ଭଣ୍ଡବାବାଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0
Advertisement

ଆଲ୍ଲାହବାଦ: ଭଣ୍ଡବାବାଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ଆଲ୍ଲାହବାଦ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଜ୍ୟୋତିଷ ପୀଠର ଶଙ୍କରଚାର୍ଯ୍ୟ ପଦରୁ ସ୍ୱାମୀ ବାସୁଦେବାନନ୍ଦ ସ୍ୱରସ୍ୱତୀ ଓ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀଙ୍କୁ ବାଦ କରାଯାଇଛି। ତିନିମାସ ମଧ୍ୟରେ ଅଖିଳ ଭାରତ ଧର୍ମ ମହାମଣ୍ଡଳ, କାଶୀ ବିଦ୍‌ବତ ପରିଷଦର ଯୋଗୀ ସନ୍ୟାସୀ ବ୍ରାହ୍ମଣର ତିନି ପୀଠର ଶଙ୍କରାଚାର୍ଯ୍ୟ ମିଳିତ ହୋଇ ଜ୍ୟୋତିଷ ପୀଠ ପାଇଁ  ନୂତନ ଶଙ୍କରାଚାର୍ଯ୍ୟ ଚୟନ କରିବା ଆଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ।
 
ତିନିମାସ ମଧ୍ୟରେ ନୂତନ ଶଙ୍କରଚାର୍ଯ୍ୟ ଚୟନ ହେଲା ପର୍ଯ୍ୟନ୍ତ ବାସୁଦେବାନନ୍ଦ ଶଙ୍କରଚାର୍ଯ୍ୟ ପଦରେ ରହିବେ ବୋଲି ସୂଚନା ଦେଇଛନ୍ତି ଆଲ୍ଲାବାଦ ହାଇକୋର୍ଟ।
Visit Our Youtube Chanel and Subsribe to watch public Survey : ( ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ ଏବଂ ସର୍ବସାଧାରଣ ସର୍ଭେ ଦେଖିବା ପାଇଁ ସବସ୍କ୍ରାଇବ କରନ୍ତୁ: ) - Click here : Public voice Tv
ADVT - Contact 9668750718 ( Rs 5000 PM + 10 more digital campaign )
ADVT - Contact 9668750718 ( Rs 5000 PM + 10 more digital campaign )

LEAVE A REPLY

Please enter your comment!
Please enter your name here