ଯଦି ଶୋଇବା ସମୟରେ ଆପଣଙ୍କ ମୁହଁରୁ ମଧ୍ୟ ଲାଳ ବାହାରୁଛି ତେବେ ଏହି ଖବର କୁ ନିଶ୍ଚୟ ପଢନ୍ତୁ, ନଚେତ ପଛରେ ପଶ୍ଚାତାପ କରିବେ

0
Advertisement


ଅନେକ ଲୋକେ ଗଭୀର ନିଦ୍ରା ରେ ଶୋଇବା ପରେ ତାଙ୍କ ମୁହଁ ରୁ ଲାଳ ବାହାରିଥାଏ I ଏହା ଏକ ସାଧାରଣ କଥା ବୋଲି ଲୋକେ ଭାବିଥାନ୍ତି I ଶରୀର ଯଦି ଆପଣ ଙ୍କ ର ସୁସ୍ଥ ନ ଥିବ ତେବେ ହିଁ ଆପଣ ଙ୍କ ର ଶୋଇବା ସମୟ ରେ ମୁହଁ ରୁ ଲାଳ ବାହାରିଥାଏ I ଏହା ର ଅନେକ କାରଣ ମଧ୍ୟ ରହିଛି I

ମୁହଁ ରୁ ଲାଳ ବାହାରିବା
– ମୁହଁ ରୁ ଲାଳ ବାହାରିବା ର ମୁକ୍ଷ୍ୟ କାରଣ ନାକ ଆଲର୍ଜି ହେଇଥାଏ I
-ଅନେକ ସମୟ ରେ ବଜାର ର ଖାଦ୍ୟ ଅଧିକ ସେବନ କରିବା ଦ୍ୱାରା ମଧ୍ୟ ମୁହଁ ରୁ ଲାଳ ବାହାରିଥାଏ I ଶରୀର ରେ ଗଲାଡ଼ସ ହେଇଥାଏ ଯାହା କି ଲାଳ କରିବା ର କାମ କରିଥାଏ I ଖରାପ ଖାଦ୍ୟ ପେୟ କୁ ନେଇ ମଧ୍ୟ ଏପରି ହେଇଥାଏ I
-ପେଟ ଠିକ ନ ଥିଲେ ମଧ୍ୟ ଶୋଇବା ସମୟ ରେ ମୁହଁ ରୁ ଲାଳ ବାହାରିଥାଏ I ଏହା ଛଡା ଟନ୍ସିଲସ ସମସ୍ୟା କାରଣ ରୁ ମଧ୍ୟ ଏପରି ହେଇଥାଏ I

ମୁହଁ ରୁ ଲାଳ ବାହାରିଲେ କରିବେ ଏପରି
ଶୋଇବା ପୂର୍ବ ରୁ କୁଳି କରନ୍ତୁ
ରାତି ରେ ସର୍ବଦା ଶୋଇବା ପୂର୍ବ ରୁ ଆପଣ କୁଳି କରନ୍ତୁ I ଏହା ଦ୍ୱାରା ମୁହଁ ରେ ଅଧିକ ଲାଳ ହେଇ ନ ଥାଏ I ଭୋଜନ କରିବା ପରେ ଯଦି ଆପଣ ଠିକ ରେ ମୁହଁ ଧୁଅନ୍ତି ନାହିଁ ତେବେ ପାଟି ରୁ ଲାଳ ନିର୍ଗତ ହେଇଥାଏ I

ପେଟ ଠିକ ରହିଥାଏ
ପେଟ ଖରାପ ହେଲେ ମଧ୍ୟ ଆପଣ ଙ୍କ ର ଶୋଇବା ସମୟ ରେ ପାଟି ରୁ ଲାଳ ବାହାରିଥାଏ I ଯେଉଁ ଲୋକ ଙ୍କ ର ଏସିଡ଼ିଟି ସମସ୍ୟା ରହିଥାଏ ସେହି ଲୋକ ଙ୍କ ର ଶୋଇବା ସମୟ ରେ ପାଟି ରୁ ଲାଳ ବାହାରିଥାଏ I କେବଳ ଭୁଲ ଖାଦ୍ୟ ଶୈଳୀ କୁ ନେଇକି ହିଁ ପେଟ ଖରାପ ହେଇଥାଏ I

କମ ନିଦ୍ରା
କମ ନିଦ୍ରା କାରଣ ରୁ ମଧ୍ୟ ଶରୀର ଉପରେ ଏହା ଖରାପ ପ୍ରଭାବ ପଡିଥାଏ I ଏହା ଦ୍ୱାରା ପଚନ୍କ୍ରିୟା ମଧ୍ୟ ଖରାପ ହେଇଥାଏ I ଯେଉଁ ଲୋକେ 8 ଘଣ୍ଟା ରୁ କମ ସୋଇଥାନ୍ତି ସେହି ଲୋକେ ଖାଇବା ର ତୁରନ୍ତ ପରେ ସୂଅନ୍ତୁ ନାହିଁ I କିଛି ସମୟ ଚାଲବୁଲ କରନ୍ତୁ I ଏହା ଦ୍ୱାରା ପାଚନ ଠିକ ହେଇଥାଏ I

ବ୍ୟାୟାମ
ଯେଉଁ ଲୋକ ଙ୍କ ର ଶରୀର ସକ୍ରିୟ ହେଇ ନ ଥାଏ ସେହି ଲୋକେ ରାତି ରେ ଶୋଇବା ପରେ ଅଧିକ ଲାଳ ବାହାରିଥାଏ I ତେଣୁ ନିଜ ଶରୀର କୁ ଫିଟ ରଖିବା କୁ ଚେଷ୍ଟା କରନ୍ତୁ ଓ ଦିନ କୁ 30 ମିନିଟ ବ୍ୟାୟାମ କରନ୍ତୁ I

ଘରୋଇ ଉପଚାର
-ମୁହଁ ରୁ ଲାଳ ବାହାରିବା ସମସ୍ୟା ଥିଲେ ଆପଣ ତୁଳସୀ ପତ୍ର ଦିନ କୁ ଦୁଇ ତିନି ଥର ସେବନ କରନ୍ତୁ I ତୁଳସୀ ପତ୍ର ସେବନ କରିବା ଦ୍ୱାରା ଆପଣ ଙ୍କ ର ଏହି ସମସ୍ୟା ଦୂର ହେଇଥାଏ I
-ପ୍ରତୋକ ଦିନ ପାଣି ରେ ଫିଟିକିରି ମିଶାଇ ଏହି ପାଣି କୁ କୁଳି କରନ୍ତୁ I ଏହି ଉପାୟ ଦ୍ୱାରା ମଧ୍ୟ ମୁହଁ ର ଲାଳ ଅଂଶ ଦୂର ହେଇଥାଏ I
-ଡାଲଚିନି ସେବନ କରିବା ଦ୍ୱାରା ମଧ୍ୟ ମୁହଁ ର ଲାଳ ଅଂଶ ବାହାରିବା ଦୂର ହେଇଥାଏ I ଆପଣ ଡାଲଚିନି ପାଉଡର କୁ କ୍ଷୀର ରେ ମିଶାଇ ସେବନ କରିପାରିବେ I

The post ଯଦି ଶୋଇବା ସମୟରେ ଆପଣଙ୍କ ମୁହଁରୁ ମଧ୍ୟ ଲାଳ ବାହାରୁଛି ତେବେ ଏହି ଖବର କୁ ନିଶ୍ଚୟ ପଢନ୍ତୁ, ନଚେତ ପଛରେ ପଶ୍ଚାତାପ କରିବେ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here