ଯିଏ ରାନୁ ମଣ୍ଡ ଙ୍କୁ ସୋସିଆଲ ମିଡ଼ିଆରେ କରିଲେ ଫେମସ, ତାଙ୍କ ଉପରେ ରାନୁ ମଣ୍ଡଳଙ୍କର ଝିଅ ଲଗାଇଲେ ଗମ୍ଭୀର ଆରୋପ…

0
Advertisement


ଲତା ମଞ୍ଜେସ୍କାର ଙ୍କ ର ଗୀତ ଗାଈ ରାନୁ ମଣ୍ଡଳ ରାତା ରାତି ଫେମସ ହେଇଯାଇଥିଲେ I ତାଙ୍କ ର ସୁନ୍ଦର କଣ୍ଠ ସ୍ୱର ସମସ୍ତ ଙ୍କୁ ବେଶ ପସନ୍ଦ ଆସିଥିଲା I ସେ ରେଳ ଷ୍ଟେସନ ରେ ଗୀତ ଗାଈ ଫେମସ ହେଇଥିଲେ I ଏହା ପରେ ହିଁମେସ ରେଶମିଆ ଙ୍କ ର ସହଯୋଗ ରେ ସେ ଗୀତ ଗାଇବାକୁ ମଧ୍ୟ ସୁଯୋଗ ପାଇଥିଲେ I ତେବେ ଇତି ମଧ୍ୟ ରେ ତାଙ୍କ ଝିଅ ଏଲିଜବେଥ ଏକ ବଡ଼ ବୟାନ ଦେଇଛନ୍ତି I


ବିଗତ ଦିନ ରେ ଏଲିଜବେଥ ଦେଇଥିବା ଇଣ୍ଟରଭିୟୁ ଅନୁସାରେ ତାଙ୍କ ମା ଙ୍କୁ ତାଙ୍କ ବିରୋଧ ରେ କେହି ଭଡକାଇବାକୁ ଚେଷ୍ଟା କରୁଛନ୍ତି I ଏବଂ ସେହି ବ୍ୟକ୍ତି ହେଉଛନ୍ତି ଅନିନ୍ଦ୍ର ଚକ୍ରବର୍ତୀ I ଏହି ବ୍ୟକ୍ତି ଯିଏ କି ରାନୁ ମଣ୍ଡଳ ଙ୍କ ର ଗୀତ ସୋସିଆଲ ମିଡ଼ିଆ ରେ ଭାଇରଲ କରିଥିଲେ I ଏଲିଜବେଥ ଙ୍କ କହିବା ଅନୁସାରେ ମୋତେ କିଛି ଲୋକେ ଧମକାଇଥିଲେ ତେଣୁ ମୁ ମୋର ମା ଙ୍କୁ ସେ ସମୟ ରେ ଛାଡିଦେଇଥିଲି I

ଏଲିଜବେଥ ଙ୍କ କହିବା ଅନୁସାରେ ସେ ତାଙ୍କ ମା ଙ୍କୁ ଯେତେବେଳେ ଦେଖା ହେବାକୁ ଯାଉଥିଲେ ସାଙ୍ଗ ରେ ଖାଦ୍ୟ ଓ କିଛି ଟଙ୍କା ମଧ୍ୟ ନେଉଥିଲେ I ଏବଂ ମୋ ପାଟି ଙ୍କ ସହ ମୁ ସୁରି ସିଫ୍ଟ ହେବା ପରେ ମୋ ମା ମଧ୍ୟ ଅନେକ ଥର ମୋତେ ଦେଖା କରିବାକୁ ଆସିଛନ୍ତି I

ଏଲିଜବେଥ ଙ୍କ ର କହିବା ଅନୁସାରେ ତାଙ୍କ ର ଜନ୍ମ ମୁମ୍ବାଇ ରେ ଓ ସେ ସେନ୍ଟ ଜୋସେଫ ସ୍କୁଲ ରେ ପାଠ ପଢୁଥିଲେ I ଏବଂ ତାଙ୍କ ପରିବାର ହେବା ପରେ ଏଲିଜବେଥ ଓ ତାଙ୍କ ପତି ଏକ ବଡ଼ ପରିବାର ରେ ଏକାଠି ରହୁଥିଲେ I କିନ୍ତୁ ଅସୁବିଧା ରେ ଥାଇ ମଧ୍ୟ ମୁ ମୋ ମା କୁ ସବୁ ସମର୍ଥନ କରୁଥିଲି I ଏଲିଜବେଥ ଙ୍କ କହିବା ଅନୁସାରେ ମୋ ମା ମାନସିକ ରୂପେ ବିକୃତ ଅଟେ I

ରାନୁ ପଶ୍ଚିମ ବେଙ୍ଗଲ ର ରାନାଘାଟ ଷ୍ଟେସନ ରେ ଗୀତ ଗାଈ ଚଳୁଥିଲେ I ରାନୁ ସର୍ବଦା ପୁରୁଣା ଗୀତ ଗାଈ ଲୋକ ଙ୍କ ର ମନୋରଞ୍ଜନ କରୁଥିଲେ I କିନ୍ତୁ ଦିନେ ଏତୀନ୍ଦ୍ର ଚକ୍ରବର୍ତୀ ତାଙ୍କ ର ଗୀତ କୁ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିବା ପରେ ଏହା ବେଶ ଭାଇରଲ ହେଇଥଲା I

The post ଯିଏ ରାନୁ ମଣ୍ଡ ଙ୍କୁ ସୋସିଆଲ ମିଡ଼ିଆରେ କରିଲେ ଫେମସ, ତାଙ୍କ ଉପରେ ରାନୁ ମଣ୍ଡଳଙ୍କର ଝିଅ ଲଗାଇଲେ ଗମ୍ଭୀର ଆରୋପ… appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here