ମେଡିକାଲ ଷ୍ଟୋରକୁ ଗଲେ ଯୁବତୀ, କହିଲେ- ଗୋଟେ କଣ୍ଡମ ଦେଲ, ମୋ ପ୍ରେମିକକୁ କିଣିବାକୁ ଲାଜ ଲାଗୁଛି, ଆଉ ତାପରେ …

0
Advertisement


ସାର୍ବଜନୀନ ସ୍ଥାନ ରେ କଣ୍ଡୋମ ର ନାମ ନେବାକୁ ଲୋକେ ସଂକୋଚ ମନେ କରିଥାନ୍ତି I ଲୋକେ ଉକ୍ତ ବ୍ୟକ୍ତି ଙ୍କୁ ଏପରି ନଜର ରେ ଦେଖିଥାନ୍ତି ଯେପରି ସେହି ବ୍ୟକ୍ତି କଣ୍ଡମ ନା ନେଇ କୌଣସି ବଡ଼ ପାପ କରି ଦେଇଛି I ତେଣୁ ଆପଣ ଅନୁମାନ କରିପାରୁଥିବେ ଯଦି ପୁଅମାନେ ମେଡ଼ିସିନ ଷ୍ଟୋର ରେ କଣ୍ଡୋମ କିଣିବା ରେ ଏପରି ଅବସ୍ଥା ତ ଝିଅ ଙ୍କ ର ଅବସ୍ଥା କିପରି ନ ଥିବ I

କିନ୍ତୁ ଏପରି ଏକ ଘଟଣା ରେ ଜଣେ ଯୁବତୀ ଯେତେବେଳେ ଏକ ମେଡ଼ିସିନ ଷ୍ଟୋର ରେ ବିନା ଲାଜ ରେ କଣ୍ଡୋମ ମାଗିଥିଲେ I ହଁ ବର୍ତମାନ ୟୁଟୁବ ରେ ଏକ ଏପରି ଭିଡିଓ ଭାଇରଲ ହେଉଛି I ଯେଉଁଥିରେ ଏକ ମେଡିକାଲ ଷ୍ଟୋର ରେ ଜଣେ ଯୁବତୀ ଦୋକାନୀ ଙ୍କୁ କଣ୍ଡୋମ ମାଗିଥିଲେ I

ଭିଡିଓ ରେ ଆପଣ ଦେଖିପାରିବେ ଯୁବତୀ ଙ୍କ ର ବୟଫ୍ରେଣ୍ଡ ଦୋକାନୀ ଙ୍କୁ କଣ୍ଡୋମ ମାଗିବାକୁ ଲାଜ କରୁଥିଲେ କିନ୍ତୁ ଯୁବତୀ ନିଃସଙ୍କୋଚ ରେ ଦୋକାନୀ ଙ୍କୁ କଣ୍ଡୋମ ମାଗିଥିଲେ I ଏହା ଶୁଣି ସବୁ ଲୋକେ ଆଶ୍ଚଯ୍ୟ ହେଇଥିଲେ I

ଭିଡିଓ ରୁ ଏପରି ଶିକ୍ଷ୍ୟା ଜିନିଷ ମିଳିଛି କି କଣ୍ଡୋମ କୁ ନେଇ ସମାଜ ରେ ଲୋକ ଙ୍କ ମନ ରେ ଯେଉଁ ଭ୍ରାନ୍ତି ଧାରଣା ରହିଛି ଏହା କୁ ଦୂର କରିବା ଅଟେ I କଣ୍ଡୋମ ର ବ୍ୟବହାର ଦ୍ୱାରା ଯେ ଏକ ନିରାପଦ ଶାରୀରିକ ସମ୍ବନ୍ଧ ରଖାଯାଇପାରିବ ଏହା ଲୋକେ ସଚେତ ହେବା ଉଚିତ I ତେବେ ୟୁଟୁବ ରେ ଏହି ଭିଡିଓ କୁ 36 ଲକ୍ଷ୍ୟ ରୁ ଅଧିକ ଲୋକେ ଦେଖିସାରିଲେଣି I

The post ମେଡିକାଲ ଷ୍ଟୋରକୁ ଗଲେ ଯୁବତୀ, କହିଲେ- ଗୋଟେ କଣ୍ଡମ ଦେଲ, ମୋ ପ୍ରେମିକକୁ କିଣିବାକୁ ଲାଜ ଲାଗୁଛି, ଆଉ ତାପରେ … appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here