ଭାରତର ସବୁଠାରୁ ଧନୀ ଅଭିନେତା ଙ୍କର ପତ୍ନୀ ଦେଖିବାକୁ ବହୁତ ସୁନ୍ଦର ଓ ଷ୍ଟାଇଲିସ, ଦେଖିଲେ ଆପଣ ବି ହୋଇଯିବେ ଦିୱାନା

0
Advertisement


ବଲିଉଡ ଫିଲ୍ମ ଜଗତ ରେ ଆପଣ ଅନେକ ଅଭିନେତ୍ରୀ ଙ୍କୁ ଦେଖିଥିବେ I ଏହି ଅଭିନେତ୍ରୀ ମାନେ ନିଜ ର ଅଭିନୟ ର ଦକ୍ଷତା କୁ ନେଇ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି I ତେବେ ଯଦି ଭାରତ ର କୌଣସି ଧନୀ ଅଭିନେତା ଙ୍କ ର ନାମ ଆସିଥାଏ ତ ଏକ ନମ୍ବର ରେ ଆସିଥାଏ ଅଭିନେତା ସାରୁଖ ଖାଁ ଙ୍କ ର ନାମ I

ଅଭିନେତା ସାରୁଖ ଖାଁ ବିଗତ ଫିଲ୍ମ ଜିରୋ ରେ ଫ୍ଲପ ହେଇଥିଲେ I ତେଣୁ ସାରୁଖ କୌଣସି ଫିଲ୍ମ ରେ ନଜର ଆସି ନାହାନ୍ତି I ବିଗତ ବର୍ଷ ରୋଜଗାର ଦୃଷ୍ଟି ରୁ ଦେଖିବା କୁ ଗଲେ ସାରୁଖ ଖାଁ ବଲିଉଡ ର ଖିଲାଡୀ କୁମାର ଅକ୍ଷୟ କୁମାର ଓ ସଲ୍ମାନ ଖାଁ ଙ୍କ ଠାରୁ ପଛ ରେ ଥିଲେ I କିନ୍ତୁ ବର୍ତମାନ ସମୟ ରେ ମଧ୍ୟ ସାରୁଖ ବଲିଉଡ ର ଜଣେ ସଫଳ ଅଭିନେତା ଅଟନ୍ତି I ସାରୁଖ କୋଟି କୋଟି ରୋଜଗାର କରିବା ସହ ତାଙ୍କ ପତ୍ନୀ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି I

ଅଭିନେତା ସାରୁଖ ଖାଁ ଙ୍କ ର ପତ୍ନୀ ଙ୍କ ର ନାମ ଗୌରୀ ଖାଁ ଅଟେ I ଦୁହେଁ ପ୍ରେମ ବିବାହ କରିଥିଲେ I ସାରୁଖ ବଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଦେବା ପୂର୍ବ ରୁ ଗୌରୀ ଙ୍କୁ ବିବାହ କରିସାରିଥିଲେ I ଗୌରୀ ମଧ୍ୟ ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି I

କିଛି ସମୟ ପୂର୍ବ ରୁ ଗୌରୀ ଙ୍କୁ ଏକ ବ୍ୟୁଟି ପାର୍ଲର ବାହାରେ ଦେଖିବା କୁ ମିଳିଥିଲା I ସେହି ସମୟ ରେ ଗୌରୀ ଏକ କଳା ରଙ୍ଗ ର ଡ୍ରେସ ପିନ୍ଧିଥିଲେ I ଏହି ଡ୍ରେସ ରେ ଗୌରୀ ଦେଖିବା କୁ ଖୁବ ସୁନ୍ଦର ଲାଗୁଥିଲେ I ଗୌରୀ ଙ୍କ ର ବୟସ ବର୍ତମାନ 49 ବର୍ଷ ଓ ସେ 3 ଗୋଟି ପିଲା ଙ୍କ ର ମା ଅଟନ୍ତି I ଏହି ବୟସ ରେ ମଧ୍ୟ ଗୌରୀ ଖୁବ ସୁନ୍ଦର ଲାଗୁଛନ୍ତି I

The post ଭାରତର ସବୁଠାରୁ ଧନୀ ଅଭିନେତା ଙ୍କର ପତ୍ନୀ ଦେଖିବାକୁ ବହୁତ ସୁନ୍ଦର ଓ ଷ୍ଟାଇଲିସ, ଦେଖିଲେ ଆପଣ ବି ହୋଇଯିବେ ଦିୱାନା appeared first on Odianews24.info.

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here