ଲକଡାଉନରେ ଏହି ଟିଭି ଅଭିନେତ୍ରୀ ନିଜ ଘରେ କରିଦେଲେ ଆତ୍ମହତ୍ୟା, ମାରିବାର ଠିକ ପୁର୍ବରୁ କହିଦେଇ ଗଲେ ଏପରି କଥା ….

0
Advertisement

ଦେଶ ରେ ବର୍ତମାନ କରୋନା ମହାମାରୀ ଜାରି ରହିଛି | ଏପରି ଅପାତକାଳୀନ ସ୍ତିତି କୁ ନିୟନ୍ତ୍ରଣ ରେ ରଖିବା ପାଁଇ ଭାରତ ସରକାର ସାରା ଦେଶ ରେ ଲକଡାଉନ ନିୟମ ଜାରି କରିଛନ୍ତି I ତେବେ ବର୍ତମାନ ସମୟରେ ଟିଭି ଅଭିନେତ୍ରୀ ମାନେ ବି ଏଥି ପାଇଁ ବିରକ୍ତ ହେଇଯାଇଛନ୍ତି I ବିଗତ ଦିନ ରେ ବଜରଙ୍ଗ ନଗର ରେ ରହୁଥିବା 25 ବର୍ଷୀୟ ଟିଭି ଅଭିନେତ୍ରୀ ନିଜ ଘରେ ହିଁ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି | ମୃତ୍ୟୁ ର କାରଣ ତାଙ୍କ କ୍ୟାରିୟର ଖରାପ ବୋଲି କୁହାଯାଉଛି |

ଘରେ କରିଥିଲେ ଆତ୍ମହତ୍ୟା
ଅଭିନେତ୍ରୀ ପ୍ରେକ୍ଷ୍ୟ ଙ୍କ ର ପିତା ରବୀନ୍ଦ୍ର ମେହତା ଓ ମା ଜଣେ ହାଉସୱାଇଫ ଅଟନ୍ତି I ପିତା ଙ୍କ ର ବଜରଙ୍ଗ ନଗର ରେ ଏକ ଜେନେରାଲ ଷ୍ଟୋର ରହିଛି I ପ୍ରେକ୍ଷ୍ୟ ନିଜ ର ଅନେକ ସ୍ବପ୍ନ କୁ ସାକାର କରିବା କୁ ଚାହୁଁଥିଲେ I ଏବଂ ଏହି କାରଣ ରୁ ସେ ଗ୍ଲାମର ଦୁନିଆ କୁ ଚୟନ କରିଥିଲେ I ସେ କ୍ରାଇମ ପେଟ୍ରୋଲ ପରି ସିରିଏଲ ରେ ମଧ୍ୟ କାମ କରିଥିଲେ I ଯେତେବେଳେ ସେ ଦେଖିବା କୁ ପାଇଲେ କି ସେ ନିଜ କ୍ୟାରିୟର ରେ ବିଶେଷ ଉର୍ନତି କରୁନାହାନ୍ତି ତେବେ ସେ ମାନସିକ ଦୁଶ୍ଚିନ୍ତା ରେ ଘେରି ରହିଥିଲେ I ମଙ୍ଗଳବାର ଭୋର 5 ଟା ରେ ପ୍ରେକ୍ଷ୍ୟ ଙ୍କ ର ମା ସକାଳୁ ତାଙ୍କୁ ଉଠାଇବା କୁ ଯିବାରୁ ସେ ଦେଖିବା ପାଇଲେ କି ସେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି I ଏହା ପରେ ସେ ଦୌଡ଼ି ଯାଇ ପଡୋଶୀ ଘରେ ଖବର ଦେଇଥିଲେ ଓ ହସ୍ପିଟାଲ ନେଇଯାଇଥିଲେ I କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ I

କାମ ନ ମିଳିବାରୁ ଥିଲେ ଚିନ୍ତା ରେ
ପ୍ରେକ୍ଷ୍ୟ ଙ୍କ ର ଘର ଲୋକେ କୁହନ୍ତି କି ପ୍ରେକ୍ଷ୍ୟ ନିଜ କ୍ୟାରିୟର କୁ ନେଇ ଚିନ୍ତା ରେ ରହିଥିଲେ I ଏବଂ ଅନେକ ଦୁଶ୍ଚିନ୍ତା ରେ ରହୁଥିଲେ I 3 ବର୍ଷ ସେ ମୁମ୍ବାଇ ରେ ରହିକି ସିରିଏଲ ରେ କାମ କରିଥିଲେ I କ୍ରାଇମ ପ୍ରେଟ୍ରୋଲ ର କିଛି ଏପିସୋଡ଼ ରେ ମଧ୍ୟ ସେ କାମ କରିଥିଲେ I ଏବଂ ସଖା ନାମ ଏକ ଫିଲ୍ମ ରେ ଲିଡ଼ ରୋଲ ରେ ଅଭିନୟ କରିଥିଲେ | ଏହା ଛଡା ତାଙ୍କର ୟୁଟୁବରେ ଆଲବମ ସଙ୍ଗ ଡେୟାର ତୁ ଲଭ ବି ଲୋକମାନେ ଦେଖି ଥିଲେ | ମାରିବା ପୁର୍ବରୁ ସେ ସୋସିଆଲ ମିଡିଆରେ ଲେଖିଥିଲେ- ସବୁଠାରୁ କଷ୍ଟ ଦାୟକ ହେଇଥାଏ ସ୍ୱପ୍ନର ମୃତ୍ୟୁ |

ପ୍ରେକ୍ଷ୍ୟ ଭୋପାଲ ରେ ଫିଲ୍ମ ଆଣ୍ଡ ଡ୍ରାମା ଏକାଡେମୀ ରେ ଏକ ବର୍ଷ ଅଭିନୟ ର କୋର୍ସ କରିଥିଲେ I କିଛି ସମୟ ପରେ ସେ ଅଭିନୟ କରିବା କୁ ସୁଯୋଗ ମଧ୍ୟ ପାଇଥିଲେ I ଏପରି ସେ 8 ଗୋଟି ନାଟକ ରେ ମଧ୍ୟ ଅଭିନୟ କରିଥିଲେ I ତାଙ୍କ ର ପିତା ମାତା ଙ୍କ ଛଡା ଛୋଟ ଭଉଣୀ ମଧ୍ୟ ଅଛନ୍ତି I ପୋଲିସ ଙ୍କ ର ରିପୋର୍ଟ ଅନୁସାରେ ତାଙ୍କ ର ବୟସ ମାତ୍ର 25 ବର୍ଷ ଥିଲା I ଏବଂ ଫାସୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି I

The post ଲକଡାଉନରେ ଏହି ଟିଭି ଅଭିନେତ୍ରୀ ନିଜ ଘରେ କରିଦେଲେ ଆତ୍ମହତ୍ୟା, ମାରିବାର ଠିକ ପୁର୍ବରୁ କହିଦେଇ ଗଲେ ଏପରି କଥା …. appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here