
ସିମ୍ଲା: ନାଗରିକତା ସଂଶୋଧନ ଆଇନକୁ ନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଚ୍ୟାଲେଂଜ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ସିଏଏ ଦ୍ବାରା ଲୋକେ ନାଗରିକତା ହରାଇବେ ବୋଲି ବାରମ୍ବାର ବୟାନ ଦେଉଥିବାରୁ ଆଜି ଶାହ ତାଙ୍କୁ ଚ୍ୟାଲେଂଜ କରି କହିଛନ୍ତି ଯେ ରାହୁଲ ଗାନ୍ଧି ଏହା ପ୍ରମାଣ କରିବା ଆବଶ୍ୟକ। ନାଗରିକତା ସଂଶୋଧନ ଆଇନରେ ଏଭଳି କୌଣସି ପ୍ରାବଧାନ ନଥିଲେ ମଧ୍ୟ ଦେଶରେ ବିଭ୍ରାନ୍ତି, ଉତ୍ତେଜନା ଏବଂ ହିଂସା ସୃଷ୍ଟି ପାଇଁ ରାହୁଲ ଗାନ୍ଧି ଏଭଳି ବୟାନ ଦେଉଛନ୍ତି ବୋଲି ଶାହ କହିଛନ୍ତି। ଦେଶବାସୀ ଏଭଳି ବିଭ୍ରାନ୍ତିକୁ ନେଇ ସତର୍କ ରହିବା ଆବଶ୍ୟକ ବୋଲି ଶାହ କହିଛନ୍ତି।
Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

