ନୂଆଦିଲ୍ଲୀ: ସାରା ଦେଶରେ ଲାଗି ରହିଛି ମହାମାରୀ କରୋନ ସଙ୍କଟ। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଡ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଲକ୍ଡାଉନ୍ କଟକଣା ମଧ୍ୟରେ ପିଏମ୍ ମୋଦି ୩ୟ ଥର ପାଇଁ ମନ୍ କି ବାତ୍ କାର୍ଯ୍ୟକ୍ରମ ମଧ୍ୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛିନ୍ତି। ସୂଚନାଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସୋମବାର ଦିନ ଏହି କାର୍ଯ୍ୟକ୍ରମ ପାଇଁ ଜନତାଙ୍କଠାରୁ ମତାମତ ଲୋଡିଥିଲେ।
ଦେଶବାସୀଙ୍କୁ ସମ୍ବୋଧିକ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ସମସ୍ତେ ୨ଗଜର ଦୂରତା ନିୟମ ମାନନ୍ତୁ। ମାସ୍କ ପିନ୍ଧନ୍ତୁ ଏବଂ ସମାଜିକ ଦୂରତାକୁ ପାଳନ କରନ୍ତୁ। ଦେଶର ଅର୍ଥବ୍ୟବସ୍ଥା ଧିରେ ଧିରେ ସ୍ବାଭାବିକ ହେଉଛି ବୋଲି ମୋଦି କହିଛନ୍ତି।
The post ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ମାନନ୍ତୁ: ମୋଦି appeared first on Odisha Link.
Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]
Publisher : https://www.odishalink.com/2020/05/31/prime-minister-narendra-modi-live-updates-today-address-nation-through-his-radio-programme-mann-ki-baat/?utm_source=rss&utm_medium=rss&utm_campaign=prime-minister-narendra-modi-live-updates-today-address-nation-through-his-radio-programme-mann-ki-baat

