ଷ୍ଟାମୀନା ବଢାଇବା ପାଇଁ ରାଜା ମହାରାଜା ମାନେ କରୁଥିଲେ ଏହି ଜିନିଷର ବ୍ୟବହାର, ସେଥି ପାଇଁ ଏକା ସାଙ୍ଗରେ ଏତେ ରାଣୀଙ୍କୁ ସମ୍ଭାଳି ପାରୁଥିଲେ

0
Advertisement


ଆଜିକା ଵ୍ୟସ୍ତବହୁଳତା କୁ ନେଇ ଲୋକେ ନିଜ ପାର୍ଟନର ଙ୍କୁ ଯଥେଷ୍ଟ ସମୟ ଦେଇପାରୁ ନାହାନ୍ତି I ଆଜିକା ସମୟ ରେ ପ୍ରେମ ଠାରୁ ଅଧିକ ଲୋକେ ଟଙ୍କା କୁ ମହତ୍ୱ ଦେଉଛନ୍ତି I ଲୋକେ ନିଜ କାର୍ଯ୍ୟ ରେ ଏତେ ବ୍ୟସ୍ତ ରହୁଛନ୍ତି କି ନିଜ ର ପାର୍ଟନର ଙ୍କୁ ମୁହୂର୍ତକ ର ସୁଖ ମଧ୍ୟ ଦେଇପାରୁ ନାହାନ୍ତି I ଯାହା ଦ୍ୱାରା ବୈବାହିକ ଜୀବନ ରେ ନାନା ଅଶାନ୍ତି ଲାଗି ରହୁଛି I ଏବଂ ଆଜିକା ବ୍ୟସ୍ତବହୁଳତା କୁ ନେଇ ଲୋକେ ଏତେ ଶାରୀରିକ ପୀଡା ରେ ରହୁଛନ୍ତି କି କାମ ରୁ ରାତି କି ଫେରିବା ପରେ ଶରୀର ରେ ଉର୍ଜା ହିଁ ରହି ନ ଥାଏ I

ମନୁଷ୍ୟ ର ଏପରି ଵ୍ୟସ୍ତବହୁଳତା କୁ ନେଇ ଏହି ସୁନ୍ଦର ଜୀବନ ଏହିପରି ନଷ୍ଟ ମଧ୍ୟ ହେଇଯାଉଛି I ଏକ ସର୍ବେ ଅନୁସାରେ ଏହା ଜଣାଯାଇଛି କି ପୂର୍ବ ସମୟ ରେ ରାଜା ମାନେ ସମ୍ବନ୍ଧ ରଖିବା ଆଦି ରେ ବିଶେଷ ସଫଳ ଥିଲେ କିନ୍ତୁ ଆଜିକା ସମୟ ରେ ପୁରୁଷ ମାନେ ଏହି ସମ୍ବନ୍ଧ ମାମଲା ରେ ଅସଫଳ ଅଟନ୍ତି I ଏପରି ତ ରାଜା ମହାରାଜା ଙ୍କ ର ବାବଦ ରେ ଅନେକ ଅପପ୍ରଚାର ହେଇଥାଏ ଏହା ର ସଠିକ କୌଣସି ପ୍ରମାଣ ନ ଥାଏ I

ଆଜି ଆମେ ଏହିପରି ଏକ ଘଟଣା ସମ୍ବନ୍ଧ ରେ କହିବା କୁ ଯାଉଛୁ ଯାହା କି ରାଜା ମହାରାଜା ଙ୍କ ର ସମ୍ବନ୍ଧିତ ଅଟେ I ରାଜା ମହାରାଜା ମାନେ ତାଙ୍କ ସମୟ ରେ ନିଜର ଶକ୍ତି ବର୍ଧକ ପାଁଇ ଚେର ମୂଳି ଔଷଧ ର ସେବନ କରିଥାନ୍ତି I ଆଜିକା ସମୟ ରେ ମଧ୍ୟ ଡାକ୍ତର ହିପାରି କିଛି ଚେର ମୁଲି ସମ୍ବନ୍ଧ ରେ ଆଲୋଚନା କରିଛନ୍ତି I

