ରୀତିକ ରୋଶନଙ୍କୁ ନେଇ ‘କଙ୍ଗନା ରନୋତ’ କରିଲେ ବଡ ଖୁଲାସା, କହିଲେ-“ସେ ରାତି ଭରି ମୋ ପ୍ରାଇଭେଟ ଜନିଷ ସହ….

0
Advertisement


ଅଭିନେତ୍ରୀ କଙ୍ଗନା ବଲିଉଡ ରେ ନିଜ ର ବୟାନବାଜି କୁ ନେଇ ସର୍ବଦା ଚର୍ଚା ରେ ରହିଥାନ୍ତି I କୌଣସି ବି ଘଟଣା ରେ କଙ୍ଗନା ନିଜ ର ମତାମତ ଦେଇଥାନ୍ତି I କଙ୍ଗନା ସର୍ବଦା ହିଁ ନିଜ ର ଏପରି ବୟାନ କୁ ନେଇ ଚର୍ଚା ର କେନ୍ଦ୍ର ରେ ରହିଥାନ୍ତି I ସର୍ବଦା କଙ୍ଗନା ଅନେକ କିଛି ସାମାଜିକ ଘଟଣା ଉପରେ ନିଜ ର ମତାମତ ଦେଇଥାନ୍ତି I ବିଗତ ଦିନ ରେ କଙ୍ଗନା , ଅଭିନେତ୍ରୀ ଦୀପିକା ଙ୍କ ର ଯେଏନୟୁ ପରିଦର୍ଶନ କୁ ନେଇ ବଡ଼ ବୟାନ ଦେଇଛନ୍ତି I

କିଛି ସମୟ ପୂର୍ବ ରୁ କଙ୍ଗନା ରିତୀକ ଙ୍କ ସହ ବିବାଦ ହେଇଥିଲା ଯାହା କୁ ନେଇ ସେ ଅନେକ କିଛି ଟିପଣି ଦେଇଥିଲେ I ଇତି ମଧ୍ୟ ରେ କଙ୍ଗନା , ରୀତିକ ଙ୍କ ଉପରେ କିଛି ଦୋଷାରୋପ କରିଛନ୍ତି I ଯାହା କୁ ଜାଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I କଙ୍ଗନା କହିଛନ୍ତି କି ସେ ରାତି ସାରା ମୋର ପ୍ରାଇଭେଟ ଜିନିଷ ର ଅପ ବ୍ୟବହାର କରିଛନ୍ତି I

କଙ୍ଗନା , ରୀତିକ ଙ୍କୁ ନେଇ ଏକ ବିବାଦୀୟ ଇଣ୍ଟରଭିୟୁ ଦେଇଛନ୍ତି I ଏବଂ କଙ୍ଗନା କହିଛନ୍ତି ରାତି ସାରା ରିତୀକ ମୋର କିଛି ପ୍ରାଇଭେଟ ଜିନିଷ ର ବ୍ୟବହାର କରିଥିଲେ I

କଙ୍ଗନା କହିଛନ୍ତି , ରୀତିକ ତାଙ୍କ ର ଇମେଲ ଆକାଉଣ୍ଟ ର ଖରାପ ବ୍ୟବହାର କରିଛନ୍ତି I ରୀତିକ ଙ୍କ ପାଖ ରେ ମୋ ଇମେଲ ର ପାସ୍ୱାର୍ଡ ଥିଲା I ଏବଂ ସେ ରାତିସାରା ମୋ ଇମେଲ ଲଗିଂନ କରିଥିଲେ I ସେ ମୋ ଆକାଉଣ୍ଟ ରୁ ତାଙ୍କ ନିଜ ଆକାଉଣ୍ଟ କୁ କିଛି ଖରାପ ମେଲ ମଧ୍ୟ କରିଛନ୍ତି I ଏହି ପୁରା ମାମଲା କୁ ନେଇ କଙ୍ଗନା ରୀତିକ ଙ୍କ ର ପିତା ରାକେଶ ରୋଶନ ଙ୍କ ପାଖ ରେ ଅଭିଯୋଗ ମଧ୍ୟ କରିଛନ୍ତି I କିନ୍ତୁ ରାକେଶ ରୋଶନ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ I ତେବେ ଏପରି ମାମଲା ଓ ଏପରି କଙ୍ଗନା ଙ୍କ ର ବୟାନ କୁ ନେଇ ସବୁ ଲୋକେ ମଧ୍ୟ ବେଶ ଆଶ୍ଚଯ୍ୟ ହେଇଛନ୍ତି I

The post ରୀତିକ ରୋଶନଙ୍କୁ ନେଇ ‘କଙ୍ଗନା ରନୋତ’ କରିଲେ ବଡ ଖୁଲାସା, କହିଲେ-“ସେ ରାତି ଭରି ମୋ ପ୍ରାଇଭେଟ ଜନିଷ ସହ…. appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here