ଯେଉଁ ଦମ୍ପତି ମାନେ ବର୍ଷର ଏହି ମାସରେ ବିବାହ କରିଥାନ୍ତି, ଜୀବନ ସାରା ସେମାନେ ଖୁସିରେ ରହିଥାନ୍ତି…. ଜାଣି ରଖନ୍ତୁ

0
Advertisement


ମନୁଷ୍ୟ ଜୀବନ ରେ ବିବାହ ଏକ ବଡ଼ ନିଷ୍ପତି ଅଟେ I ବିବାହ ପରେ ମନୁଷ୍ୟ ଜୀବନ ରେ ଅନେକ ପରିବର୍ତନ ଦେଖିବା କୁ ମିଳିଥାଏ I ବିବାହ ଦ୍ୱାରା ଦୁଇଟି ହୃଦୟ ର ମିଳନ ହେଇଥାଏ I ଏହା ସହ ଦୁଇଟି ପରିବାର ମଧ୍ୟ ଏକ ହେଇଥାନ୍ତି I ଏକ ବିବାହ କୌଣସି ବି ପୁଅ କିମ୍ବା ଝିଅ ଙ୍କ ର ଜୀବନ ର ଏକ ବଡ଼ ନିଷ୍ପତି ହେଇଥାଏ I କିନ୍ତୁ ଜୀବନ ରେ ସେତେବେଳେ ଏକ ବଡ଼ ଝଡ଼ ସୃଷ୍ଟି ହେଇଥାଏ ଯେତେବେଳେ ଏହି ନିର୍ଣ୍ଣୟ ଭୁଲ ହେଇଯାଇଥାଏ I

ଏକ ବିବାହ ପରେ ପତି ପତ୍ନୀ ସାରା ଜୀବନ ଏକାଠି ଜୀବନ ବିତାଇଥାନ୍ତି I କିନ୍ତୁ ଅନେକ କ୍ଷେତ୍ର ରେ ବିବାହ ପରେ ଦମ୍ପତି ଙ୍କ ର ଏହି ଅଭିଯୋଗ ରହିଥାଏ କି ତାଙ୍କ ପାର୍ଟନର ଅନେକ ବଦଳି ଯାଇଛନ୍ତି I ଦେଖିବା କୁ ଗଲେ ବିବାହ ପରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଭୁଲ ବୁଝାମଣା I ତେବେ ଆଜି ଆମେ ବର୍ଷ ର ସେହି ମାସ ବିଷୟ ରେ କହିବା କୁ ଯାଉଛୁ ଯେଉଁ ମାସ ରେ ବିବାହ କରିଲେ ପତି ପତ୍ନୀ ଖୁସି ରେ ରହିଥାନ୍ତି I

ଜାଣି ରଖନ୍ତୁ କି ଯେଉଁ ଦମ୍ପତି ବର୍ଷ ର ଜାନୁୟାରୀ ଓ ଫ୍ରେବୁଆରି ମାସ ରେ ବିବାହ କରିଥାନ୍ତି ସେମାନେ ବେଶ ଆରାମ ଦାୟକ ଜୀବନ ବ୍ୟତୀତ କରିଥାନ୍ତି I ଏହି ମାସ ରେ ବିବାହ କରିଥିବା ଦମ୍ପତି ପରସ୍ପର କୁ ସରପ୍ରାଇଜ ଦେଇଥାନ୍ତି I ମାର୍ଚ୍ଚ ଓ ଅପ୍ରେଲ ରେ ବିବାହ କରୁଥିବା ଦମ୍ପତି ବହୁତ ରୋମାଣ୍ଟିକ ନେଚର ର ହେଇଥାନ୍ତି I ଏହି ମାସ ରେ ବିବାହ କରୁଥିବା ଲୋକେ ପରସ୍ପର ର ବହୁତ ଅଧିକ କେୟାର ନେଇଥାନ୍ତି I ମଇ ଓ ଜୁନ ମାସ ରେ ଯେଉଁ ଦମ୍ପତି ବିବାହ କରିଥାନ୍ତି ସେମାନେ ନିଜ ପାର୍ଟନର ଙ୍କୁ ଖୁସି କରିବା କୁ ଅନେକ ଉପାୟ ଆପଣେଇଥାନ୍ତି I କିନ୍ତୁ ଏହି ଉପାୟ କାମ ଦେଇ ନ ଥାଏ ଓ ହଇରାଣ ହେଇଥାନ୍ତି I

ଜୁଲାଇ ଓ ଅଗଷ୍ଟ ମାସ ରେ ବିବାହ କରୁଥିବା ଲୋକେ ପରସ୍ପର ର ଅଧିକ କେୟାର ନେଇଥାନ୍ତି I ଏପରି ପାର୍ଟନର ପରିବାର ର ଖୁସି ଓ ପରିବାର ର ଭବିଷ୍ୟତ ମଧ୍ୟ ଦେଖିଥାନ୍ତି I ଭବିଷ୍ୟତ ପାଁଇ ନିଜ କୁ ଆର୍ଥିକ ରୂପେ ମଜବୁତ କରିଥାନ୍ତି I ସେପ୍ଟେମ୍ବର ରୁ ଅକ୍ଟୋବର ମାସ ରେ ବିବାହ କରୁଥିବା ଦମ୍ପତି ପରସ୍ପର କୁ ଅଧିକ ପ୍ରେମ କରିଥାନ୍ତି I ବୁଲାବୁଲି ରେ ଅଧିକ ସମୟ ବିତାଇଥାନ୍ତି I ନଭେମ୍ବର ଓ ଡିସେମ୍ବର ରେ ବିବାହ କରୁଥିବା ଲୋକେ ସବୁଠାରୁ ଅଧିକ ଭାଗ୍ୟଶାଲୀ ହେଇଥାନ୍ତି I ଏବଂ ଏହା ଏକ ପରଫେକ୍ଟ ଯୋଡି ମଧ୍ୟ ହେଇଥାଏ I

The post ଯେଉଁ ଦମ୍ପତି ମାନେ ବର୍ଷର ଏହି ମାସରେ ବିବାହ କରିଥାନ୍ତି, ଜୀବନ ସାରା ସେମାନେ ଖୁସିରେ ରହିଥାନ୍ତି…. ଜାଣି ରଖନ୍ତୁ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here