1.ଧଳା ମୁସଲି -ଧଳା ମୁସଲିର ନାମ ର ଆପଣ ଶୁଣିଥିବେ I ଏହା ର ବ୍ୟବହାର ଦ୍ୱାରା ଈଂଟେକ୍ଟଇଲ ଦିଷଫଙ୍କସନ ହେଇଥାଏ I ଏବଂ ପୁରୁଷ ଙ୍କ ର ସ୍ପରମ ର ମାତ୍ରା ବୃଦ୍ଧି ହେଇଥାଏ I ଯାହା ଦ୍ୱାରା ଶରୀର ର ଇମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି ହେଇଥାଏ I ଏକ ଚାମଚ ଧଳା ମୁସଲି ସହ କିଛି ମିଶ୍ରି ଓ ଏକ ଗ୍ଲାସ କ୍ଷୀର ର ନିୟମିତ ସକାଳେ ସେବନ କରିବା ଉଚିତ I ଏହା ଦ୍ୱାରା ଆପଣ ବିଶେଷ ରୂପେ ଶାରୀରିକ ମଜବୁତ ପାଇପାରିବେ I

2.ଅଶ୍ଵଗନ୍ଧା – ଅଶ୍ଵଗନ୍ଧା ର ସେବନ ଦ୍ୱାରା ଶରୀର ର ଥକାପଣ , ସ୍ପରମ ର ମାତ୍ରା ବୃଦ୍ଧି ହେବା ଓ ଶରୀର ର ଇମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି ହେଇଥାଏ I ଟିକେ ଉଷୁମ କ୍ଷୀର ରେ ଏକ ଚାମଚ ଅଶ୍ଵଗନ୍ଧା ପାଉଡର ପକାଇବା ଉଚିତ I

3.ସାତାବର – ସାତାବର ର ସେବନ ଦ୍ୱାରା ମଧ୍ୟ ଥକାପଣ , କମଜୋରୀ , ଧାତୁ କମ ଥିବା ର ସମସ୍ୟା ଆଦି ଦୂର ହେଇଥାଏ I ଏକ ଚାମଚ ସାତାବର ରେ ଆପଣ କିଛି ମିଶ୍ରି ଓ କିଛି ଗାଈ ଘିଅ ମିଶାଇ ଏହା ର ସେବନ କରିପାରିବେ I

4.ଶିଳାଯିତ – ଶିଳାଯିତ ର ବ୍ୟବହାର ଦ୍ୱାରା ଶରୀର ର କମଜୋରୀ ଆଦି ସମସ୍ୟା ଦୂର ହେବା ସହ ଶରୀର କୁ ଏନର୍ଜି ମିଳିଥାଏ I ଏହା ଦ୍ୱାରା ବାର୍ଦ୍ଧକ୍ୟ ସମସ୍ୟା ରେ କମଜୋରୀ ମଧ୍ୟ ଦୂର ହେଇଥାଏ I ସେହିପରି ଯେଉଁ ପୁରୁଷ ଙ୍କ ର ନପୁଂସକ ସମସ୍ୟା ରହିଥାଏ ଏହା ମଧ୍ୟ ଦୂର ହେଇଥାଏ I

5.କେସର – କେସର ର ବ୍ୟବହାର ଦ୍ୱାରା ମଧ୍ୟ ଧାତୁ ବୃଦ୍ଧି ହେଇଥାଏ , ଶରୀର ର କମଜୋରୀ ଦୂର ହେଇଥାଏ I ଯେଉଁ ପୁରୁଷ ମାନେ ଶୀଘ୍ର ଥକିଯାଇଥାଏ ଏହା ମଧ୍ୟ ଦୂର ହେଇଥାଏ I ଏହି କେଶର କୁ ସାମାନ୍ୟ ଉଷୁମ କ୍ଷୀର ରେ ମିଶାଇ ସେବନ କରିବା ଉଚିତ I

The post ଷ୍ଟାମୀନା ବଢାଇବା ପାଇଁ ରାଜା ମହାରାଜା ମାନେ କରୁଥିଲେ ଏହି ଜିନିଷର ବ୍ୟବହାର, ସେଥି ପାଇଁ ଏକା ସାଙ୍ଗରେ ଏତେ ରାଣୀଙ୍କୁ ସମ୍ଭାଳି ପାରୁଥିଲେ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here