ରୋହି ମାଛ ଖାଉଥିବା ବ୍ୟକ୍ତି ମାନେ ଏହି ଖବର ନିଶ୍ଚୟ ପଢନ୍ତୁ… ଆଉ କେବେବି ଆପଣ …

0
Advertisement

ରୋହି ମିଠା ପାଣି ରେ ଚାଷ କରାଯାଇଥାଏ I ଅଧିକାଂଶ ଲୋକେ ରୋହି ମାଛ ଖାଇବାକୁ ପସନ୍ଦ କରିଥାନ୍ତି I ତେବେ ଏହି ରୋହି ମାଛ ରେ କିଛି ବିଶେଷ ଜିନିଷ ରହିଛି ଯେପରି ମୀନ ପକ୍ଷ ର ନାମ ପେକ୍ତରେଲ ଫିଂନ , ପୁଷଥ ଫିନ , ଏନଲପାନଖ ରହିଥାଏ I ଏହି ମାଛ ର ଶରୀର ରେ ସୈକଲଡ ରହିଥାଏ I

ରୋହି ମାଛ ର ଫାଇଦା

1.କ୍ୟାନ୍ସର ରୋଗ
ଯେଉଁ ଲୋକେ ନିୟମିତ ରୋହି ମାଛ ସେବନ କରିଥାନ୍ତି ସେମାନେ କ୍ୟାନ୍ସର ରୋଗ ରୁ ଦୁରେଇ ରହିଥାନ୍ତି I ଏହି ମାଛ ରେ ଓ଼ମେଗା 3 ଫ୍ୟାଟି ଏସିଡ଼ ରହିଥାଏ I ଯାହା କି କ୍ୟାନ୍ସର ରୁ ବଂଚାଇଥାଏ I

2.ମସ୍ତିଷ୍କ ସତେଜ ରହିଥାଏ
ଯଦି ଆପଣ ଚାହୁଁଛନ୍ତି କି ନିଜ ର ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ତେବେ ନିୟମିତ ରୋହି ମାଛ ର ସେବନ କରିବା ଉଚିତ I ଏହି ରୋହି ମାଛ ରେ ଫ୍ୟାଟି ଏସିଡ ରହିଥାଏ I ଏହା ଆମ ର ସ୍ମରଣ ଶକ୍ତି ବୃଦ୍ଧି କରିଥାଏ I

The post ରୋହି ମାଛ ଖାଉଥିବା ବ୍ୟକ୍ତି ମାନେ ଏହି ଖବର ନିଶ୍ଚୟ ପଢନ୍ତୁ… ଆଉ କେବେବି ଆପଣ … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : //odianews24.info/rohi-machha-khaibaku-pasanda/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here