ମାରିବା ପୁର୍ବରୁ ଗରିବ ଲୋକଙ୍କ ପାଇଁ ଏତେ ବଡ କାମ କରିଦେଇ ଯାଇଛନ୍ତି ଇରଫାନ ଖାନ, ଏବେ ପଦାକୁ ଆସିଲା ସବୁ କଥା …

0
Advertisement

ଇରଫାନ ଖାଁ ଙ୍କ ର ଦେହାନ୍ତ କୁ ଅନେକ ଦିନ ବିତିଯାଇଛି | ଇରଫାନ ଖାଁ ଙ୍କ ର ବିୟୋଗ ରେ ପୁରା ବଲିଉଡ ଜଗତ ସହ ସମ୍ପୂର୍ଣ ଭାରତ ବର୍ଷ ର ଜନସାଧାରଣ ଦୁଃଖ ପ୍ରକାଶ କରିଛନ୍ତି I କାରଣ ଇରଫାନ ଖାଁ ସର୍ବଦା ଅସୁବିଧା ରେ ପଡିଥିବା ଲୋକ ଙ୍କ ର ସହାୟତା କରିବା କୁ ଆଗେଇ ଆସିଥାନ୍ତି | ଆପଣ ଦେଖୁଥିବେ ଇରଫାନ ଖାଁଙ୍କ ର ଦେହାନ୍ତ କୁ ଅନେକ ସମୟ ବିତିଯାଇଛି କିନ୍ତୁ ଲୋକେ ଆଜି ମଧ୍ୟ ତାଙ୍କ ବିଷୟ ରେ ଆଲୋଚନା କରୁଛନ୍ତି I

ଯଦି ଜଣେ ବ୍ୟକ୍ତି ଭଲ କାର୍ଯ୍ୟ ଓ ସମାଜ ର ହିତ ପାଁଇ କାର୍ଯ୍ୟ କରିଥିବ ତେବେ ଲୋକେ ସବୁଦିନ ପାଁଇ ତାଙ୍କୁ ମନେ ରଖିଥାନ୍ତି I ଏହିପରି ମଧ୍ୟ ଘଟିଛି ଇରଫାନ ଖାଁ ଙ୍କ ସହିତ I

ଇରଫାନ ଖାଁ ଙ୍କ ର ଜଣେ ବନ୍ଧୁ ଏହା କୁହନ୍ତି କି ନିଜ ଜୀବନର ଶେଷ ସମୟରେ ଇରଫାନ ଖାଁ କାରୋନା ରେ ପୀଡିତ ଗରିବ ଲୋକ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ I ଏହି ଆର୍ଥିକ ସହାୟତା ଦ୍ୱାରା ଅନେକ ଜନସାଧାରଣ ଉପକୃତ ମଧ୍ୟ ହେଇଛନ୍ତି | ତେବେ ଇରଫାନ ଖାଁ କିନ୍ତୁ ନିଜର କରିଥିବା କାର୍ଯ୍ୟ ବିଷୟରେ ଲୋକ ଙ୍କୁ ଜଣାଇବାକୁ ଚାହୁଁ ନ ଥିଲେ I ସେଥି ପାଇଁ ସେ ଏ କଥା କାହା ଆଗରେ ପ୍ରକାଶ କରିନଥିଲେ |

କିନ୍ତୁ ଏବେ ଯେହେତୁ ଇରଫାନ ଖାନ ଆଉ ଆମ ସହିତ ନାହାନ୍ତି ତ କେଉଁଠି ନାଁ କେଉଁଠି ସାରା ଦୁନିଆ ଜାଣିବା ଦରକାର ଯେ କିପରି ଇରଫାନ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ | ଇଏ ତ ମାତ୍ର ଗୋଟେ କଥା | ନିଜ ଜୀବନ କାଳରେ ଇରଫାନ ଖାନ ଏପରି ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଯାହା ସମସ୍ତଙ୍କ ସାମ୍ନାକୁ ବି ଆସିଛି |

The post ମାରିବା ପୁର୍ବରୁ ଗରିବ ଲୋକଙ୍କ ପାଇଁ ଏତେ ବଡ କାମ କରିଦେଇ ଯାଇଛନ୍ତି ଇରଫାନ ଖାନ, ଏବେ ପଦାକୁ ଆସିଲା ସବୁ କଥା … appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here