ଯଦି କୌଣସି ବିବାହିତା ଯୁବକ ଜଣେ କୁମାରୀ କିମ୍ବା ଜଣେ ବିଧବା ମହିଳାଙ୍କ ସହ ତାଙ୍କ ସହମତିରେ ସମ୍ବନ୍ଧ ରଖନ୍ତି ତେବେ କୌଣସି ଅପରାଧ ନୁହେଁ ଓ ….

0
Advertisement

ଭାରତ ଏକ ବିକାଶଶୀଳ ଦେଶ ଅଟେ I କିନ୍ତୁ ଭାରତ ରେ ରହୁଥିବା ଅନେକ ବ୍ୟକ୍ତି ଙ୍କୁ କିଛି ଆଇନିଗତ ଅଧିକାର ଜଣା ନାହିଁ I ଯାହା ଦ୍ୱାରା ଅଧିକାଂଶ ଲୋକେ ଭ୍ରଷ୍ଟାଚାର ଓ ଧୋକାବାଜି ର ଶିକାର ହେଇଥାନ୍ତି I ଆଜି ଆମେ ଆପଣ ଙ୍କୁ ଏପରି କିଛି ନିୟମ ବିଷୟ ରେ କହିବାକୁ ଯାଉଛୁ ଯାହା ଆପଣ ଜାଣି ନ ଥିବେ I

ଯଦି ଡ୍ରାଇଭିଂ ସମୟ ରେ ଆପଣ ଙ୍କ ର ଶରୀର ରେ 100 ML ରକ୍ତ ରେ 30 MG ର ଆଲକହଲ ବାହାରିଥାଏ ତେବେ ପୋଲିସ ବିନା ୱାରେଣ୍ଟ ରେ ଗିରଫ କରିପାରିବେ I କୌଣସି ବି ପୋଲିସ ଅଫିସର FIR ଲେଖିବାକୁ ମନା କରିପାରିବେ ନାହିଁ I ଏପରି କରିବା ଦ୍ୱାରା ତାଙ୍କୁ 6 ମାସ କିମ୍ଭା 1 ବର୍ଷ ଜେଲ ବି ହେଇପାରେ I ଭାରତ ର କୌଣସି ବି ହୋଟେଲ 166 A ଅନୁସାରେ ଆପଣ ଙ୍କୁ ପାଣି କିମ୍ଭା ବାଥରୁମ ବ୍ୟବହାର କରିବାକୁ ମନା କରିପାରିବେ ନାହିଁ I

ଭାରତୀୟ ଅଧିନିୟମ 1887 5. ଅନୁସାରେ କୌଣସି ବି ବିବାହିତା ବ୍ୟକ୍ତି କୌଣସି ବି ଅବିବାହିତ ଯୁବତୀ କିମ୍ଭା ବିଧବା ମହିଳା ଙ୍କ ସହ ତାଙ୍କ ସହମତି ରେ ଶାରୀରିକ ସମ୍ବନ୍ଧ ରଖିବା କୌଣସି ଅପରାଧ ନୁହେଁ I ଏହି ଘଟଣା କୌଣସି ଅପରାଧିକ ଶ୍ରେଣୀ ଅନ୍ତର୍ଭୁକ୍ତ ନୁହେଁ I ଭାରତୀୟ ଦଣ୍ଡ ସଂହିତା ଧାରା 498 6. ଯଦି କୌଣସି ପୁଅ ଝିଅ ନିଜ ର ସହମତି ରେ ଲିଭ ଇନ ରିଲେସନ ରେ ରହୁଛନ୍ତି ଏହା ବେଆଇନ ନୁହେଁ I

ମୋଟର ବାହାନ ଅଧିନିୟମ ଧାରା 129 ରେ ଗାଡି ଚଳାଇବା ସମୟ ରେ ହେଲମେଣ୍ଟ ପିନ୍ଧିବା ନିୟମ ରହିଛି I ଧାରା 128 ଅନୁସାରେ ଏକ ବାଇକ ରେ କେବଳ 2 ଜଣ ବ୍ୟକ୍ତି ହିଁ ବସିପାରିବେ I କୌଣସି ବି ଟ୍ରାଫିକ ରେ କେହି ଟ୍ରାଫିକ ପୋଲିସ ଗାଡି ରୁ ଚାବି ଛଡାଇ ପାରିବେ ନାହିଁ I ଏପରି ଘଟଣା ରେ ଆପଣ ଉକ୍ତ ଟ୍ରାଫିକ ପୋଲିସ କର୍ମଚାରୀ ଙ୍କ ନାମ ରେ ଅଭିଯୋଗ କରିପାରିବେ I

କେବଳ ମହିଳା ପୋଲିସ କର୍ମୀ ହିଁ ମହିଳା ଙ୍କୁ ଗିରଫ କରି ଥାନା କୁ ଆଣିପାରିବେ I ପୁରୁଷ ପୋଲିସ କର୍ମୀ କୌଣସି ବି ମହିଳା ଙ୍କୁ ଗିରଫ କରିପାରିବେ ନାହିଁ I ଜଣେ ମହିଳା ସନ୍ଧ୍ୟା 6 ଟା ରୁ ସକାଳ 6 ଟା ମଧ୍ୟ ରେ ପୋଲିସ ଷ୍ଟେସନ ଯିବାକୁ ମନା କରିପାରିବେ I ଯଦି ଆପଣ LPG ଗ୍ୟାସ ବ୍ୟବହାର କରୁଛନ୍ତି ଏହା ଫାଟିଯାଏ ତେବେ ଆପଣ 40 ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ପାଇବେ I

The post ଯଦି କୌଣସି ବିବାହିତା ଯୁବକ ଜଣେ କୁମାରୀ କିମ୍ବା ଜଣେ ବିଧବା ମହିଳାଙ୍କ ସହ ତାଙ୍କ ସହମତିରେ ସମ୍ବନ୍ଧ ରଖନ୍ତି ତେବେ କୌଣସି ଅପରାଧ ନୁହେଁ ଓ …. appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/jadi-kounsi-mahila-sahita-rakhibe/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here