ଷ୍ଟେସନର ଫ୍ରୀ WiFiରେ ସିବିଲ ପରୀକ୍ଷା ପାଇଁ ପାଠ ପଢୁଥିଲା କୁଲି, ତା ପରେ ଯାହା ହେଲା ଆପଣ ବିଶ୍ଵାସ କରିପାରିବେ ନାହିଁ

0
Advertisement


ସାଧାରଣତଃ ସରକାରୀ ଚାକିରି ପାଇଁ ଲୋକମାନେ ବହୁତ କଷ୍ଟ କରିଥାନ୍ତି । ଏହି ପରି ଜଣେ କୁଲି ତା ଜୀବନରେ ବହୁତ ସଂଗ୍ରାମ କରିଛି । ଶ୍ରୀନାଥ ନାମକଜଣେ କୁଲି ତା’ର କାନରେ ସବୁବେଳେ ଇୟରଫୋନ ଲଗାଇ ରଖୁଥିଲା । ସେ ଲୋକଙ୍କର ଜିନିଷ ଉଠାଇବା ସମୟରେ ମଧ୍ୟ କାନରେ ଇୟରଫୋନ ଦେଉଥିଲା । ଏହି ଇୟରଫୋନ ଦ୍ଵାରା ସେ ପରୀକ୍ଷା ସହ ସମ୍ବନ୍ଧିତ ଅଡିଓ ଶୁଣୁଥିଲା । ତେବେ ଆସନ୍ତୁ ଜାଣିବା ଏହି କୁଲିଙ୍କ ବିଷୟରେ ।

ସୂତ୍ର ଦ୍ଵାରା ଜଣା ପଡିଛି କି ଶ୍ରୀକାନ୍ତ ୩ ଥର ପରୀକ୍ଷାରେ ବସି ସାରିଛନ୍ତି । ସେବେଠୁ ସେ ପରୀକ୍ଷାର ପ୍ରସ୍ତୁତି ମୋବାଇଲ ଓ ଷ୍ଟେସନର WiFi ଦ୍ଵାରା କରୁଥିଲେ । ହେଲେ ଏହି ଥର ତାଙ୍କ କଷ୍ଟର ଫଳ ତାଙ୍କୁ ମିଳିଛି ଓ ସେ ପରୀକ୍ଷାରେ ପାସ ହୋଇଯାଇଥିଲେ ।

୧୦ମ ପାସ ଶ୍ରୀକାନ୍ତ ଯଦି ବର୍ତ୍ତମାନ ଇଣ୍ଟରଭ୍ୟୁରେ ପାସ କରିଯିବେ, ତେବେ ସେ ଲ୍ୟାଣ୍ଡ ରେବେନ୍ୟୁ ଡିପାର୍ଟମେଣ୍ଟରେ ଭିଲେଜ ଫିଲ୍ଡ ଆସିଷ୍ଟାନ୍ଟ ରୂପେ ନିଯୁକ୍ତ ହୋଇଯିବେ । ଶ୍ରୀକାନ୍ତ ହେଉଛନ୍ତି ମନ୍ନାର ର ଅଧିବାସୀ ଅଟନ୍ତି । ସେ କହିଛନ୍ତି କି ତାଙ୍କର ଏହି ସଫଳତାର କାରଣ ହେଉଛି ଷ୍ଟେସନର WiFi ।

ପିଏମ ମୋଦୀ ୨୦୧୬ରେ ଡିଜିଟାଲ ଇଣ୍ଡିଆ ଅନ୍ତର୍ଗତ ସବୁ ଷ୍ଟେସନରେ ମାଗଣା WiFi ବ୍ୟବସ୍ଥା କରିଥିଲେ । ଏହି ସୁବିଧା ପାଇଁ ଶ୍ରୀକାନ୍ତ ନାମକ ଜଣେ କୁଲି ସଫଳତା ପାଇବାକୁ ଯାଉଛି ।

The post ଷ୍ଟେସନର ଫ୍ରୀ WiFiରେ ସିବିଲ ପରୀକ୍ଷା ପାଇଁ ପାଠ ପଢୁଥିଲା କୁଲି, ତା ପରେ ଯାହା ହେଲା ଆପଣ ବିଶ୍ଵାସ କରିପାରିବେ ନାହିଁ appeared first on Odia News.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here