ମାତ୍ର ୨୧ ବର୍ଷ ବୟସରେ ଏହି ସୁନ୍ଦରୀ ଯୁବତୀ ହେଇଗଲେ ବ୍ରହ୍ମଚାରୀ, ସତ୍ୟତା ଜାଣିଲେ ଆପଣ ବି ଝଟକା ଖାଇଯିବେ

0
Advertisement


ଆଜି ଆମେ ଆପଣଙ୍କୁ ଜଣେ ସୁନ୍ଦରୀ ଯୁବତୀଙ୍କ ବିଷୟ ରେ କହିବା କୁ ଯାଉଛୁ ଯିଏ କି ମାତ୍ର 21 ବର୍ଷ ବୟସରେ ସାଧୁଆଣି ହୋଇଗଲେ | ୟାଙ୍କର ସତ୍ୟତା ଜାଣିଲେ ଆପଣ ବି ସ୍ତବ୍ଦ ରହିଯିବେ | ପିଲାମାନେ ଛୋଟ ବେଳରୁ ହିଁ ସ୍ୱପ୍ନ ଦେଖିଥାନ୍ତି ସେମାନେ ବଡ ହୋଇ କଣ ହେବେ, କିନ୍ତୁ ଆଜି ଆମେ ଯେଉଁ ଯୁବତୀଙ୍କ ବିଷୟରେ କହୁଚୁ ସେ କେବେ ଏପରି ସ୍ଵପ୍ନ ଦେଖିନଥିଲେ | ବରଂ ସେ ଧର୍ମର ରାସ୍ତାକୁ ଆପଣେଇଥିଲେ ଅର୍ଥାତ ସନ୍ୟାସୀ ହେଇଯାଇଥିଲେ | ହଁ ଆମେ ଆଜି କଥା ହେଉଛନ୍ତି ଜୟା କିଶୋରୀ ଜି ଙ୍କର ସମ୍ପର୍କରେ ଯିଏ ମାତ୍ର 21 ବର୍ଷ ବୟସରେ ସନ୍ୟାସୀ ହେଇଯାଇଥିଲେ ଓ ଲୋକଙ୍କୁ ଧର୍ମର ରାସ୍ତା ଡେ଼ଇଖାଉଛନ୍ତି |

ଆପଣ ଭାବୁଥିବେ ରଙ୍ଗ ରୂପରେ ଏତେ ସୁନ୍ଦର ହେବା ପରେ ବି ଏ କିପରି ସାଂସାରିକ ସୁଖର ରାସ୍ତାରେ ନ ଯାଇ ସନ୍ୟାସୀ କିପରି ହେଇଗଲେ | ଯେଉଁ ବୟସରେ ଝିଅମାନେ ନିଜର ସୁନ୍ଦରତାର ପ୍ରଶଂସା ଶୁଣିବାକୁ ଚାହୁଁଥାନ୍ତି, ମଡେଲିଙ୍ଗ, ଆକ୍ଟିଙ୍ଗ ରେ କ୍ୟାରିୟର କରିବାକୁ ଚାହିଁ ଥାନ୍ତି ସେହି ବୟସରେ ଜୟାଜି ସବୁ କିଛି ଛାଡି ସନ୍ୟାସୀ ହେବାକୁ ନିଷ୍ପତି ନେଇଥିଲେ | ଜୟାଜି ଙ୍କର ଜନ୍ମ 13 ଜୁଲାଇ 1996ରେ ରାଜସ୍ତାନ ର ସୁଜନଗଡ଼ ସହରରେ ହେଇଥିଲା I ଛୋଟ ବେଳରୁ ହିଁ ତାଙ୍କର ଭଗବାନ ପ୍ରତି ବହୁତ ଆସ୍ଥା ଥିଲା | ଯବାନ ବୟସରେ ତାଙ୍କର ସାଧୁ ହେବା ତାଙ୍କ ପାଇଁ ବୋହହୁତ କଠିନ ନିଷ୍ପତି ଥିଲା କାରଣ ଏହି କଥାକୁ ପ୍ରଥମେ ଘର ଲୋକ ମାନିବାକୁ ନାରାଜ ଥିଲେ କିନ୍ତୁ ପରେ ଘର ଲୋକ ମାନିଯାଇଥିଲେ | ଆଜି ଧର୍ମ କ୍ଷେତ୍ରରେ ଜୟାଜି ଙ୍କର ନା ପୁରା ଆଦରରେ ନିଆଯାଉଛି | କେବଳ ରାଜସ୍ତାନରେ ନୁହଁ ପୁରା ଭାରତରେ ଏବେ ତାଙ୍କୁ ସମ୍ନାନ ମିଳୁଛି |

ସେ ଆଜିକା ସମୟ ରେ ଜଣେ କଥାବାଚକ ଓ ଭଜନ ଗାୟିକା ଅଟନ୍ତି I ତାଙ୍କ ଘରେ ଆରମ୍ଭ ରୁ ହିଁ ଭକ୍ତିଭାବ ର ପରିବେଶ ଥିଲା I ଯେତେବେଳେ ସେ 6 ବର୍ଷ ବୟସ ର ଥିଲେ ଭଗବାନ କ୍ରିଷ୍ଣା ଙ୍କ ପାଁଇ ବିଶେଷ ରୂପେ ପୂଜା କରୁଥିଲେ ଏବଂ ଭଗବାନ ଶ୍ରୀ କ୍ରିଷ୍ଣା ଙ୍କୁ ହିଁ ସେ ନିଜ ର ସବୁ କିଛି ମାନୁଥିଲେ I 10 ବର୍ଷ ବୟସ ରେ ସେ ସୁଂଦରକଣ୍ଡ ଗାଇକି ଅନେକ ଭକ୍ତ ଙ୍କ ର ମନ କିଣିପାରିଥିଲେ I ତାଙ୍କ ପରିବାର ରେ ଜୟା ସବୁଠାରୁ ସାନ ଅଟନ୍ତି I

ତାଙ୍କ ର ଆଜି ପର୍ଯ୍ୟନ୍ତ ବିବାହ ହେଇନାହିଁ I ତାଙ୍କ ର କଥା ଓ ଭଜନ ଶୁଣିବା କୁ ଲକ୍ଷ ଲକ୍ଷ ସଂଖ୍ୟା ରେ ଭକ୍ତ ଙ୍କ ର ସମାଗମ ହେଇଥାଏ I ସେ ଅନେକ ଆଲ୍ବମ୍ରେ ଭଜନ ମଧ୍ୟ ଗାଇଛନ୍ତି I ଯାହା ଆପଣ ୟୁଟୁବ ରେ ପାଇପାରିବେ I କୃଷ୍ଣ ଲୀଳା ଭଜନ କହିଲେ ଲୋକେ କେବଳ ଜୟା କିଶୋରୀ ଙ୍କୁ ହିଁ ୟୁଟୁବ ରେ ସର୍ଚ୍ଚ କରିଥାନ୍ତି I

The post ମାତ୍ର ୨୧ ବର୍ଷ ବୟସରେ ଏହି ସୁନ୍ଦରୀ ଯୁବତୀ ହେଇଗଲେ ବ୍ରହ୍ମଚାରୀ, ସତ୍ୟତା ଜାଣିଲେ ଆପଣ ବି ଝଟକା ଖାଇଯିବେ appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here