ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ନିଆ ହୋଇଥିଲା ଏହିସବୁ ଫଟୋ, ଶେଷ ଫଟୋ ଟି ସବୁଠୁ ଅଧିକ ଭୟାନକ

0
Advertisement


ମୃତ୍ୟୁ ଏକ ଶବ୍ଦ ନୁହେଁ, ହିନ୍ଦୁ ଧର୍ମର ମହାଭାରତ ଗ୍ରନ୍ଥ ଅନୁସାରେ ମୃତ୍ୟୁ ହେଉଛନ୍ତି ଏକ ମଙ୍ଗଳକାରୀ ଦେବୀ । ସାମାନ୍ୟ ଭାଷାରେ କୌଣସି ଜୀବନ୍ତ ପ୍ରାଣୀର ଅନ୍ତକୁ ମୃତ୍ୟୁ କୁହାଯାଏ । ମୃତ୍ୟୁ ସାମାନ୍ୟତଃ ବୃଦ୍ଧାବସ୍ଥା, ଲାଳସା, ମୋହ, ରୋଗ ଓ କୁପୋଷଣର ପରିଣାମ ସ୍ୱରୂପ ହୋଇଥାଏ । ମୃତ୍ୟୁର ୧୦୧ ଟି ସ୍ୱରୂପ ରହିଥାଏ, ହେଲେ ମୁଖ୍ୟ ୮ ପ୍ରକାରର ରହିଥାଏ । ଯେଉଁଥିରେ ବୃଦ୍ଧାବସ୍ତାସ୍ଥା, ରୋଗ, ଦୁର୍ଘଟଣା, ଆକସ୍ମିକ ଆଘାତ, ଶୋକ, ଚିନ୍ତା ଓ ଲାଳସା ମୃତ୍ୟୁର ମୁଖ୍ୟ ରୂପ ଅଟେ ।

ଆଜିକାଲି ଦୁନିଆରେ ଲୋକମାନେ ସୋସିଆଲ ମିଡିଆରେ ଫଟୋ ସେୟାର କରୁଛନ୍ତି । ଏହି ସବୁ ଫଟୋକୁ ପୁରା ଦୁନିଆର ଲୋକମାନେ ଦେଖିଥାନ୍ତି । ଆଜି ଆମେ ଏହିପରି କିଛି ଫଟୋ ଦେଖାଇବୁ ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ହେଲେ ଏହି ଫଟୋରେ ଏକ ଖାସ କଥା ଏହା ଅଟେ କି, ଏହି ଫଟୋ ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ହିଁ ଉଠାଯାଇଥିଲା ।


୧. ରୁସର ପାବେଲ କାଶିନ ୧୬ ମହଲା ବିଶିଷ୍ଟ ବିଲଡିଙ୍ଗର କଣରେ ଷ୍ଟଣ୍ଟ ଦେଖାଉଥିଲେ । ସେଠାରେ ସେ ନିଜର ସନ୍ତୁଳନକୁ ହରାଇଥିଲେ ଓ ବିଲଡିଙ୍ଗରୁ ତଳକୁ ଖସି ପଡିଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଫଟୋ ତାଙ୍କ ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ଉଠା ଯାଇଥିଲା ।


୨. ଏହି ଫଟୋ ହେଉଛି ଭିକ୍ଟର ବ୍ୟାରିୟୋଙ୍କର । ସେ ଜଣେ ଫେମସ ବୁଲ୍ ଫାଇଟର ଥିଲେ । ସବୁବେଳ ପରି ସେ ମଇଦାନରେ ଗୋଟିଏ ଷଣ୍ଢ ସହ ଲଢୁଥିଲେ । ଯାହାଫଳରେ ଷଣ୍ଢ ତାଙ୍କର ମୃତ୍ୟୁ କରିଥିଲା । ଏହି ଫଟୋଟି ହେଉଛି ତାଙ୍କ ମୃତ୍ୟୁର କିଛି ସମୟ ପୂର୍ବର ।


୩. ଏହି ଫଟୋ ହେଉଛି ତୀର୍ଥଯାତ୍ରାକୁ ଯାଉଥିବା ଶିଖ ମାନଙ୍କର । ଏମାନେ ଶିଖ ଧର୍ମର ପବିତ୍ର ସ୍ଥାନ ହେମକୁଣ୍ଡ ସାହେବଙ୍କ ଦର୍ଶନ କରିବା ପାଇଁ ଯାଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସେମାନଙ୍କର ଆକ୍ସିଡେଣ୍ଟ ହୋଇଯାଇଥିଲା । ଏହି ସେଲ୍ଫି ଆକ୍ସିଡେଣ୍ଟର କିଛି ସମୟ ପୂର୍ବରୁ ଉଠା ଯାଇଥିଲା ।


୪. ଏହି ଫଟୋରେ ଦେଖାଯାଉଥିବା ଲୋକ ହେଉଛନ୍ତି ୩୧ ବର୍ଷର ରିସର୍ଚର ଡେବିଡ । ସେ ଥିଲେ ଜଣେ ଜ୍ଵାଳାମୁଖୀ ରିସର୍ଚର । ସବୁବେଳେ ପରି ସେ ନିଜର କାମ କରୁଥିଲେ । ହେଲେ ଜ୍ଵାଳାମୁଖୀ ଫାଟିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଫଟୋ ଜ୍ଵାଳାମୁଖୀ ଫାଟିବାର କିଛି ସମୟ ପୂର୍ବରୁ ଉଠା ଯାଇଥିଲା ।

The post ମୃତ୍ୟୁର କିଛି ସେକେଣ୍ଡ ପୂର୍ବରୁ ନିଆ ହୋଇଥିଲା ଏହିସବୁ ଫଟୋ, ଶେଷ ଫଟୋ ଟି ସବୁଠୁ ଅଧିକ ଭୟାନକ appeared first on Odia News.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here