ମହାଶିବରାତ୍ରି ରେ ମହାପର୍ବ ରେ ହେବାକୁ ଯାଉଛି ମହାସଂଗମ; ଏହି ୫ଟି ରାଶିର ହେବାକୁ ଯାଉଛି ସବୁ ମନକାମନା ପୁରା !

0
Advertisement


ଆମ ଦେଶ ରେ ପ୍ରତି ବର୍ଷ ଅନେକ ପର୍ବ ପାଳନ କରିଥାଉ ଏବଂ ଲୋକେ ଏହି ପର୍ବ କୁ ବେଶ ଉତ୍ସାହ ର ସହ ପାଳନ କରିଥାନ୍ତି I ଏବଂ ଏହି ପର୍ବ ମଧ୍ୟ ରୁ ମହାଶିବରାତ୍ରି ଅନ୍ୟତମ ଅଟେ I ଏବଂ ଏହି ବର୍ଷ ଫ୍ରେବୁଆରି 21 ରେ ପଡୁଛି ଏହି ମହାଶିବରାତ୍ରି I ଏହି ପର୍ବ ରେ ଭଗବାନ ଶିବ ଙ୍କ ର ବହୁତ ଭକ୍ତି ସହକାରେ ଲୋକେ ପୂଜା କରିଥାନ୍ତି I

ଏବଂ ଏହି ମହାଶିବରାତ୍ରି ରେ ଭକ୍ତ ଙ୍କ ପାଁଇ ଏକ ବିଶେଷ ଯୋଗ ସୂତ୍ର ହେବାକୁ ଯାଉଛି ଏବଂ ଏହା ଅନେକ ମହତ୍ୱ ପୁର୍ଣ ଅଟେ I କାରଣ ଲୋକାମାନ୍ୟତା ଅନୁସାରେ ଭଗବାନ ଶିବ ଙ୍କୁ ଲୋକେ ଡାକିଲେ ସେ ଶୀଘ୍ର ପ୍ରସନ୍ନ ହେଇଥାନ୍ତି I

1.ମେଷ ରାଶି
ସର୍ବ ପ୍ରଥମେ ଯଦି ଦେଖିବା ମେଷ ରାଶି ବିଷୟ ରେ ତ ଏହି ଲୋକେ ମହାଦେବ ଶିବ ଙ୍କୁ ପ୍ରାଥନା କଲେ ତାଙ୍କ ର ମନ କାମନା ଶୀଘ୍ର ପୂରଣ ହେଇଥାଏ I ଏବଂ ଏହି ର ଲୋକେ ସରକାରୀ ଚାକିରୀ ପାଇବାକୁ ଯୋଗ୍ୟ I ଏବଂ ଆପଣ ଙ୍କ ର ସବୁ ଦୁଃଖ କଷ୍ଟ ଦୂର ହେଇଥାଏ I

2.ସିଂହ ରାଶି
ଏହି ରାଶି ର ଝିଅ ଙ୍କ ପାଁଇ ଏହି ପର୍ବ ଅତ୍ୟନ୍ତ ଲାଭ ଦାୟକ ଅଟେ କାରଣ ଏହି ଦିନ ଯଦି ଏହି ରାଶି ର ଲୋକେ ଧଳା ବସ୍ତୁ ର ଦାନ କରନ୍ତି ତେବେ ଏହା ର ଆପଣ ଙ୍କ ଉପରେ ବିଶେଷ ପ୍ରଭାବ ପଡିବ I

3.ତୁଳା ରାଶି
ଏହି ରାଶି ର ଲୋକେ ପାଠପଢା ରେ ବେଶ ଭଲ କରିଥାନ୍ତି I ଏହି ଦିନ ଆପଣ ଶିବଙ୍କ ର ଜପ କରନ୍ତୁ ବେଶ ଫଳ ପ୍ରଦ ହେବ I ଏବଂ ଏହା ପରେ ଯେ କୌଣସି ବି ପରୀକ୍ଷା ରେ ଆପଣ ସଫଳ ହେଇ ପାରିବେ I

4.ମକର ରାଶି
ଏହି ରାଶି ର ଲୋକେ ଏହି ମହାଶିବରାତ୍ରି ରେ ପୂଜା ପାଠ ରେ ଲାଭ ପାଇବା ର ଯୋଗ ରହିଥାଏ I ଏହି ରାଶି ର ଲୋକେ ବିବାହ ସମ୍ବନ୍ଧିତ ଯୋଗ ରହିଛି I ଏବଂ ଏହି ପର୍ବ ରେ ଖାସ କରିକି ମହିଳା ମହିଳା ମାନେ ସକାଳ ସମୟ ରେ ସ୍ନାନ ସାରି ମହାଦେବ ଙ୍କ ଦର୍ଶନ କରିବା ଉଚିତ I

5.ମୀନ ରାଶି
ଏହି ରାଶି ର ଲୋକେ ଯଦି ମହାଦେବ ଙ୍କୁ ସ୍ମରଣ କରନ୍ତି ତେବେ ପ୍ରେମ ସମ୍ବନ୍ଧିତ ମାମଲା ରେ ସଫଳ ହେଇଥାନ୍ତି I ଆପଣ ଏହି ଦିନ ମନ୍ଦିର ରେ ବେଲ ପତ୍ର ଦିଅନ୍ତୁ ଏବଂ ଏହି ସାତ ଗୋଟି ପତ୍ର ରେ ଓ ଲେଖନ୍ତୁ I ଦେଖିବେ ଆପଣ ନିଶ୍ଚିତ ରୂପେ ସଫଳ ହେଇ ପାରିବେ I

The post ମହାଶିବରାତ୍ରି ରେ ମହାପର୍ବ ରେ ହେବାକୁ ଯାଉଛି ମହାସଂଗମ; ଏହି ୫ଟି ରାଶିର ହେବାକୁ ଯାଉଛି ସବୁ ମନକାମନା ପୁରା ! appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here