ୍ଗସ କର୍ମୀ ମହଲା ଓ ସାଧାରଣ ରେ ଚର୍ଚା ଜୋରେ ଧରିଛି. କରଙ୍ଗସ ଭବନ ଠାରୁ ଆରମ୍ଭ କରି ସମସ୍ତ ଖଟି , ପାନ ଦୋକାନ , ଚା ଦୋକାନ ସବୁ ସ୍ଥାନ ରେ କେବଳ ମାଉଁସ ଚୌଧୁରୀ କିଏ ବୋଲି ଚର୍ଚା ହେଉଅଛି . କିଛି କରଙ୍ଗସ ଲୋକ ନିଜ ନାମ ଗୋପନ ରଖି ମାଉଁସ ଚୌଧୁରୀ କଂ ବିଷୟ ରେ କିଛି ତଥ୍ୟ ପ୍ରଦାନ କରିଛନ୍ତି ଯାହାକୁ ଶୁଣିଲେ ଆପଣମାନେ ଆଚମ୍ବିତ ହୋଇଯିବେ .ପବ୍ଲିକ ଭଏସେ ର ଏକ ଅନୁସନ୍ଧାନ ରୁ ଜଣାପଡିଛି ଯେ ବାବୁ ମାଉଁସ ଚୌଧୁରୀ କାଳେ ୨୦୦୭ ମସିହା ରେ ଆଇସିଆଇସିଆଇ ବାଙ୍କ ର କାର ଲୋନ ର ଏକ ସଖା ଖୋଲି ବିଭିନ୍ନ ଚାରିଚକିଆ ଗାଡି ରେ ଦୁଇଚକିଆ ଗାଡି ର ନମ୍ବର ଲଗାଇ ଲୋନ ମଂଜୁର କରାଇ ବହୁ କୋଟି ତାଙ୍କ ଆତ୍ମସାତ କରିଥିଲେ . ସେଥିପାଇଁ ବାବୁ ମାଉଁସ ଚୌଧୁରୀ କଂ ନାମରେ କ୍ରାଇମବ୍ରାଞ୍ଚ ଧାରା ୪୨୦ ରେ କେସ ହୋଇଥିଲା . ଉକ୍ତ କେସ ରେ ବାବୁ ମାଉଁସ ଚୌଧୁରୀ ବହୁଦିନ ଧରି ଫେରାର ରହିବ ପରେ ବର୍ତମାନ ଜାମିନ ରେ ଅଛନ୍ତି.ଆଗାମୀ ଆଧ୍ୟାୟ ରେ ବାବୁ ମାଉଁସ ଚୌଧୁରୀ ନାମ ରେ ଥିବା କେସ ର ନମ୍ବର ସହ ବହୁ ନୂଆ ରୋଚକ ତଥ୍ୟ ଆପଣଙ୍କ ନିକଟରେ ରଖିବୁ .ଆପଣକଂର ଜାଣିବା ପାଇଁ ବଜ୍ରକିଳା ଖବରକାଗଜ ର ଏକ ନକଲ ଏହା ସହ ସଂଯୋଗ କରାଯାଉଅଛି .

Advertisement

 

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here