ଶୀତ ଋତୁରେ ନଡ଼ିଆ ତେଲରେ ଏହି ଜିନିଷ ମିଶାଇକି ଲଗାଇ ଦିଅନ୍ତୁ, ଚେହେରା କଳା ପଡିବା, ସ୍କିନ ଡ୍ରାଏ ହେବା ମୂଳରୁ ସବୁ ହେଇଯିବ ଭଲ

0
Advertisement

ନଡ଼ିଆ ତେଲରେ ଶୋଇବା ପୁର୍ବରୁ ଏହି ଦୁଇ ଜିନିଷ ମିଶାଇକି ଲଗାନ୍ତୁ ପୂରା ଶରୀର ଗୋରା ରଙ୍ଗ ହୋଇଯିବ । ଆମେ ଯେଉଁ ଉପଚାର ବିଷୟରେ କହିବାକୁ ଯାଉଛୁ ବହୁତ ଅଧିକ କାର୍ଯ୍ୟକାରୀ ହୋଇଥାଏ ଯାହା ଆପଣଙ୍କ ଚର୍ମକୁ ସବୁବେଳେ ସୁସ୍ଥ ଏବଂ କୋମଳ ରଖିଥାଏ । ଏହା ଆପଣଙ୍କ ଶରୀରର କିଛି ବି କ୍ଷତି କରାଏ ନାହିଁ । ଜଦି ଆପଣ ଶୋଇବା ପୂର୍ବରୁ ଏହା ଲଗେଇବେ ତେବେ ଆପଣଙ୍କ ଚର୍ମରେ ଥିବା କଳା ଦାଗକୁ କମ୍ କରିଦେବ ।

ଏହା ସମସ୍ତ ପ୍ରକାର ଚର୍ମ ପାଇଁ ଏହି ଉପଚାର ବହୁ ଲାଭ ଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ । ପ୍ରଥମେ ଏକ ଚାମଚ ନଡିଆ ତେଲକୁ ନିଅନ୍ତୁ । ନଡ଼ିଆ ତେଲ ଆମ ଶରୀରକୁ ହାଇଡ୍ରେଟ କରେ ଏବଂ ନଡ଼ିଆ ତେଲ ଯାହା ଆମ ଚର୍ମରେ moisturizing କରି ରଖେ ତା ସହିତ ଇଏ ଚର୍ମକୁ ଗ୍ଲୋ ରଖେ ।

ଏକ ଚାମଚ ନଡିଆ ତେଲ ନେବା ପରେ କଞ୍ଚା ଦୁଗ୍ଧ ତା ସହିତ ନିଅନ୍ତୁ । ଦୁଗ୍ଧ ଯାହା ଆମ ଶରୀରରୁ dirt, pollution ଭଳି ଭଳି ମଇଳାକୁ ବାହାର କରିବାରେ ବହୁତ ଭଲ କାମ କରିଥାଏ । ସେଥିରେ ୨ ଚାମଚ କଞ୍ଚା ଦୁଗ୍ଧ ମିଶାନ୍ତୁ । ତାପରେ ଆମେ ସେଥିରେ ଆଲୋବେରା ଜେଲ ନେଇ ନିଅନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଶୋଇବା ପୂର୍ବରୁ ଲଗାନ୍ତୁ ।

ଏହା ବହୁ ପ୍ରଭାବଶାଳୀ ହୋଇଥାଏ ଯାହା ୩ ରୁ ୪ ଦିନରେ କାମ ଦେଖେଇବା ଆରମ୍ଭ କରିଦେଇଥାଏ । ଏହା ଶରିରର ଚର୍ମରେ ଗ୍ଲୋ କରିବା ଆରମ୍ଭ କରିଦିଏ, ଆଉ ଏହା ଯେତେ ପରିମାଣରେ ବଢାଇଦିଏ ଯାହା ଆପଣଙ୍କୁ ବିଶ୍ୱାସ ହେବନାହିଁ । ଯାହା ଆମେ ଆପଣଙ୍କୁ କହିଲୁ ଏହାକୁ ଭଲ ଭାବରେ mixing କରନ୍ତୁ ।

Mix ପରେ ଏହାକୁ ଆପଣ ୩ ରୁ ୪ ଦିନ ବହୁତ ଭଲ ଭାବରେ ବ୍ୟବହାର କରି ପାରିବେ । ଯଦି ଆପଣ ଏହାକୁ ଫ୍ରେଶ ବ୍ୟବହାର କରୁଛନ୍ତି ତେବେ ଫ୍ରେଶ ବନାଇ ଦିଅନ୍ତୁ ଏବଂ ଏହାର ଲଗେଇବା ଉପାୟ ଆପଣଙ୍କୁ କହିଦେବୁ । ଏହ ଉପଚାର କୁ ଶରୀରର ଯେଉଁ ଅଂଶରେ ଲଗାଇବାର ଅଛି ସେଠି ଆପଣ ଲଗାଇ ସାରିବା ଏହାକୁ ଭଲ ଭାବରେ ମାଲିସ୍ କରନ୍ତୁ ।

ଯେପର୍ଯ୍ୟନ୍ତ ଏହା ଗ୍ଲୋ ନ କରିଛି ସେ ପର୍ଯ୍ୟନ୍ତ ଏହାକୁ ମାଲିସ୍ କରନ୍ତୁ । ଏହି ଉପଚାର କୁ ଜଦି ଗୋଟିଏ ସପ୍ତାହ ବ୍ୟବହାର କରୁଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସ୍କିନ ଗ୍ଲୋ କରିବ । ଏହି ଉପାୟ ଟିକୁ ଜଦି ଆପଣ ନିୟମିତ ରୂପେ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କର ଚର୍ମକୁ ସୁରକ୍ଷିତ ରଖିବା ସହିତ ଆପଣଙ୍କର ଚର୍ମ ଗ୍ଲୋ କରିଥାଏ । ଏହି ଘରୋଇ ଉପଚାର ଯାହା ଆପଣଙ୍କୁ ଅନ୍ୟ କୌଣସି ଜୀନିଷରେ ବା ମାର୍କେଟ ମିଳୁଥିବା ଜିନିଷରେ ମିଳିବ ନାହିଁ । ଉପାୟ ଟି କେମିତି ଲାଗିଲା କମେଣ୍ଟରେ ଲେଖି ଜଣାନ୍ତୁ ।

The post ଶୀତ ଋତୁରେ ନଡ଼ିଆ ତେଲରେ ଏହି ଜିନିଷ ମିଶାଇକି ଲଗାଇ ଦିଅନ୍ତୁ, ଚେହେରା କଳା ପଡିବା, ସ୍କିନ ଡ୍ରାଏ ହେବା ମୂଳରୁ ସବୁ ହେଇଯିବ ଭଲ appeared first on Odia News.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //headlines9.com/sitadinare-nadia-telare-misai-lagaile/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here