ଯଦି ଆପଣଙ୍କ ପାଖରେ ରହିଛି ଏହି ଏକ ଟଙ୍କିଆ ନୋଟ ତେବେ ଆପଣ ହେଇଜିବେ କୋଟିପତି

0
Advertisement

ପ୍ରତୋକ ଦିନ ଆପଣ ଙ୍କ ପାଖ କୁ ଅନେକ ନୋଟ ଆସିଥାଏ ଓ ଯାଇଥାଏ I ଦୋକାନୀ , ବ୍ୟାଙ୍କ ଆଦି ରେ ଆମେ ଅନେକ ଟଙ୍କା ଦେଇ ଦେଇଥାଉ I ଏହି ନୋଟ ମଧ୍ୟ ରେ ଏପରି ଅନେକ ନମ୍ବର ରହିଥାଏ ଯାହା କି ଖୁବ ଦୁର୍ଲଭ ଅଟେ I ଅନେକ ଏପରି ଲୋକେ ଅଛନ୍ତି ଯେଉଁମାନେ ଏହି ନୋଟ ସଂଗ୍ରହ କରିବା ରେ ସଉକିନ ଅଟନ୍ତି I ଏହି ଦୁର୍ଲଭ ନୋଟ ପାଁଇ ଲୋକେ କୋଟି କୋଟି ଟଙ୍କା ମଧ୍ୟ ଦେଇଥାନ୍ତି I

ଯଦି ଆପଣ ଙ୍କ ପାଖ ରେ ଏହି ବିଶେଷ ନମ୍ବର ର ନୋଟ ରହିଛି ତେବେ ଆପଣ ଏହା କୁ ବିକ୍ରୟ କରି କୋଟିପତି ହେଇପାରିବେ I ଏପରି ସୁଯୋଗ କିଛି ଇ କମର୍ସ ୱେବସାଇଟ ଦେଉଛନ୍ତି I ଏଠାରେ 1 ଟଙ୍କା ରୁ ନେଇ 1000 ଟଙ୍କା ର ନୋଟ ବିକ୍ରୟ ହେଉଛି I ଆଜିକା ସମୟ ରେ 1 ଟଙ୍କା ର ମୂଲ୍ୟ କିଛି ବି ନୁହେଁ I କିନ୍ତୁ ଏହି ଏକ ଟଙ୍କା ର ନୋଟ ଆପଣ ଙ୍କୁ କୋଟିପତି କରିପାରିବେ I

ଇ କମର୍ସ ୱେବସାଇଟ ରେ ମୋଟେକ ସିଂ ଅବଦୁର୍ଲବାଳିଆ ଙ୍କ ର ସିଂଗନେଚର ଥିବା 1 ଟଙ୍କା ର ନୋଟ ରହିଛି ତେବେ ଏହା କୁ ଆପଣ 11 ଲକ୍ଷ୍ୟ ରେ ବିକ୍ରୟ କରିପାରିବେ I ଏବଂ ଯେଉଁ ବ୍ୟକ୍ତି ଅଧିକ ଟଙ୍କା ଦେବେ ସେ ହିଁ ଏହା କୁ ନେଇପାରିବେ I

ସେହିପରି ଇୱେ ରେ 100 ଟଙ୍କା ର ଦୁଇଟି ନୋଟ କୁ ଆପଣ 5 ଲକ୍ଷ ପଚାଶ ହଜାର ଟଙ୍କା ରେ ବିକ୍ରୟ କରିପାରିବେ I ଯଦି ଏହା ର ସିରିଏଲ ନମ୍ବର 786 ରହିଛି କିମ୍ୱା ଛଅ ଗୋଟି 000000 ରହିଛି I କିମ୍ବା ଏପରି କିଛି ଭୁଲ ପ୍ରିଣ୍ଟ ହେଇଥିବା ନମ୍ବର ମଧ୍ୟ ରହିଥାଏ I ଏହି ନୋଟ ର 786 ନମ୍ବର ମଧ୍ୟ ରେ , 500 , 1000 ଓ 1 ର ଦୁର୍ଲଭ ନୋଟ ରହିଛି I

The post ଯଦି ଆପଣଙ୍କ ପାଖରେ ରହିଛି ଏହି ଏକ ଟଙ୍କିଆ ନୋଟ ତେବେ ଆପଣ ହେଇଜିବେ କୋଟିପତି appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Publisher : http://odianews24.info/jadi-aapnka-pakhare-achiha/

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here