ଭାଇରଲ ହେବାରେ ଲାଗିଛି ରାଖୀ ସାୱନ୍ତ ଙ୍କର ଚତୁର୍ଥୀ ରାତିର ପ୍ରାଇଭେଟ ଫୋଟୋ, ଦେଖନ୍ତୁ

0
Advertisement

ବିଗତ ଦିନ ରେ ରାଖୀ ସାୱନ୍ତ ଙ୍କ ର ଦୁଲହନ ବେଶ ରେ ଏକ ଫୋଟୋ ଭାଇରଲ ହେଇଚି I କିନ୍ତୁ ରାଖୀ ଏହା କୁ ବ୍ରାଇଡାଲ ଫୁଟେଜ କହି କଥା କୁ ଦବାଇବାକୁ ଚେଷ୍ଟା କରିଛନ୍ତି I ରାଖୀ ନିଜେ ହନିମୁନ ର ଏକ ଫୋଟୋ ନିଜ ଇନ୍ଷ୍ଟଗ୍ରାମ ରେ ସେୟାର କରିଛନ୍ତି ଏବଂ ରିତେଶ ଙ୍କ ନାମ ରେ ଏଠାରେ ଚୁଡା ପିନ୍ଧିଛନ୍ତି I ଯାହା କି ସେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି I ତାଙ୍କ ର ମଙ୍ଗଳସୂତ୍ର , ସିନ୍ଦୁର , ମେହେନ୍ଦି ଲାଗିଥିବା ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି I

ବର୍ତମାନ ଏହି ମାମଲା ଥଣ୍ଡା ପଡ଼ିନାହିଁ I ଏପରି କିଛି ଫୋଟୋ ବର୍ତମାନ ଭାଇରଲ ହେଇଚି ଯେଉଁଥିରେ ସ୍ପଷ୍ଟ ରୂପେ ଜଣାପଡୁଛି କି ଏହା ତାଙ୍କ ର ହନିମୁଁ ସମୟ ର ଫୋଟୋ ଅଟେ I ଏହି ଫୋଟୋ ରେ ସେ ମଥାରେ ସିନ୍ଦୁର , ହାତ ରେ ଚୁଡ଼ି ଓ ବେକ ରେ ମଙ୍ଗଳସୂତ୍ର ପକାଇଥିବା ର ଦେଖିବାକୁ ମିଳିଛି I

ସୂଚନା ମୁତାବିକ ରାଖୀ ୟୁକେ ରେ ଜଣେ ବିଜନେସମ୍ୟାନ ଙ୍କୁ ବିବାହ କରିଛନ୍ତି କିନ୍ତୁ ଦୀର୍ଘ ଦିନ ହେବ ସେ ଏହି କଥା ଲୁଚାଇବା କୁ ଚେଷ୍ଟା କରିଥିଲେ I ରାଖୀ ଯାହାଙ୍କୁ ବିବାହ କରିଛନ୍ତି ତାଙ୍କ ନାମ ରିତେଶ ଅଟେ I

କୌଣସି ବି ଫୋଟୋ ରେ ରାଖୀ ନିଜ ପତି ଙ୍କ ର ଫୋଟୋ ପକାଇ ନାହାନ୍ତି , ତେଣୁ ଘଟଣା କୁ କେହି ସହଜ ରେ ଗ୍ରହଣ କରିପାରୁନାହାନ୍ତି କି ରାଖୀ ବିବାହ କରିସାରିଛନ୍ତି I କାରଣ ଏପରି ଅନେକ ସମୟ ରେ ରାଖୀ ପବ୍ଲିସିଟି ପାଇବାକୁ ନୂଆ ନୂଆ ଡ୍ରାମା କରିଥାନ୍ତି I

The post ଭାଇରଲ ହେବାରେ ଲାଗିଛି ରାଖୀ ସାୱନ୍ତ ଙ୍କର ଚତୁର୍ଥୀ ରାତିର ପ୍ରାଇଭେଟ ଫୋଟୋ, ଦେଖନ୍ତୁ appeared first on Odianews24.info.

Disclaimer: This story is auto-aggregated by a computer program and has not been created or edited by Public Voice. To publish your news in our website for quality back links and traffic contact [email protected]

Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here