ଭାରତର ୪ଟି ସବୁଠାରୁ ବଡ ଚୋରା ବଜାର ଯେଉଁଠାରେ ମୋବାଇଲ ୧୦୦ ଟଙ୍କାରେ ଓ କମ୍ପୁଟର ୧୦୦୦ ଟଙ୍କାରେ ମିଳୁଛି

0
Advertisement


ଆଜି ର ଦେଶ ର ଯେଉଁ ଜୀବନଶୈଳୀ ରହିଛି ଏଥିରୁ ପ୍ରମାଣିତ ହେଉଛି କି ଲୋକେ ସପିଙ୍ଗ କରିବାକୁ କେତେ ବ୍ୟାକୁଳ ଅଟନ୍ତି I ଆଜି ର ବ୍ୟୟବହୁଳ ସମୟ ରେ ଲୋକେ ସର୍ବଦା ଶସ୍ତା ଜିନିଷ ଖୋଜିଥାନ୍ତି I ତେବେ ଆଜି ଏପରି କିଛି ବଜାର ବିଷୟ ରେ ଆଲୋଚନା କରିବା ଯାହା ଭାରତ ରେ ହିଁ ରହିଛି ଓ ଏଠାରେ ସବୁଠାରୁ ଶସ୍ତା ଜିନିଷ ହିଁ ମିଳିଥାଏ I

ପ୍ରଥମ ନମ୍ବର ରେ ଆସିଥାଏ ମୁମ୍ବାଇ ର ଚୋର ବଜାର , ଯାହା ଦଖିଣି ମୁମ୍ବାଇ ର ମଟନ ଷ୍ଟ୍ରିଟ ମହମ୍ମଦ ଅଲି ରୋଡ଼ ପାଖ ରେ ରହିଛି I ଏହା ପ୍ରାୟ 150 ବର୍ଷ ପୁରୁଣା ଅଟେ I ଏଠାରେ ଅଧିକ ସୋର ଶବ୍ଦ ଶୁଣିବାକୁ ମିଳିଥାଏ I

ଦିଲ୍ଲୀ ର କବାଡି ବଜାର ର ଇତିହାସ ବି ବହୁତ ପୁରୁଣା ଅଟେ I ଏହା ପୂର୍ବ ରୁ ରବି ବଜାର ନାମ ରେ ପରିଚିତ ଥିଲା I ଏହା ଜମା ମସଜିଦ ପାଖ ରେ ରହିଥାଏ I ଏହି ବଜାର ରେ ଲୋକେ ଅଧିକାଂଶ ଠକାମୀ ରେ ବି ପଡ଼ିଥାନ୍ତି I

କର୍ଣ୍ଣାଟକ ର ବ୍ୟଙ୍ଗଲୋର ରେ ବି ଏହା କିଛି କମ ନୁହେ I ଏଠାରେ ଚିକପେଟ ନାମ ଏକ ଜାଗା ରହିଛି I ଏହା କେବଳ ରବିବାର ଦିନ ହିଁ ଖୋଲା ରହିଥାଏ I ଏଠାରେ ସବୁ ଆବଶ୍ୟକୀୟ ଜିନିଷ ଖୁବ ଶସ୍ତା ରେ ମିଳିଥାଏ I ଯଦି କେବେ ଆପଣ ବ୍ୟଙ୍ଗଲୋର ଯାଉଥିବେ ତେବେ ଏଠାରେ ନିଶ୍ଚୟ ବୁଲିଯିବେ I

ଉତ୍ତର ପ୍ରଦେଶ ର ମେଁରଠ ପାଖ ରେ ସତୀ ଗଂଜ ନାମ ଏକ ବଡ଼ ମାର୍କେଟ ରହିଛି ଏହା ବି ଚୋର ବଜାର ନାମ ରେ ପରିଚିତ ଅଟେ I ଏଠାରେ ଚୋରି ଗାଡି ର ପର୍ଟ୍ସ ମିଳିଥାଏ I ଏହା ସ୍କ୍ରପ୍ତ ମାର୍କେଟ ବି କୁହାଯାଇଥାଏ I

The post ଭାରତର ୪ଟି ସବୁଠାରୁ ବଡ ଚୋରା ବଜାର ଯେଉଁଠାରେ ମୋବାଇଲ ୧୦୦ ଟଙ୍କାରେ ଓ କମ୍ପୁଟର ୧୦୦୦ ଟଙ୍କାରେ ମିଳୁଛି appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here