ଲାଲା ଲଜପତ୍ ରାୟଙ୍କ ଜନ୍ମ ଓ ମୃତ୍ୟୁ ତାରିଖରେ ସମାନ ରହିଛି ଏହି ସଂଖ୍ୟା

0
Advertisement


ଭୁବନେଶ୍ବର: ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା ଲାଲା ଲଜପତ୍ ରାୟଙ୍କ ଆଜି ହେଉଛି ୧୫୫ତମ ଜନ୍ମ ଜୟନ୍ତୀ। ୧୮୬୫ ଜାନୁଆରୀ ୨୮ରେ ପଞ୍ଜାବର ମୋଗା ଜିଲାରେ ଲାଲା ଲଜପତ୍ ରାୟ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୨୮ ନଭେମ୍ବର ୧୭ରେ ଇହଲୀଳା ସମ୍ବରଣ କରିଥିଲେ। ତେବେ ତାଙ୍କର ଏହି ଜନ୍ମ ଓ ମୃତ୍ୟୁ ତାରିଖରେ ଦୁଇଟି ସଂଖ୍ୟା ସମାନ ରହିଛି। ତାହା ହେଉଛି ୨୮। ଅର୍ଥାତ୍ ଜାନୁଆରୀ ୨୮ ତାଙ୍କ ଜନ୍ମ ତାରିଖ ହୋଇଥିବା ବେଳେ ୧୯୨୮ ତାଙ୍କ ତିରୋଧାନ ମସିହା। ଏଥିରେ ୨୮ ସଂଖ୍ୟା ସମାନ ରହିଛି।

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: )

LEAVE A REPLY

Please enter your comment!
Please enter your name here